ମଦ୍ୟପ କନେଷ୍ଟବଳ ନିଲମ୍ବିତ

ବଲାଙ୍ଗୀର: ବଲାଙ୍ଗୀର ଜିଲା ଟାଉନ ଥାନାରେ ଅବସ୍ଥାପିତ ଓଏପିଏଫ କନେଷ୍ଟବଳ ଗୋଣ୍ଡଙ୍କୁ ସୋମବାର ଲିଖିତ ଅଭିଯୋଗପରେ ନିଲମ୍ବିତ କରାଯାଇଛି । ସୂଚନା ଅନୁଯାୟୀ, ସେ ଆଜି ବିଜାଖମଣ ଗ୍ରାମ ନିକଟସ୍ଥ ଦୋକାନରେ ମଦ୍ୟପାନ କରି ଉତ୍ପାତ କରିଥିଲେ । ଗଣମଧ୍ୟାମରେ ଏହି ଖବର ପ୍ରସାରଣ ପରେ ଏସପି ଦୃଢ କାର୍ଯ୍ୟନୁଷ୍ଠାନ ନେଇଥିବା ଜଣାପଡ଼ିଛି ।

Comments are closed.