ଯାଜପୁର ସହ ୧୧ ଜିଲ୍ଲାରେ ଟିକାକରଣ ବନ୍ଦ

ଯାଜପୁର : ଯାଜପୁର ଜିଲ୍ଲାରେ ଜୁଲାଇ ୩ ଯାଏଁ ଟିକାକରଣ ବନ୍ଦ । ଏନେଇ ଟୁଇଟ ଯୋଗେ ଜିଲ୍ଲାପାଳ ସୂଚନା ଦେଇଛନ୍ତି।  କେବଳ ଯାଜପୁର ନୁହେଁ ଭଦ୍ରକ, କେନ୍ଦ୍ରାପଡ଼ା, ଗଞ୍ଜାମ, କୋରାପୁଟ, ବଲାଙ୍ଗିର, ଅନୁଗୁଳ, ବାଲେଶ୍ବର,…
Read More...

କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ବିଦ୍ୟୁତ୍ ବିଭାଗ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ପାଟଣା : ପାଟଣା ବ୍ଲକ ତୁରୁମୁଙ୍ଗା ବିଦ୍ୟୁତ୍ ବିଭାଗ ଟାଟା ପାୱାର ଉତ୍ତର ଓଡ଼ିଶା ବିଦ୍ୟୁତ୍ ବିତରଣ ସଂସ୍ଥା ତରଫରୁ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ଏସଡିଓ ଚିରଞ୍ଜିତ ସାହୁ ଙ୍କ ନେତୃତ୍ୱ ରେ ପାଟଣା…
Read More...

ପୋଖରୀରେ ବୁଡି ୪ ବର୍ଷ ଶିଶୁପୁତ୍ରର ମୃତ୍ୟୁ

ପାଟଣା : ଖେଳୁ ଖେଳୁ ପୋଖରୀରେ ବୁଡି ୪ ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଛି। ଏଭଳି ଦୁଃଖଦାୟକ ଘଟଣା ଘଟିଛି କେନ୍ଦୁଝର ପାଟଣା ବ୍ଲକ୍ ସଡଙ୍ଗବାହାଳି ଗ୍ରାମରେ । ସୂଚନା ଅନୁଯାୟୀ ବୁଧବାର ସଂନ୍ଧ୍ୟାରେ ଗ୍ରାମର ସୁଦର୍ଶନ…
Read More...

କାହାଣୀ ଏହି ଗାଁର ; ଏଠାରେ ଆଦୌ ହୋଇନଥାଏ ବର୍ଷା

ଦେଶର ଅନେକ ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହୋଇସାରିଛି। ପାଣିପାଗ ବିଭାଗ ଅନୁଯାୟୀ ନିୟମିତ ବର୍ଷା ପାଇଁ ଆଲର୍ଟ ମଧ୍ୟ ଜାରି କରାଯାଉଛି। ଦୁନିଆରେ କିଛି ଏପରି ସ୍ଥାନ ରହିଛି, ଯେଉଁଠାରେ ବର୍ଷକ ମଧ୍ୟରେ ଅଧିକ ବର୍ଷା…
Read More...

ଦିନ ୧୨ଟା – ମୁଖ୍ୟ ଖବର

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୮,୭୮୬ ଜଣ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ଦିନକରେ ୬୧,୫୮୮ ଜଣ ସୁସ୍ଥ ; ମୋଟ ଆରୋଗ୍ୟ ଲାଭ ୨,୯୪,୮୮,୯୧୮,ଆରୋଗ୍ୟ ହାର ୯୬.୯୭% ୨ରୁ ୧୭ ବର୍ଷ ପିଲାଙ୍କ ଉପରେ କୋଭୋଭାକ୍ସ ଟିକା…
Read More...

କାଟେଗୋରୀ ଅନୁଯାୟୀ ରାଜ୍ୟରେ ଆଜି ଠାରୁ ଆରମ୍ଭ ଆଂଶିକ ତାଲାବନ୍ଦ

ଭୁବନେଶ୍ୱର : ରାଜ୍ୟରେ ଆଜି ଠାରୁ ପୁଣି ଆଂଶିକ ତାଲାବନ୍ଦ ଜାରି କରାଯାଇଛି। କାଟେଗୋରୀ ଏରେ ୨୦ ଜିଲା ଓ କାଟେଗୋରୀ ବିରେ ୧୦ ଜିଲାରେ ସଂକ୍ରମଣ ଅନୁଯାୟୀ ଗାଇଡଲାଇନ ଜାରି ହୋଇଥିବା ବେଳେ ମଲ୍‍ , ସ୍ପା, ପାର୍ଲର ବ୍ୟତୀତ…
Read More...

କ୍ରେନ ଚାପାରେ ବୃଦ୍ଧାଙ୍କ ମୃତ୍ୟୁ

ଟିଟିଲାଗଡ଼ : ଟିଟିଲାଗଡ଼ ସହର ଶିଶୁ ମନ୍ଦିର ନିକଟସ୍ଥ ଟିଟିଲାଗଡ଼ ବଲାଂଗୀର ରାସ୍ତାରେ ଏକ କ୍ରେନ ଚାପାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ବୃଦ୍ଧା ସ୍ଥାନୀୟ ସର୍ଗିଗୁଡା ପଡ଼ାର ଦେବକୀ ହରପାଳ ବୋଲି ଜଣାପଡ଼ିଛି । ଖବର…
Read More...

