ଖୁବଶୀଘ୍ର ବଜାର ପ୍ରବେଶ କରିବ ବାଜାଜ ଅଟୋର ନୂଆ ସ୍କୁଟର ‘ଚେତକ ଚିକ’

ନୂଆଦିଲ୍ଲୀ:  ବାଜାଜ ଅଟୋର ପ୍ରଥମ ଇଲେକଟ୍ରିକ୍ ସ୍କୁଟର ବଜାରରେ ଲଞ୍ଚ କରିବାକୁ ଯାଉଛି । ଏହାର ନାମ  ‘ଚେତକ ଚିକ୍’ ରଖାଯାଇଛି । ନୂଆଦିଲ୍ଲୀରେ ୧୬ ଅକ୍ଟୋବର ବୁଧବାର ଏହାକୁ ଲଞ୍ଚ କରାଯିବ । କେନ୍ଦ୍ରୀୟ ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଏବଂ ନୀତି ଆୟୋଗର ସିଇଓ ଅମିତାଭ କାନ୍ତଙ୍କ ଉପସ୍ଥିତିରେ ଏହାକୁ ଲଞ୍ଚ କରାଯିବ । ବଜାଜ କମ୍ପାନୀ ତାର ପ୍ରଥମ ଇଲେଟ୍ରିକ  ସ୍କୁଟର ବ଼ଜାରକୁ ଛାଡ଼ୁଥିବାରୁ ବେସ ଉତ୍ସାହିତ ଥିବା ଜଣାପଡ଼ିଛି ।

Comments are closed.