ପୁଲିସ ଜାଲରେ ଅନଃଜିଲା ବାଇକ୍ ଲୁଟେରା ଗ୍ୟଙ୍ଗ

0

ରାଉରକେଲା: ପୁଲିସ ଜାଲରେ ଧରାପଡିଛି ଅନଃଜିଲା ବାଇକ୍ ଲୁଟେରା । ଆଜି ରାଉରକେଲା ପୁଲିସ ୫ ଜଣ ଅନଃଜିଲା ବାଇକ୍ ଚୋରଙ୍କୁ ଗିରଫ କରିଛି । ଗିରଫ ବେଳେ ସେମାନଙ୍କ ନିକଟରୁ ୧୫ଟି ଚୋରା ଜବତ ହୋଇଛି । ପ୍ରାୟ ୧୦୦ରୁ ଅଧିକ ବାଇକ୍ ରାଜ୍ୟର ଅନ୍ୟାନ୍ୟ ଜିଲାରେ ବିକିଥିବା ଜଣାପଡିଛି ।

Leave A Reply