ସେକ୍ଟର ସ୍ତରୀୟ ଗାଁ କଲ୍ୟାଣ ସମିତି ଅନୁଷ୍ଠିତ

0

ତାଲପଦର: ବରଗଡ ଜିଲ୍ଲା ବିଜେପୁର ପ.ସ. ଅର୍ନ୍ତଗତ ତାଲପଦର ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ରରେ ସେକ୍ଟର ସ୍ତରୀୟ ଗାଁ କଲ୍ୟାଣ ସମିତି ଅନୁଷ୍ଠିତ ହୋଇଯାଇଛି। ସେକ୍ଟରର ସମସ୍ତ ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, ମହିଳା ଓ ପୁରୁଷ ସ୍ୟାସ୍ଥ୍ୟ କର୍ମୀ ମାନେ ଯୋଗ ଦେଇ ଥିବା ବେଳେ ଉକ୍ତ ମେଳାରେ ସ୍ବାସ୍ଥ୍ୟ ପରିଦର୍ଶକ କୈଳାଶ ଚନ୍ଦ୍ର ସାହୁ ବିଭିନ୍ନ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଯୋଜନା ଓ ତାର କାର୍ଯ୍ୟକାରିତା ଉପରେ ତାଳିମ ଦେଇଥିଲେ।

Leave A Reply