ସଡକ ଦୁର୍ଘଟଣାରେ ଜଳିଲା କାର

0
73

ଭୁବନେଶ୍ଵର : ଭୁବନେଶ୍ଵରରୁ ପୁରୀ ଯିବା ରାସ୍ତା ଗଙ୍ଗୁଆ ସେତୁ ଉପରେ ଏକ କାର ହୁତୁ ହୁତୁ ହୋଇ ଜଳୁଥିବାର ଦେଖାଯାଇଛି । ଗୋଟିଏ ବୁଲା ସଣ୍ଝ ସହ ପିଟି ହୋଇ ଯିବା ଫଳରେ କାରରେ ନିଅଁ ଲାଗିଥିବା ଜଣାପଡଛି । ଅଗ୍ନି ଶମ ବାହିନୀ ସେଠାରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here