ରେଳ ଷ୍ଟେସନରୁ ଦୁଇ ଶିଶୁ ଉଦ୍ଧାର

0

ବ୍ରହ୍ମପୁର : ବ୍ରହ୍ମପୁର ରେଳ ଷ୍ଟେସନରୁ ପଶ୍ଚିମବଙ୍ଗର ୨ ଜଣ ମୁସଲମାନ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ଶିଶୁ ଦ୍ୱୟଙ୍କୁ ବ୍ରହ୍ମପୁରର ଏକ ମାଦ୍ରାସାରେ ନିର୍ଯାତନା ଦିଆଯାଉଥିଲା ବୋଲି ଅଭିଯୋଗ ହୋଇଛି । ଏବେ ଶିଶୁ ଦ୍ୱୟଙ୍କୁ ଚାଇଲ୍ଡ ଲାଇନ କାର୍ଯ୍ୟାଳୟରେ ରଖାଯାଇଛି ।

Leave A Reply