ଚଳନ୍ତା ଟ୍ରେନରୁ ଖସିଲେ ଯାତ୍ରୀ ; ଉଦ୍ଧାର କଲେ ଆରପିଏଫ ଯବାନ

ମୁମ୍ବଇ : କଥାରେ ଅଛି ରଖେ ହରି ମାରେ କିଏ ? ଏହି କଥା ଏବେ ଉକ୍ତ ଘଟଣାକୁ ଦେଖି ସଭିଏଁ ଭାବିଛନ୍ତି। ମୁମ୍ବଇର ବେରିବଲୀ ରେଳ ଷ୍ଟେସନର ଏକ ଭିଡିଓ ଏବେ ଖୁବ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି ଏକ ଚଳନ୍ତା ଟ୍ରେନରୁ…
Read More...

ଦିନ ୧୦ଟା – ମୁଖ୍ୟ ଖବର

ଓଡ଼ିଶାରେ ଗୋଟିଏ ଦିନରେ ୩୦୮୭ ନୂଆ କୋଭିଡ ସଂକ୍ରମିତଙ୍କୁ ଚିହ୍ନଟ ; ସଂଗରୋଧରୁ ୧୭୭୫ ଏବଂ ସ୍ଥାନୀୟ ସଂକ୍ରମିତ ୧୩୧୨ ରାଜ୍ୟରେ ଦିନକରେ ୪୫ କରୋନା ସଂକ୍ରମିତଙ୍କ ମୃତ୍ୟୁ ହାତ ଟେକିଦେଲେ ମନ୍ତ୍ରୀ, ଅଭାବରୁ ୧୬…
Read More...

ନିତିଦିନିଆ କାର୍ୟ୍ୟକଳାପରେ କରୁଥିବା ଏହି ଭୁଲ୍‌ : ଅନେକ ସମସ୍ୟାର କାରଣ

ଧନ ସମ୍ପତ୍ତି ବୃଦ୍ଧି ପାଇଁ ଶାସ୍ତ୍ରରେ ବିଭିନ୍ନ ଉପାୟ ରହିଛି । ଅନେକ ସମୟରେ ଏମିତି ହୁଏ କି, ପରିଶ୍ରମ ତୁଳନାରେ ସଫଳତା ମିଳେନାହିଁ । ଯଦି ଆପଣଙ୍କ ଜୀବନରେ ଏଭଳି କିଛି ସମସ୍ୟା ରହିଛି ତେବେ ଏହାର କାରଣ ନିତିଦିନିଆ…
Read More...

ଜୁଲାଇ ୧୬ ଯାଏଁ ଆଂଶିକ ତାଲାବନ୍ଦ ; କାଟେଗୋରୀ ଏ ଓ ବି ଅନୁଯାୟୀ ଗାଇଡଲାଇନ ଜାରୀ

ଭୁବନେଶ୍ୱର : ଆଜି ଜୁଲାଇ ମାସର ଗାଇଡଲାଇନ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀ । ଜୁଲାଇ ୧୬ ସକାଳ ୫ଟା ଯାଏଁ ଆଂଶିକ ତାଲାବନ୍ଦ ଘୋଷଣା କରାଯାଇଛି। କାଟେଗୋରୀ ଏ ରେ ଥିବା ୨୦ ଜିଲାରେ…
Read More...

ଦିନ ୨ଟା – ମୁଖ୍ୟ ଖବର

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ; କରୋନାରେ ମୃତ୍ୟୁବରଣ କରିଥିବା ପରିବାର ବର୍ଗଙ୍କୁ ଅନୁକମ୍ପା ରାଶି ପ୍ରଦାନ କରନ୍ତୁ ସରକାର ଆର ଅଶ୍ୱିନ ଓ ମିତାଲି ରାଜଙ୍କ ନାମ ଖେଳ ରତ୍ନ ପାଇଁ ସୁପାରିଶ ; ଶିଖର, କେ ଏଲ ରାହୁଲ ଓ…
Read More...

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ; କରୋନାରେ ମୃତ୍ୟୁବରଣ କରିଥିବା ପରିବାର ବର୍ଗଙ୍କୁ ଅନୁକମ୍ପା ରାଶି ପ୍ରଦାନ କରନ୍ତୁ…

ନୂଆଦିଲ୍ଲୀ : କରୋନାରେ ମୃତ୍ୟୁବରଣ କରିଥିବା ପରିବାର ବର୍ଗଙ୍କୁ ଅନୁକମ୍ପା ରାଶି ପ୍ରଦାନ କରିବା ପାଇଁ ଆଜି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ…
Read More...

ରାଜଧାନୀରେ ବନ୍ଦ ହେଲା ଏହି ମାର୍କେଟ

ନୂଆଦିଲ୍ଲୀ : ଦେଶରେ ଏବେ ଦୈନିକ ସଂକ୍ରମଣ ୫୦ ହଜାର ତଳକୁ ଖସିଛି। ମାତ୍ର ଏବେ ମଧ୍ୟ ଦେଶରେ କରୋନାର ୨ୟ ତରଙ୍ଗ ଜାରି ରହିଛି। ୩ୟ ତରଙ୍ଗର ଭୟ ଏବେ ମଧ୍ୟ ରହିଛି। କରୋନା ଭୂତାଣୁ ସହ ଲଢିବା ପାଇଁ କେନ୍ଦ୍ର ସରକାର…
Read More...

