ଜାଣନ୍ତୁ ଭାରତରେ ଥିବା ସବୁଠୁ ଶସ୍ତା ଓ ଅଧିକ ମାଇଲେଜ ଦେଖାଉଥିବା ବାଇକ୍‍

0

ନୂଆଦିଲ୍ଲୀ : ଅଟୋମୋବାଇଲ ବଜାରରେ ନୂଆ ଓ ଦାମି ବାଇକ୍‍ କିଣିବା ପାଇଁ ସମସ୍ତଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳିଛି। କିନ୍ତୁ ସମସ୍ତେ ଏହି ଦାମୀ ବାଇକ୍‍ କିଣିବା ସମ୍ଭବପର ହୋଇନଥାଏ। ତେଣୁ ଆସନ୍ତୁ ଜାଣିବା ସବୁଠୁ ଶସ୍ତା ଓ ମାଇଲେଜ କମ ଦେଖାଉଥିବା ବାଇକ୍‍।
ଅନ୍ୟ ଦେଶ ମାନଙ୍କ ତୁଳନାରେ ଭାରତରେ ପେଟ୍ରୋଲ ଦର ବହୁତ ଅଧିକ ରହିଛି। ତେଣୁ ଏକ ଲିଟର ତେଲରେ ୯୦ ରୁ ୧୦୦ କିଲୋମିଟର ଯାଉଥିବା ବାଇକକୁ ସାଧାରଣରେ ପସନ୍ଦ କରିବା ସ୍ୱଭାବିକ। ଏହି ତୁଳନାରେ ଆପଣ ବଜାଜର ସିଟି ୧୦୦ବିରେ ଆପଣ ବିଶ୍ୱାସ କରିପାରିବେ। ଏହି ବାଇକରେ ୯୯.୨୭ସିସି ଇଞ୍ଜିନ୍‍ ରହିଛି। କମ୍ପାନୀର କହିବା ଅନୁସାରେ ପ୍ରତି ଲିଟରରେ ୯୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରିବେ। ଏହି ବାଇକର ମୂଲ୍ୟ ୩୨ହଜାର ଟଙ୍କା ରହିଛି। ବାଇକର ଅତ୍ୟାଧୁନିକ ସୁବିଧା ଦୃଷ୍ଟିରୁ ହିରୋର ଏଚଏଫ୍‍ ଡିଲକ୍ସ, ଟିଭିଏସ୍‍ ଷ୍ଟାର ସିଟି ପ୍ଲସ୍‍, ହୋଣ୍ଡା ଡ୍ରିମ ନିୟୋ ଜେସ୍‍ ପ୍ରମୁଖ ଗାଡି ସହ ବଜାରରେ ପ୍ରତିଯୋଗିତା କରିବ।

Leave A Reply