ବିଜେପିରେ ମିଶିବେ ବଳଭଦ୍ର ମାଝୀ !

0

ଭୁବନେଶ୍ବର : ବିଜେଡିରୁ ଇସ୍ତଫା ଦେଇଥିବା ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ବିଜେପିରେ ସାମିଲ ହେବାର ସମ୍ଭାବନା ରହିଛି ।  ଆସନ୍ତାକାଲି ମାର୍ଚ୍ଚ ୧୬ରେ ବଳଭଦ୍ର ମାଝୀ ବିଜେପିରେ ଯୋଗେ ଦେବେ ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି ।

Leave A Reply