ବଳି ପାଇଁ ନାବାଳକଙ୍କୁ ହତ୍ୟା : ଦୁଇ ଗିରଫ

0

ସିନ୍ଦେକେଲା : ବଲାଙ୍ଗିରରେ ସିନ୍ଦେକେଲା ଥାନା ଶୁଣ୍ଡିମୁଣ୍ଡା ନିକଟ ନଦୀ ପଠାରୁ ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣାରେ ଦୁଇ ଜଣଙ୍କୁ ପୁଲିସ ଗିରଫ କରିଛି। ମୃତକର ମାମୁଁ କୁଞ୍ଜ ରଣା ଓ ଜଣେ ସର୍ମ୍ପକୀୟ ଭାଇ ଶୋଭାବନ ରଣା ଏହି ବଳିଦେଇଥିବା ସନ୍ଦେହ କରାଯାଉଛି। ନାବାଳକକୁ ତନ୍ତ୍ର ପାଇଁ ଏହି ବଳି ଦିଆଯାଇଥିବା ପୁଲିସ ସ୍ପଷ୍ଟ କରିଛି। ସୂଚନାଯୋଗ୍ୟ ଯେ, ଗତ ୧୬ ତାରିଖରେ ଉନ୍ଦେଇ ନଦୀପଠାରୁ ମୁଣ୍ଡ ନଥିବା ଦୁଇ ମୃତଦେହ ମିଳିଥିଲା।

Leave A Reply