ବିଜେଡିର ଜନ ସମ୍ପର୍କ ପଦଯାତ୍ରା

0

ଭୁବନେଶ୍ବର: ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ଭୁବନେଶ୍ବରର ଉତ୍ତର ନିର୍ବାଚନ ମଣ୍ଡଳୀର ୯ ନମ୍ବର ୱାର୍ଡରେ ବିଜୁ ଜନତା ଦଳର ପଦଯାତ୍ରା ଆରମ୍ଭ କରିଛି। ଏହି ପଦଯାତ୍ରାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଛନ୍ତି। ଏଥିରେ ଶହଶହ ବିଜେଡି କର୍ମୀ ଓ ନେତାମାନେ ସାମିଲ ହୋଇଛନ୍ତି।

Leave A Reply