ଏନଏସି ନିର୍ବାଚନରେ ବିଜେଡିର ବାଜିମାତ୍

0

ଢେଙ୍କାନାଳ/ ବରଗଡ: ହିନ୍ଦୋଳ ଏନଏସି ୧୬ଟି ଓ୍ଵାର୍ଡ ପାଇଁ ହୋଇଥିବା ନିର୍ବାଚନରେ ଶାସକ ଦଳ ବିଜୟୀ ହୋଇଛି । ୧୩ଟି ଆସନରେ ବିଜୟୀ ହୋଇଛି ବିଜେଡି । ଏଠାରେ ଜଣେ ବିଜେପି ପ୍ରାଥୀ ବିଜୟୀ ହୋଇଥିବା ବେଳେ ଦୁଇଜଣ ସ୍ୱଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।

ସେହିପରି ବରଗଡ ଜିଲ୍ଲାର ଅତାବିରା ଏନଏସି ନିର୍ବାଚନର ମଧ୍ୟ ବିଜେଡି ବିଜୟଲାଭ କରିଛି । ସମସ୍ତ ୧୨ଟି ୱାର୍ଡରେ ବିଜୟୀ ହୋଇଛି ବିଜେଡି । ଫଳରେ ବିଜେପି ଓ କଂଗ୍ରେସ ଖାତା ଖୋଲି ପାରିନଥିବା ବେଳେ ଉଭୟ ଦଳକୁ ବଡ ଝଟକା ଲାଗିଛି ।

Leave A Reply