ବିଭିନ୍ନ ସମସ୍ୟାକୁ ନେଇ ସରପଞ୍ଚ ସଂଘର ବୈଠକ

0

ତାଲପଦର: ବିଭିନ୍ନ ସମସ୍ୟାକୁ ନେଇ ବରଗଡ ଜିଲା ବିଜେପୁର ବ୍ଳକ ସରପଞ୍ଚ ସଂଘର ବୈଠକ ଅନୁଷ୍ଠିତ ହୋଇଛି । ଏମ୍ ଶ୍ରିଗିଡା ଗ୍ରାମପଞ୍ଚୟତାରେ ସଂଘର ସଭାପତି ଶ୍ରୀଯୁକ୍ତ ଜୟକୃଷ୍ଣ ଡନସନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ବ୍ଳକ ର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଛି । ଉକ୍ତ ସଭାରେ ବ୍ଳକର ୨୩ଟି ଗ୍ରାମପଞ୍ଚୟତାର ସମସ୍ତ ସରପଞ୍ଚ ମାନେ ଯୋଗ ଦେଇଥିଲେ ।

Leave A Reply