ଚାଉଳ ଘୋଟାଲାରେ ପ୍ରଧାନ ଶିକ୍ଷୟତ୍ରୀ ନିଲମ୍ବିତ

0

ବଣାଇ : ସୁନ୍ଦରଗଡ ଜିଲା ବଣାଇ ଉପଖଣ୍ଡର ବଇଦପାଲି ସରକାରୀ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟରେ ଚାଉଳ ଘୋଟାଲା ଅଭିଯୋଗ ଆସିଛି। ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କଲ୍ୟାଣୀ ପଟ୍ଟନାୟକ ୧୪କ୍ୱିଣ୍ଟାଲ ୬୩କିଗ୍ରା ଚାଉଳ ଘୋଟାଲା କରିଥିବା ଅଭିଯୋଗ ହୋଇଛି। ଏହି ଘୋଟାଲାରେ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଜିଲାପାଳ ସୁରେନ୍ଦ୍ର କୁମାର ମୀନା ନିଲମ୍ବିତ କରିଥିବା ଜଣାପଡିଛି।

Leave A Reply