ସଡକ ଦୁର୍ଘଟଣାରେ ଜଳିଲା କାର By samajalive bureau - July 9, 2018 0 119 Facebook Twitter Google+ Pinterest WhatsApp Print ଭୁବନେଶ୍ଵର : ଭୁବନେଶ୍ଵରରୁ ପୁରୀ ଯିବା ରାସ୍ତା ଗଙ୍ଗୁଆ ସେତୁ ଉପରେ ଏକ କାର ହୁତୁ ହୁତୁ ହୋଇ ଜଳୁଥିବାର ଦେଖାଯାଇଛି । ଗୋଟିଏ ବୁଲା ସଣ୍ଝ ସହ ପିଟି ହୋଇ ଯିବା ଫଳରେ କାରରେ ନିଅଁ ଲାଗିଥିବା ଜଣାପଡଛି । ଅଗ୍ନି ଶମ ବାହିନୀ ସେଠାରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି ।