ମହିଳାଙ୍କୁ ପୋଡି ହତ୍ୟା ମାମଲା ; ଭାଇ ଓ ଭଉଣୀଙ୍କୁ ଆଜୀବନ ଜେଲ

ବାରିପଦା : ଉଦଳା ଥାନା ରଢ ଗାଁରେ ଘଟିଥିବା ମହିଳାଙ୍କୁ ପୋଡି ହତ୍ୟା ମାମଲାରେ ମଙ୍ଗଳବାର  ଭାଇ ଓ ଭଉଣୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଦିଆଯାଇଛି । ୨୦୧୬ ଏପ୍ରିଲ ୧୫ ତାରିଖରେ ଉଦଳା ଥାନା ଅନ୍ତର୍ଗତ ରଢ ଗାଁରେ ଏହି ହତ୍ୟାକାଣ୍ଡ ଘଟିଥିଲା। ମୃତ ମହିଳାଙ୍କ ସ୍ବାମୀ ରବୀନ୍ଦ୍ର ଖଟୁଆ ଏବଂ ନଣନ୍ଦ କୌଶଲ୍ୟା ଖଟୁଆଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଦିଆଯାଇଛି । ଉଭୟଙ୍କୁ ଜିଲା ଓ ଦୌରା ଜଜ୍ ଆଜୀବନ ଜେଲ ଦଣ୍ଡାଦେଶ ଦେଇଛନ୍ତି ।

Comments are closed.