ବୃଦ୍ଧି ପାଉଛି ଜଳକା ନଦୀର ଜଳସ୍ତର

ଜଳେଶ୍ୱର : ବସ୍ତା ବ୍ଲକ ମଥାନୀ ଠାରେ ରବିବାର ଜଳକା ନଦୀର ଜଳସ୍ତର ବୃଦ୍ଧି ପାଉଛି। ସକାଳ ୧୦ଟା ସୁଦ୍ଧା ଜଳସ୍ତର ୫.୨୮ ମିଟର ଥିବା ବେଳେ ବିପଦ ସଙ୍କେତ ୫.୫୦ ମିଟର। ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ସ୍ଥାନୀୟଲୋକେ ଭୟଭୀତ ଅବସ୍ଥାରେ ରହିଥିବା ସୂଚନା ମିଳିଛି।

Comments are closed.