ବିଜେଡିରେ ମିଶିଲେ ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି

0

ଭୁବନେଶ୍ବର: ମାଲକାନାଗିରିର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା ମୁକୁନ୍ଦ ସୋଡିଙ୍କ ଘର ବାହୁଡା ହୋଇଛି । ଶୁକ୍ରବାର ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଅନୁଷ୍ଠାନିକ ଭାବେ ସେ ବିଜେଡିରେ ଯୋଗ ଦେଇଛନ୍ତି । ସୂଚନାଯୋଗ୍ୟ, ଗୁରୁବାର ମୁକୁନ୍ଦ ସୋଡି ବ୍ୟକ୍ତିଗତ କାରଣ ଦର୍ଶାଇ ରାଜ୍ୟ ବିଜେପିର ସମସ୍ତ ପଦ ଓ ଅନ୍ୟାନ୍ୟ ପଦବୀରୁ ଇସ୍ତଫା ଦେଇଥିଲେ ।

Leave A Reply