୩୦ ଲକ୍ଷର ବ୍ରାଉନସୁଗାର ଜବତ

0

ବାଲେଶ୍ୱର : ବାଲେଶ୍ୱର ଜିଲା ଲୁଣିଆଯୋଡ଼ି ବ୍ରିଜ ମୁକେଶ୍ୱରଦ୍ୱାର ନିକଟରୁ ରବିବାର ୩୦୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି। ଏହି ଘଟଣାରେ ୩ ଜଣ ଗିରଫ ମଧ୍ୟ ହୋଇଛନ୍ତି। ଜବତ ହୋଇଥିବା ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ବ୍ରାଉନସୁଗାର ବେପାରୀଙ୍କ ଠାରୁ ୯ଲକ୍ଷ ୪୪ ହଜାର ଟଙ୍କା ମଧ୍ୟ ଜବତ ହୋଇଥିବା ସୂଚନା ମିଳୁଛି। ଏହି ବ୍ରାଉନସୁଗାର ବେପାରୀଙ୍କ ସହ ଟଙ୍କା ଓ ବ୍ରାଉନସୁଗାରକୁ ସହଦେବଖୁଣ୍ଟା ପୁଲିସ ଜବତ କରିଛି।

Leave A Reply