ବିଜେପୁରରେ ସଡକ ଦୁର୍ଘଟଣା : ଦୁଇ ମୃତ

0

ବିଜେପୁର : ବରଗଡ ଜିଲା ବିଜେପୁର ସରଣ୍ଡାପାଲି ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି। ଏହି ଦୁର୍ଘଟଣାରେ ଦୁଇ ଜଣକ ମୃତ୍ୟୁ ହୋଇଛି। ମୃତକ ଦୁଇ ଜଣ ହେଲେ ତାଳପଦର ଗ୍ରାମର ଝାଲପାଲି ଗ୍ରାମର ତୁଳସୀ ସାହୁ ଓ ମନ ସାହୁ। ଏହି ଦୁଇଜଣ ଧାନ କିଣିବା ପାଇଁ ବରଗଡ ଯାଇଥିଲେ। ଫେରିବା ସମୟରେ ଏକ ପିକଅପ୍‍ ଦ୍ୱାରା ଧକ୍କା ହୋଇଥିଲା। ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଛି।

Leave A Reply