ଜାନୁଆରୀ ୧୧ରୁ ବରଗଡ଼ ଧନୁଯାତ୍ରା

0

ବରଗଡ଼ : ବିଶ୍ବର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ର ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ଜାନୁଆରୀ ମାସ ୧୧ ତାରିଖରୁ ଅରମ୍ଭ ହେବ। ଏହା  ଜାନୁଆରୀ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଧନୁଯାତ୍ରା ପ୍ରସ୍ତୁତି କମିଟି ବୈଠକ ପରେ ବରଗଡ଼ ଜିଲ୍ଳାପାଳ ଇନ୍ଦ୍ରମଣି ତ୍ରିପାଠୀ ଏନେଇ  ସୂଚନା ଦେଇଛନ୍ତି । ତେବେ ବୈଠକରେ ଚଳିତ ବର୍ଷ ଧନୁଯାତ୍ରାରେ କଂସ ଓ ଅନ୍ୟାନ୍ୟ ପାତ୍ରମନ୍ତ୍ରୀମାନଙ୍କୁ ବଦଳାଇବାପାଇଁ ଦାବି ହୋଇଥିବା ସୂଚନା ମିଳିଛି।

Leave A Reply