ବାଇକ୍ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

0

କଲମପୁର: ଜୟପାଟଣା ବ୍ଳକ୍ ଚଞ୍ଚଳାମାଳ ନିକଟରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ନିଜ ବାଇକରୁ ନିୟନ୍ତ୍ରଣ ହରାଇ ରାସ୍ତାକୁ ଛିଟିକି ପଡିଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ କଲମପୁର ବ୍ଳକ୍ ଅନ୍ତର୍ଗତ ଡୁମୁରମୁଣ୍ଡା ଗାଁର ୨୮ ବର୍ଷୀୟ କ୍ଷୀରୋଦକାନ୍ତ ବୋଲି ଜଣାପଡିଛି ।

Leave A Reply