ସିଲିଣ୍ଡର ବିସ୍ଫୋରଣ ପରେ ନିଆଁ ଲାଗି ୪ ମୃତ

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଦୁଃଖଦ ଘଟଣା ଘଟିଛି। ଦିଲ୍ଲୀର ଶାହଦରା ଅଞ୍ଚଳରେ ଜଣଙ୍କ ଘରେ ସିଲିଣ୍ଡର ବିସ୍ଫୋରଣ ଘଟି ଏଥିରେ ୪ ଜଣଙ୍କର ଜଳିଯାଇ ମୃତ୍ୟୁ ହୋଇଛି। ଆଉ ଜଣେ…
Read More...

ଦିନ ୧୨ଟା – ମୁଖ୍ୟ ଖବର

ଡିଆରଡିଓ ଡ୍ରୋନ ନିରୋଧୀ ପ୍ରଯୁକ୍ତି ଆକାଶମାର୍ଗରୁ ବିପଦ ଠାବ ସହିତ ନିଷ୍କ୍ରିୟ କରିବାକୁ ସମର୍ଥ ଦେଶରେ ୨୪ ଘଣ୍ଟାରେ ଆଉ ୪୫,୯୫୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୩,୬୨,୮୪୮କୁ…
Read More...

ନବରଙ୍ଗପୁରର ୧୫୯୩୨ ପିଲା ମାଟ୍ରିକ ଉତ୍ତୀର୍ଣ୍ଣ

ନବରଙ୍ଗପୁର  : ଆଦିବାସୀ ଅଧୁସିତ ନବରଙ୍ଗପୁର ଜିଲାରେ ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ ନେଇ ସମସ୍ତେ ଖୁସିରେ ରହିଛନ୍ତି। ଜିଲାରେ ସର୍ବାଧିକ ୯୮.୦୮ପ୍ରତିଶତ ପିଲା ପାସ କରିଛନ୍ତି। ୧୫୯୩୨ ପିଲା ମାଟ୍ରିକ ଉତ୍ତୀର୍ଣ୍ଣ…
Read More...

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ତୁଣ୍ଡି ବଣ୍ଟନ ଓ ଚାରା ରୋପଣ କାର୍ଯ୍ୟକ୍ରମ କଲେ ପାଟଣା ବିଧାୟକ

ପାଟଣା : ପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାହାରପଡା ବ୍ଲକ ଉଦୟପୁର ଗ୍ରାମରେ ପାଟଣା ବିଧାୟକ ଜଗନ୍ନାଥ ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଉଦୟପୁର ପଞ୍ଚାୟତ ଅନ୍ତର୍ଗତ ଉଦୟପୁର ଉଚ୍ଚ ବିଦ୍ୟାଳୟ ପରିସରରେ ଚାରା…
Read More...

ଦେଶରେ ନୂଆ ସଂକ୍ରମିତ ୪୫,୯୫୧ ; ମୃତ୍ୟୁ ହାର ୧.୩୧%

ନୂଆଦିଲ୍ଲୀ : ଦେଶରେ ଦୈନିକ ସଂକ୍ରମଣ ୪୫ ହଜାର ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଥିବା ଦେଖାଯାଇଛି। ୨୪ ଘଣ୍ଟାରେ ଆଉ ୪୫,୯୫୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା…
Read More...

ଦିନ ୧୦ଟା – ମୁଖ୍ୟ ଖବର

ଓଡ଼ିଶାରେ ଗୋଟିଏ ଦିନରେ ୩୩୭୧ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ; ସଂଗରୋଧରୁ ୧୯୨୨ , ସ୍ଥାନୀୟ ସଂକ୍ରମିତ ୧୪୪୯ ରାଜ୍ୟରେ ୨୪ ଘଣ୍ଟାରେ ୪୮ କରୋନା ସଂକ୍ରମିତଙ୍କ ମୃତ୍ୟୁ; ଦିନକରେ ସର୍ବାଧିକ ୧୧ ଜିଲାରେ ଆଜି…
Read More...

ସଡକ ଦୁର୍ଘଟଣା ; ଜଣେ ଗୁରୁତର

କଂଣ୍ଟାବାଞ୍ଜି : ବାଇକ ଧକ୍କାରେ ଚାଳକ ଗୁରୁତର। କଂଣ୍ଟାବାଞ୍ଜି ଥାନା ଅର୍ନ୍ତଗତ ହିଆଁଲ ଛକ ଠାରେ ସଦ୍ଧ୍ୟା ସମୟରେ ରାସ୍ତା କଡରେ ବସିଥିବା ୨ ଯୁବକଙ୍କୁ ସହର ପଟୁ ହିଆଁଲ ଯାଉଥିବା ବାଇକ ଧକ୍କା ଦେବା ଫଳରେ ଭାରସାମ୍ୟ…
Read More...

ବାସ୍ତୁ ଓ ଫଟୋ

ବାସ୍ତୁଶାସ୍ତ୍ର ଅନୁଯାୟୀ ଫଟୋ ଜୀବନ ଉପରେ ସକରାତ୍ମକ ଓ ନକରାତ୍ମକ ପ୍ରଭାବ ପକାଇଥାଏ । ଆସନ୍ତୁ ଜାଣିବା ଏଭଳି କିଛି ଫଟୋ ବିଷୟରେ ଯାହା ଆପଣଙ୍କ ଜୀବନ ଉପରେ ସକରାତ୍ମକ ପ୍ରଭାବ ପକାଏ । ଘରର ମୁଖ୍ୟ ଦ୍ୱାର ନିକଟରେ…
Read More...

