ବିର୍ସାମୁଣ୍ଡା ଜୟନ୍ତୀ ପାଳିତ

0

ବଡ଼ସାହି : ଅସ୍ତଝରଣ ଗ୍ରାମରେ ବିର୍ସାମୁଣ୍ଡାଙ୍କର ୧୪୩ତମ ଜୟନ୍ତୀ ପାଳିତ ହୋଇଯାଇଛି। ଅସ୍ତଝରଣ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଜୟନ୍ତୀ ମହାନ୍ତଙ୍କ ପୌରାହିତ୍ୟରେ ବିର୍ସାମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ତାଙ୍କର ସ୍ମୃତି ଚାରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଗୁନିମଣି ମହାନ୍ତ, ୱାଡସଭ୍ୟ ଗୁରା ସିଂ, ଶ୍ରୀମତୀ ସିଂ ଓ ସ୍କୁଲର ସମସ୍ତ ଛାତ୍ରୀଛାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଗ୍ରାମର ରବିନ୍ଦ୍ର ସିଂ ଓ ଶୁକ୍ରା ସିଂ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Leave A Reply