ସଡକ ଦୁର୍ଘଟଣାରେ ନାବାଳିକା ମୃତ ; ଶବରଖି ଗ୍ରାମବାସୀଙ୍କ ପ୍ରତିବାଦ

0

ସଇଁତଲା : ବଲାଙ୍ଗିର ଜିଲା ସଇଁତଲା ଥାନା ଅନ୍ତର୍ଗତ କୁଶମଖାଲ ଗ୍ରାମରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି। ସୂଚନା ଅନୁସାରେ ରବିବାର ଅପହାରାହ୍ଣ ୩.୩୦ରେ ସଡ଼କ ଦୁର୍ଘଟଣାରେ ଜଣେ ନାବାଳିକାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ମୃତକଙ୍କ ନାମ ମୋନିକା ନାଗ। ମୋନିକାଙ୍କ ମୃତ୍ୟୁକୁ ନେଇ ବଲାଙ୍ଗୀର ଭବାନୀପାଟଣା ଜାତୀୟ ରାଜପଥ ୨୬କୁ ଶବ ରଖି ରାସ୍ତା ଅବରୋଧ କରାଯାଇଛି।

Leave A Reply