କୂଅ ଭିତରେ ଭାଲୁ

0

ନବରଙ୍ଗପୁର: ନବରଙ୍ଗପୁର ଜିଲାର ପଡ଼ାଲଗୁଡ଼ା ଆମ୍ବ ବଗିଚାରେ ରାତିରେ ଆମ୍ବ ଖାଇବା ପାଇଁ ଆସିଥିବା ଏକ ଭାଲୁ ପଲ କୂଅରେ ପଡ଼ିଯାଇଛି। ମା’ ଭାଲୁ ସହ ୨ ଛୁଆ କୂଅ ମଧ୍ୟରେ ପଡ଼ିଥିବା ଜଙ୍ଗଲ ବିଭାଗକୁ ଖବର ଦିଆଯାଇଛି। ଖବର ପାଇ ଜଙ୍ଗଲ ବିଭାଗ ପକ୍ଷରୁ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Leave A Reply