ବଜ୍ରକାପ୍ତା ଚୋରା ଚାଲାଣ ବେଳେ ଉଦ୍ଧାର, ୮ଅଟକ

0

ମାଲକାନଗିରି : ବଜ୍ରକାପ୍ତା ଚୋରା ଚାଲାଣ ବେଳେ ଉଦ୍ଧାର କରାଯାଇଛି। ଏଥିରେ ସଂପୃକ୍ତ ଥିବା ୮ଜଣଙ୍କୁ ଅଟକ ରଖାଯାଇଛି। ପୁଲିସ ମାଲକାନଗିରି ଚିତ୍ରାଙ୍ଗପାଲି ଗ୍ରାମରେ ଚଢଉ କରି ବଜ୍ରକାପ୍ତା ଉଦ୍ଧାର କରିଛି। ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply