ପୁଣି ବିଷ ପିଇ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ

0

ବରଗଡ: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଷ ପିଇଲେ ଚାଷୀ । ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । କାଳବୈଶଖୀ ଯୋଗୁଁ ଫସଲ ନଷ୍ଟର କ୍ଷତିପୂରଣ ଦାବିରେ ଚାଷୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରୁଥିଲେ । ଆନ୍ଦୋଳନ ବେଳେ ଜଣେ ଚାଷୀ ବିଷ ପିଇଥିବା ଜଣାପଡିଛି । ବିଷ ପିଇଥିବା ଚାଷୀ ଜଣଙ୍କ ବରପାଲି ବ୍ଳକ କନବାର ଗାଁର ଅକୁର ବିଶି ବୋଲି ଜଣାପଡିଛି ।

Leave A Reply