ରେଳ ଷ୍ଟେସନ ରାସ୍ତାରେ ଲୁଟ ,ରାହାଜାନୀ ବୃଦ୍ଧି

କଂଣ୍ଟାବାଞ୍ଜି : ରେଳ ଷ୍ଟେସନ ରାସ୍ତାରେ ଲୁଟ ,ରାହାଜାନୀ ବୃଦ୍ଧି। କଂଣ୍ଟାବାଞ୍ଜି ରେଳ ଷ୍ଟେସନ ଯିବାକୁ ସହର ଷ୍ଟେସନ ମଧ୍ୟରେ ବିଶେଷ ରାତ୍ରୀକାଳିନ ଟ୍ରେନ ,ଲଙ୍କ୍ ଏକ୍ସପ୍ରେସ ଆଜମିର,ସୁରତ, ଗାନ୍ଧିଧାମ ସୁପର…
Read More...

କମିସନରେଟ ପୁଲିସକୁ ମିଳିଛି ବଡ ସଫଳାତା ; ୭ ସାଇବର ଲୁଟେରା ଗିରଫ

ଭୁବନେଶ୍ୱର : କମିସନରେଟ ପୁଲିସକୁ ମିଳିଛି ବଡ ସଫଳାତା । ୭ ସାଇବର ଲୁଟେରା ଗିରଫ ହେବା ସହ ସେମାନଙ୍କ ନିକଟରୁ ୧୫୦ ମୋବାଇଲ ସହ ୧୬ ହଜାର ସିମ କାର୍ଡ ଜବତ ହୋଇଛି। ଏନେଇ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶନୀ ସୂଚନା…
Read More...

ଜୁଲାଇ ପର୍ଯ୍ୟନ୍ତ ’ ୱାନ ନେସନ ୱାନ ରେସନ କାର୍ଡ’ ଯୋଜନା କାର୍ଯ୍ୟକାରୀ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ୱାନ ନେସନ ୱାନ ରେସନ କାର୍ଡ ଯୋଜନା କାର୍ଯ୍ୟକାରୀ କରିବାର ଶେଷ ତାରିଖ ୩୧ ଜୁଲାଇ ୨୦୨୧  ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଯୋଜନା ମଧ୍ୟରେ ପ୍ରବାସୀ ଶ୍ରମିକମାନେ ଦେଶର ଯେକୌଣସି ସ୍ଥାନରେ…
Read More...

ଦିନ ୨ଟା – ମୁଖ୍ୟ ଖବର

କାଶ୍ମୀରର ଡାଲ ହ୍ରଦ ଉପରେ ଡ୍ରୋନ ଠାବ ଜୁଲାଇ ପର୍ୟ୍ୟନ୍ତ ‘ଏକ ରାଷ୍ଟ୍ର, ଏକ ପଡିକାର୍ଡ’ ଯୋଜନା ବଳବତ୍ତର ରଖ- ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉତ୍ତରପ୍ରଦେଶର…
Read More...

ନବବଧୂଙ୍କୁ କାନ୍ଧରେ ନେଲେ ବର ; ଜାଣନ୍ତୁ କାରଣ 

ବିହାର : ବାହାଘର ପରେ ସାଧାରଣତଃ ନବ ବରବଧୂ ଯେକୌଣସି ଯାନରେ ଯିବାର ଦେଖିଥିବେ। ମାତ୍ର ବର କନ୍ୟାକୁ କାନ୍ଧରେ ନେବା ଏବେ ଚର୍ଚ୍ଚାର କାରଣ ପାଲଟିଛି। ସୋସିଆଲ ମିଡିଆରେ ଏବେ ଏହି ଭିଡିଓ ଖୁବ ଭାଇରାଲ ହେଉଥିବା…
Read More...

ଉତ୍ତରପ୍ରଦେଶର ଫିରୋଜାବାଦରେ ମର୍ମନ୍ତୁଦ ଦୁର୍ଘଟଣା ; ୫ ମୃତ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଫିରୋଜାବାଦ ଜନପଦରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ୍ସପ୍ରେସ ୱେରେ ଏକ ସ୍ଲିପର ବସ ସହ ଡିସିଏମ ଧକ୍କାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ସହ ୨ ଜଣ ଗଭୀର ଭାବେ ଆହତ…
Read More...

ମାଟ୍ରିକ ମୂଲ୍ୟାୟନ ଦ୍ୱନ୍ଦ ଦୂର ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ

କଟକ : ମାଟ୍ରିକ ମୂଲ୍ୟାୟନ ଦ୍ୱନ୍ଦ ଦୂର ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ବୋର୍ଡ ପକ୍ଷରୁ ଆଜି ସାମ୍ବାଦିକ ସମ୍ମିଳନୀ କରାଯାଇଛି। ଛାତ୍ରଛାତ୍ରୀ ଓ ଅଭିଭାବକ ଦ୍ୱନ୍ଦ ଦୂର ପାଇଁ ବୋର୍ଡର ସଭାପତି ଓ…
Read More...

ଆଜି ବଡ଼ ଠାକୁରଙ୍କୁ ଲାଗି ହେବ ଫୁଲୁରୀ ତେଲ

ପୁରୀ : ପବିତ୍ର ସ୍ନାନଯାତ୍ରା ପରେ ଅଣସର ଘରେ ବଡ ଠାକୁର। ଅଣସର ଘରେ ଚାଲିଛି ମହାପ୍ରଭୁଙ୍କ ନୀତିକାନ୍ତି। ଆଜି ବଡ଼ ଠାକୁରଙ୍କୁ ଲାଗି ହେବ ଫୁଲୁରୀ ତେଲ। ବଡ ଓଡିଆ ମଠ ପକ୍ଷରୁ ଏହି ତେଲ ଯୋଗାଇ ଦିଆଯାଇଥାଏ।…
Read More...

