ସଡକ ଦୁର୍ଘଟଣାରେ ଗୁରୁତର ଆହତ

0

ଧାମରା : ଭଦ୍ରକ ଜିଲ୍ଲା ଧାମରା ବାସୁଦେବପୁର ନିକଟସ୍ଥ କରଣପଲ୍ଲୀ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଆହତ ହୋଇଛନ୍ତି। ଆହତଙ୍କ ନାମ ସହଦେବ ଗିରି। ଆହତଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Leave A Reply