କାଲିଠୁ ବନ୍ଦ ହେବନି  ଭୁବନେଶ୍ବର ଏୟାରପୋର୍ଟ ରାତ୍ରୀକାଳୀନ ସେବା

ଭୁବନେଶ୍ବର: ଭୁବନେଶ୍ବର ଏୟାରପୋର୍ଟର ପୂର୍ବନିର୍ଦ୍ଧାରିତ ବନ୍ଧ ନିଷ୍ପତ୍ତିକୁ ବୁଧବାର ପରିବର୍ତ୍ତନ କରାଯାଇଛି ।  ଏନେଇ ଭୁବନେଶ୍ବର ବିମାନ ବନ୍ଦର ନିର୍ଦ୍ଦେଶକ ଶୁରେସ ଚନ୍ଦ୍ର ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ,  ରାତ୍ରୀକାଳୀନ ସେବା ଡିସେମ୍ବର ୧ରୁ ବନ୍ଦ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା ।  ରନ ଓ୍ବେରେ ରି-କାର୍ପେଟିଂ କାରଣରୁ ବନ୍ଦ ହେବାକୁ ଥିଲା । ହେଲେ କାଳିଠାରୁ ରାତ୍ରୀକାଳୀନ ସେବା ବନ୍ଦ ନ କରିବା ପାଇଁ ଭୁବନେଶ୍ବର ବିମାନ ବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

Comments are closed.