ଦିନ ୧୦ଟା – ମୁଖ୍ୟ ଖବର

ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୨୬୪୦ ଜଣ ନୂଆ କରୋସଂ ସଂକ୍ରମିତଙ୍କୁ ଚିହ୍ନଟ ; ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୫୧୭ ଓ ସ୍ଥାନୀୟ ସଂକ୍ରମିତ ୧୧୨୩ ରାଜ୍ୟରେ ଆଉ ୪୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ଖୋର୍ଦ୍ଧା ଜିଲାରୁ…
Read More...

ଉତ୍ତରାଖଣ୍ଡରେ ଭୂକମ୍ପ ଝଟକା

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡର ପିଥୋରାଗଡ ଓ ବାଗେଶ୍ୱର ଜିଲାରେ ଆଜି ଭୂକମ୍ପ ଝଟକା ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୭ ରେକର୍ଡ କରାଯାଇଛି। ପିଥୋରାଗଡ ଜିଲାର ନାଚନୀ କ୍ଷେତ୍ର ଓ ବାଗେଶ୍ୱରରେ ଆଜି…
Read More...

ନକାରାତ୍ମକ ଶକ୍ତି ଦୂର କରେ ଏହି ଉପାୟ

ଯଦି ଘରେ ବାସ୍ତୁଦୋଷ ରହିଥାଏ ତେବେ ପରିବାର ସଦସ୍ୟଙ୍କ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ। ଏହାଦ୍ୱାରା ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ସମସ୍ତ କାର୍ୟ୍ୟରେ ବାଧା ଉତ୍ପନ୍ନ ହୋଇଥାଏ। ଘରେ ନକାରାତ୍ମକ ଶକ୍ତି…
Read More...

ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ଥର ସପୁରି ଚାଷ

ନବରଙ୍ଗପୁର : କରେ।ନା କାଳରେ ନବରଙ୍ଗପୁର ଚାଷୀଙ୍କ ନୂତନ ସମ୍ଭାବନା ଆଣିଦେଇଛି ରାଣୀ ସପୁରୀ ।  ନବରଙ୍ଗପୁର ଚାଷୀଙ୍କ ଆୟକୁ ବହୁଗୁଣିତ କରିବା ଲକ୍ଷ୍ୟ ନେଇ ପାଇଁ କାର୍ଯ୍ୟକରୁଥିବା କେନ୍ଦ୍ରୀୟ ଉଦ୍ୟାନ ପରୀକ୍ଷଣ…
Read More...

ମିକ୍ସ ଚାଟ୍‍

ଆବଶ୍ୟକ ସାମଗ୍ରୀ ଟମାଟୋ – ୪ଟି ( କଟା ଯାଇଥିବା) ମଟର – ୧କପ ( ସିଝା ଯାଇଥିବା) ଆଳୁ – ୧ଟି (ସିଝା ଯାଇଥିବା) ପିଆଜ – ୧ଟି (କଟା ଯାଇଥିବା) ଅଦା – ୧ ଚାମଚ (କଟା ଯାଇଥିବା) କଞ୍ଚା ଲଙ୍କା – ୧ ଚାମଚ (କଟା…
Read More...

ଦିନ ୩ଟା – ମୁଖ୍ୟ ଖବର

ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା; ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାକୁ ସମର୍ଥ ; ପୂର୍ବାହ୍ନ ୧୦.୫୫ରେ ଏହି କ୍ଷେପଣାସ୍ତ୍ରକୁ ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ୪ ନମ୍ବର ଉତକ୍ଷେପଣ ସ୍ଥଳରୁ  ସଫଳତାର…
Read More...

ଟ୍ରେନ ଟିକେଟର ମୂଲ୍ୟ ୩୭ ଲକ୍ଷ !

ଟ୍ରେନର ନାମ ମହାରାଜା ଏକ୍ସପ୍ରେସ। ଏହା ଦିଲ୍ଲୀରୁ ଆଗ୍ରା, ବାରାଣାସୀ,ଜୟପୁର, ରଣଥମ୍ବୋର ଏବଂ ମୁମ୍ବଇ ଯାତ୍ରା କରେ। ଏହି ଟ୍ରେନର ଲୋକପ୍ରିୟତାକୁ ୨୦୧୨ରୁ ୨୦୧୮ ପର୍ଯ୍ୟନ୍ତ ୱାର୍ଲ୍ଡ ଟ୍ରାଭେଲ ଆୱାର୍ଡ ଦ୍ୱାରା ବିଶ୍ୱର…
Read More...

ଗଞ୍ଜାମରେ ଆରମ୍ଭ ହେଲା ଆଭାସିରେ ଅଭିଯୋଗ ଶୁଣାଣି

ବ୍ରହ୍ମପୁର: କରୋନା ଯୋଗୁ ପ୍ରାୟ ଏକ ବର୍ଷରୁ ଅଧିକ ସମୟ ହେଲା ବନ୍ଦ ପଡ଼ିଥିବା ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ପୁଣି ଥରେ ଗଞ୍ଜାମ ଜିଲାରେ ଆରମ୍ଭ ହୋଇଛି । ତେବେ ଆଭାସିରେ ଅଭିଯୋଗ ଶୁଣାଣି କରାଯାଇଛି । ଏହାକୁ…
Read More...

