ଭାଲୁ ଆକ୍ରମଣରେ ଜଣେ ଗୁରୁତର

0

ବୌଦ୍ଧ: ହରଭଙ୍ଗା ଥାନା ଅନ୍ତର୍ଗତ ଧଳପୁର ପଞ୍ଚାୟତ ସାକୁସିଙ୍ଗା ଗାଁରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇଛନ୍ତି । ଶନିବାର ଭୋରରୁ ନନ୍ଦି କିଶରି ଭୋକ୍ତା (୪୫) ନିଜ ଚାଷ ଜମିକୁ ଯାଇଥିବା ବେଳେ ତାଙ୍କୁ ଭାଲୁ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ପୁରୁଣାକଟକ ମେଡିକାଲରେ ଭର୍ତ୍ତି କରାଯାଇଛି ।

Leave A Reply