ବଳାତ୍କାର ଅଭିଯୋଗରେ ଦୁଇ ଗିରଫ

0

ବଡବିଲ : କେନ୍ଦୁଝର ଜିଲା ବଡବିଲ ଥାନା ଅର୍ନ୍ତଗତ ବାଳିକାକୁ ବଳାତ୍କାର ଅଭିଯୋଗରେ ବଡବିଲ ପୁଲିସ ଦୁଇ ଜଣକୁ ଗିରଫ କରିଛି। ଭୋଳା ବାହାଦୁର ଓ ରାଜେଶ ଗୋପ ନାମକ ଦୁଇ ଅଭିଯୁକ୍ତଙ୍କୁ ଚମ୍ପୁଆ ନିକଟରୁ ଗିରଫ କରାଯାଇଛି। ଗିରଫ ଦୁଇ ଅଭିଯୁକ୍ତକୁ ପୁଲିସ କୋର୍ଟଚାଲାଣ କରିଛି।

Leave A Reply