ମାଟ୍ରିକ ପରୀକ୍ଷାଫଳକୁ ନେଇ ଟ୍ୱିନ ସିଟି ସହ ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ

କଟକ/ଭୁବନେଶ୍ୱର/ପୁରୀ : ପ୍ରକାଶ ପାଇ ସାରିଛି ମାଟ୍ରିକ ପରୀକ୍ଷାଫଳ। ମାତ୍ର ମାଟ୍ରିକ ପରୀକ୍ଷାଫଳକୁ ନେଇ କିଛି ଛାତ୍ରଛାତ୍ରୀ ସନ୍ତୁଷ୍ଟ ନାହାଁନ୍ତି। ଏହାକୁ ନେଇ ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ…
Read More...

ପରିଚୟ ସଂସ୍ଥା ପକ୍ଷରୁ ମାନସିକ ବିକାରଗ୍ରସ୍ତ ମହିଳା ଉଦ୍ଧାର 

ବୁର୍ଲା : ବୁର୍ଲା ସହରରେ ଥିବା ଡ଼ାକ୍ତରୀ ଛାତ୍ରୀଙ୍କ ନିବାସ ନିକଟରେ ପଡିରହିଥିବା ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଆଜି ସମ୍ବଲପୁର ପରିଚୟ ସଂସ୍ଥା ଉଦ୍ଧାର କରି ତାଙ୍କୁ ସମ୍ବଲପୁର କୁଲୁଥକାନି ସ୍ଥିତ ଆଶା…
Read More...

କୁକୁର ପରି ଭୁକେ ଏହି ହରିଣ

କାମ୍ବୋଡିଆର ଜଙ୍ଗଲରେ ଏକ ନିର୍ଦ୍ଦିଷ୍ଟ ପ୍ରଜାତିର ହରିଣ ଦେଖିବାକୁ ମିଳିଛି। ଏହି ହରିଣର ବିଶେଷତ୍ୱ ହେଉଛି ଏହା କୁକୁର ପରି ଭୋକିଥାଏ। ବନ୍ୟଜନ୍ତୁ ଅଧିକାରୀମାନେ ଗତ ଶୁକ୍ରବାର ସୂଚନା ଦେଇଛନ୍ତି ବିଲୁପ୍ତ ହେବା…
Read More...

ଦିନ ୧୨ଟା – ମୁଖ୍ୟ ଖବର

ଦେଶରେ ୨୪ ଘଣ୍ଟାରେ ଆଉ ୪୬,୧୪୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ମୋଟ ସଂକ୍ରମିତ ସଂଖ୍ୟା ୩,୦୨,୭୯,୩୩୧କୁ ବୃଦ୍ଧି ଚିକିତ୍ସାଧୀନ ଅବସ୍ଥାରେ ଆଉ ୯୭୯ ଆକ୍ରାନ୍ତଙ୍କ ମୃତ୍ୟୁ ; ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା…
Read More...

ଜାତୀୟ ରାଜପଥରେ ଡ଼କାୟତି ଉଦ୍ୟମ ଯୋଜନା ପଣ୍ଡ ; ୪ ଦୁର୍ବୃତ୍ତ ଗିରଫ

ବୁର୍ଲା : ଡକାୟତି ପାଇଁ ଉଦ୍ୟମ କରୁଥିବା ସମୟରେ ଗତକାଲି ବିଳମ୍ବିତ ରାତିରେ ୪ ଜଣ ଦୁର୍ବୃତ୍ତକୁ ବୁର୍ଲା ପୁଲିସ ଗିରଫ କରିଛି। ଫଳରେ ଜାତୀୟ ରାଜପଥରେ ଏକ ବଡଧରଣର ଡକାୟତି ଯୋଜନା ପଣ୍ଡ ହୋଇଥିବା ଜଣାପଡିଛି। ଗିରଫ ୪ ଜଣ…
Read More...

କର୍ମଚାରୀଙ୍କ ପ୍ରାପ୍ୟର ସୁବିଚାର କରିବା ଉପରେ ଓଡ଼ିଶା ଆଦିବାସୀ ଦଳିତ ସେନାର ଦାବୀ

ବୁର୍ଲା : ସମ୍ବଲପୁର ଜିଲ୍ଲା ଓଡ଼ିଶା ଆଦିବାସୀ ଦଳିତ ସେନାର ଉପସଭାପତି ଶ୍ରୀପତି ପ୍ରଧାନ ଯୋଗଦାନ କରି କର୍ମଚାରୀ ମାନଙ୍କ ପ୍ରାପ୍ୟ ପ୍ରଦାନ ପାଇଁ ସଙ୍ଗଠନ ବାରମ୍ବାର ଦାବୀ କରି ଆସୁଛି। ଦାବୀ ହାସଲ ନିମନ୍ତେ ସଙ୍ଗଠନର…
Read More...

ମଧ୍ୟପ୍ରଦେଶ ଭୋପାଳରୁ ଜବତ ହେଲା ସୁନ୍ଦରଗଡ଼ ଶିକ୍ଷା ବିଭାଗର ଲକ୍ଷାଧିକ ଟଙ୍କା

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଶିକ୍ଷା ବିଭାଗର ଲକ୍ଷାଧିକ ଟଙ୍କା ଭୁଲବଶତଃ ମଧ୍ୟପ୍ରଦେଶ ଭୋପାଳର ଜୈନିକ ବ୍ୟବସାୟୀଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା । ବ୍ୟବସାୟୀ ଜଣକ କୌଣସି ଅନୁସନ୍ଧାନ ନ କରି ଉକ୍ତ ଟଙ୍କାକୁ ବାହାର…
Read More...

