ଭାଲୁ ଆକ୍ରମଣରେ ମହିଳା ଗୁରୁତର

0

ଅନୁଗୋଳ : ଅନୁଗୋଳ ଜିଲା ଜରପଡାରେ ଭାଲୁ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ବୃଦ୍ଧା ପଛେଇ ନାୟକ ଦାନ୍ତ କାଠି ଆଣିବାକୁ ଜଙ୍ଗଲକୁ ଯିବା ସମୟରେ ଏହି ଅଘଟଣ ହୋଇଥିଲା। ଗୁରୁତର ଅବସ୍ଥାରେ ବୃଦ୍ଧା ଜଣକୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Leave A Reply