ବିଜେଡି ଛାଡିଲେ ମୋହନା ବିଧାୟିକା ବାସନ୍ତୀ ମଲ୍ଲିକ

0

ଭୁବନେଶ୍ୱର ..- ବିଜେଡି ବିଧାୟିକା ବାସନ୍ତୀ ମଲ୍ଲିକ ଦଳରୁ ଇସ୍ତଫା ଦେଇଛନ୍ତି ।  ସେ ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀରୁ ୨୦୧୪ରେ ବିଧାୟିକା ଭାବେ ନିର୍ବାଚତ ହୋଇଥିଲେ । ମାତ୍ର ଆସନ୍ତା ନିର୍ବାଚନ ପାଇଁ ତାଙ୍କୁ ଦଳୀୟ ଟିକେଟ ନ ନିମିଳିବାରୁ ସେ ଦଳରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି ।

Leave A Reply