୫୦ ହଜାର ତଳକୁ ଦୈନିକ ସଂକ୍ରମଣ ; ମୃତ୍ୟୁ ହାର ୧.୩୧%

ନୂଆଦିଲ୍ଲୀ : ଦେଶରେ କରୋନା ଦୈନିକ ସଂକ୍ରମଣ ୫୦ ହଜାର ତଳକୁ ଖସିଛି। ୨୪ ଘଣ୍ଟାରେ ଆଉ ୪୬,୧୪୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ସଂକ୍ରମିତଙ୍‍କ ସଂଖ୍ୟା ୩,୦୨,୭୯,୩୩୧କୁ ବୃଦ୍ଧି ପାଇଛି। ଦୀର୍ଘ…
Read More...

ଦିନ ୧୦ଟା – ମୁଖ୍ୟ ଖବର

ରାଜ୍ୟରେ ଦିନକରେ ୩୩୧୯ ନୂଆ ଆକ୍ରାନ୍ତ ଚିହ୍ନଟ; ସଂଗରୋଧରୁ ୧୮୯୬, ସ୍ଥାନୀୟ ସଂକ୍ରମିତ ୧୪୨୩ କଟକ, ଖୋର୍ଦ୍ଧା ଜିଲା ସର୍ବାଧିକ ଚିନ୍ତାର କାରଣ ପାଲଟିଛି ; ବାଲେଶ୍ୱର, ଯାଜପୁର, ମୟୁରଭଞ୍ଜ, ଜଗତସିଂହପୁର, ପୁରୀରେ…
Read More...

ଭୋଜନ ସମୟରେ କରୁଛନ୍ତି କି ଏହି ଭୁଲ

ଜୀବନ ଶୈଳୀରେ ପରିବର୍ତ୍ତନ ଯୋଗୁଁ ବ୍ୟକ୍ତିମାନେ ବର୍ତ୍ତମାନ ଛିଡା ହୋଇ ଭୋଜନ କରୁଛନ୍ତି। ଏହାଦ୍ବାରା ଶରୀରରେ ଅନେକ ସମସ୍ୟା ଦେଖାଦେଇଥାଏ। ସୁସ୍ଥ ରହିବା ପାଇଁ ସଠିକ ଖାଦ୍ୟପେୟ ଓ ଉଚିତ ଜୀବନଶୈଳୀ ଦରକାର। କିନ୍ତୁ…
Read More...

ସମ୍ବଲପୁର ବିଶ୍ବ ବିଦ୍ୟାଳୟର ପୂର୍ବତନ କୂଳପତି ପ୍ରଫେସର ଡ. ଧ୍ରୁବରାଜ ନାୟକଙ୍କୁ ହତ୍ୟା

ଝାରସୁଗୁଡ଼ା :ସମ୍ବଲପୁର ବିଶ୍ବ ବିଦ୍ୟାଳୟର ପୂର୍ବତନ କୂଳପତି ପ୍ରଫେସର ଡ. ଧ୍ରୁବରାଜ ନାୟକଙ୍କୁ ହତ୍ୟା କରାଯାଇଛି । ଲଇକେରା ଥାନା ଅନ୍ତର୍ଗତ କୁଅଁରମାଲ (ସରଗିଗୁଡା)ଠାରେ ଏଭଳି ଅଭାବନୀୟ ଘଟଣା ଘଟିଯାଇଛି। ମଦ ପିଇବା…
Read More...

ଅତାବିରା ବ୍ଲକ ମାଟ୍ରିକ ଫଳାଫଳ ୯୭.୯୫ ପ୍ରତିଶତ ; ୭ଜଣ ଏ୧

ରେଙ୍ଗାଲିକ୍ୟାମ୍ପ  : ଚଳିତ ବର୍ଷ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାର ଫଳାଫଳ ପ୍ରକାଶିତ ହେବା ପରେ ଅଞ୍ଚଳରେ ଅଭିଭାବକ ମହଲରେ ଆନନ୍ଦର ଲହରୀ ଖେଳି ଯାଇଛି। କରୋନା ଯୋଗୁ ହାଇ ସ୍କୁଲ୍ ସାର୍ଟିଫିକେଟ ପରୀକ୍ଷା ବାତିଲ…
Read More...

ଉଦ୍ଧାର କଲା ବେଳେ ଗୋଟେ ସାପ ; କିଛି ସମୟ ପରେ ୧୪

ଭୁବନେଶ୍ୱର : ଆଜି ସକାଳେ ରଘୁନାଥପୁର ପ୍ଲଟ ନଂ- ୩୦୯ ରେ ରହୁଥିବା କାଳନ୍ଦୀ ଦାସଙ୍କ ଘରେ ଏକ ସାପ ପଶି ଯାଇଥିଲା । ଖବର ପାଇ ସ୍ନେକ ହେଲ୍ପ ଲାଇନ ସଦସ୍ୟ ପୂର୍ଣ ଚନ୍ଦ୍ର ଦାସ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର…
Read More...

