ବଣାଇରେ ୧୨ଘଣ୍ଟିଆ ବନ୍ଦ ଡାକରା

0

ବଣାଇ : ସୁନ୍ଦରଗଡ ଜିଲା ବଣାଇକୁ ଜିଲା ମାନ୍ୟତା ଦାବିରେ ଗୁରୁବାର ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ବଣାଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଆ​‌ନ୍ଦୋଳନ ଫଳରେ ଦୋକାନ ବଜାର ବନ୍ଦ ରହିଥିବାର ଜଣା ପଡିଛି। ସମସ୍ତ ଗାଡି ଚଳାଚଳ ବନ୍ଦ ରହିଛି। ଏହାଦ୍ବାରା ସାଧାରଣ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବାର ଦେଖାଯାଇଛି।

Leave A Reply