ବଜାଜ୍‍ ବାଇକ ବିକ୍ରିରେ ୧୫% ବୃଦ୍ଧି

0

ନୂଆଦିଲ୍ଲୀ : ବଜାଜ ଅଟୋମୋବାଇଲ ମାସିକିଆ ବାଇକ ବିକ୍ରି ୧୫% ବୃଦ୍ଧି ଘଟିଛି। ଚଳିତ ବର୍ଷ ଜାନୁଆରୀ ମାସରେ କମ୍ପାନୀ ୪,୦୭,୧୫୦ ବାଇକ ବିକ୍ରି କରିଛି। ଗତବର୍ଷ ଏହ ଅବଧି ମଧ୍ୟରେ କମ୍ପାନୀ ୩,୫୩,୧୪୭ ଗାଡି ବିକ୍ରି କରିଥିଲା।
ସୂଚନା ଅନୁସାରେ
ବଜାଜ ଅଟୋମୋବାଇଲ ଆଗାମୀ ବର୍ଷ ବୈଦୋତିକ ଗାଡି ବଜାର ପ୍ରବେଶ କରାଇବା ପାଇଁ ଯୋଜନା ରହିଛି। ଅଟୋମୋବାଇଲ ବଜାରରେ ସବୁଠାରୁ ଛୋଟ ଗାଡି କ୍ୟୁଟ ବଜାର ପ୍ରବେଶକୁ ସମସ୍ତେ ଅପେକ୍ଷା କରିଛନ୍ତି। ବଜାଜ୍‍ ଏହି କାରକୁ ବହୁଶୀଘ୍ର ଭାରତରେ ବଜାର ପ୍ରବେଶ କରାଇବ।

Leave A Reply