ଭଦ୍ରକରେ ହେବ ମେଡିକାଲ କଲେଜ

ଭୁବନେଶ୍ବର: ଭଦ୍ରକରେ ହେବ ମେଡିକାଲ କଲେଜ। ମେଡିକାଲ କଲେଜ ହେବାନେଇ ଘୋଷଣା କରିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ । ମେଡିକାଲ କଲେଜ ହେବା ପାଇଁ ୨୫ ଏକର ଜାଗା ଚିହ୍ନଟ ହୋଇସାରିଥିବା ବେଳେ ଆସନ୍ତା ଫ୍ରେବୃଆରୀ ମାସରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି  ସୂଚନା ଦେଇଛନ୍ତି ମନ୍ତ୍ରୀ।

Comments are closed.