ଦିନ ୩ଟା – ମୁଖ୍ୟ ଖବର

ରାଜ୍ୟରେ ଆଜି ବର୍ଷା ସମ୍ଭାବନା ; କିଛି ଜିଲାକୁ ସତର୍କ ସୂଚନା ଜାରି ଜୁଲାଇ ୧ ଯାଏଁ ୟୁନିଟ୍‍ -୪ ଓ ବାପୁଜୀ ନଗରରେ ଥିବା ସମସ୍ତ ଆମିଷ ମାର୍କେଟ ସିଲ୍‍ ସପ୍ତାହାନ୍ତ ସଂପୂର୍ଣ୍ଣ ଚଳାଚଳ ବନ୍ଦ ସମୟରେ ପୁଲିସର…
Read More...

କଣ୍ଟାମାଳ ହାଇସ୍କୁଲରେ ମୋସ୍କୁଲ ଅଭିଯାନର ସମୀକ୍ଷା ବୈଠକ

କଣ୍ଟାମାଳ :  କଣ୍ଟାମାଳ ହାଇସ୍କୁଲ ପରିସରରେ ମୋ ସ୍କୁଲ ଅଭିଯାନର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ହାଇସ୍କୁଲର ପ୍ରଧାନ ଶିକ୍ଷକ ହୃଷିକେଶ ଖଟୁଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବୈାଦ୍ଧ ଅତିରିକ୍ତ ଶିକ୍ଷା…
Read More...

କଣ୍ଟାମାଳରେ ଖରିଫ ପିଆଜ ଚାଷର ତାଲିମ ଶିବିର

କଣ୍ଟାମାଳ : କୃଷି ଓ କୃଷକଙ୍କ ପାଇଁ ସରକାରଙ୍କ କୃଷି ବିଭାଗ ତରଫରୁ ଗଠନ ହୋଇଥିବା ଆତ୍ମା ଯୋଜନା କଣ୍ଟାମାଳ ବ୍ଳକରେ ଦୀର୍ଘ ଦିନ ପରେ ପୁଣି ସକ୍ରୀୟ ହୋଇଥିବା ଦେଖିବାକୁ ମିଳିଛି। ସଂପ୍ରତି ଆତ୍ମା ତରଫରୁ ଖରିଫ ପିଆଜ…
Read More...

୫୩ ଲକ୍ଷ ଟଙ୍କାର ବୀମା ରାଶି ହଡପ ଘଟଣାର ବିଭାଗୀୟ ତଦନ୍ତ ଆରମ୍ଭ

କଣ୍ଟାମାଳ: ୫୩ ଲକ୍ଷ ଟଙ୍କାର ବୀମା ରାଶି ହଡପ ଘଟଣାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ଚାଷ ଓ ଚାଷୀଙ୍କ ସୁବିଧା ପାଇଁ ୨୦୧୫ ମସିହା ଖରିଫ ଚାଷ ସମୟ ରେ ସରକାର ଚାଷୀ ମାନଙ୍କ ପାଇଁ ବୀମା ଛାଡ କରିଥିଲେ। ଏହି ବୀମା ଟଙ୍କା…
Read More...

ରାଜ୍ୟରେ ଆଜି ବର୍ଷା ସମ୍ଭାବନା ; କିଛି ଜିଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର : ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଥିବା ବେଳେ କିଛି ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କିଛି ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଉପକୂଳ ଓଡିଶା ଓ ଆଭ୍ୟନ୍ତରୀଣ ଓଡିଶାର କିଛି…
Read More...

ଜୁଲାଇ ୧ ଯାଏଁ ୟୁନିଟ୍‍ -୪ ଓ ବାପୁଜୀ ନଗରରେ ଥିବା ସମସ୍ତ ଆମିଷ ମାର୍କେଟ ସିଲ୍‍

ଭୁବନେଶ୍ୱର : ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ହଜାରରୁ ଅଧିକ ବୃଦ୍ଧି ପାଉଛି। ଏହାସହ ରାଜ୍ୟର କିଛି ଜିଲାରେ ସଂକ୍ରମଣ ତଳ ମୁହାଁ ହେଉ ନାହିଁ। କରୋନା ମହାମାରୀ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି…
Read More...

ଦିନ ୧୨ଟା – ମୁଖ୍ୟ ଖବର

ପ୍ରଧାନମନ୍ତ୍ରୀଙ୍କ ମନ୍‍ କି ବାତ୍‍ ; କରୋନା ବିରୋଧରେ ବିଜୟ ପାଇଁ ଲଢେଇ ଜାରି ରଖିବାକୁ ପଡିବ ପ୍ରଧାନମନ୍ତ୍ରୀ ପ୍ରଥମେ ଟୋକିଓ ଅଲିମ୍ପିକ୍ସ ପାଇଁ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇ ଖେଳାଳିଙ୍କୁ ଉତ୍ସାହିତ କରିବାକୁ…
Read More...

ପ୍ରଧାନମନ୍ତ୍ରୀଙ୍କ ମନ୍‍ କି ବାତ୍‍

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍‍ କି ବାତ୍‍ କାର୍ଯ୍ୟକ୍ରମ ଆଜି ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇ ସାରିଛି। ମନ୍‍ କି ବାତ୍‍ ର ୭୮ତମ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କରୋନା ଟିକାକରଣ ଅଭିଯାନ,…
Read More...

ଦେଶରେ ହ୍ରାସ ଦୈନିକ ସଂକ୍ରମଣ ; ଆରୋଗ୍ୟ ହାର ୯୬.୭୫%

ନୂଆଦିଲ୍ଲୀ : ଦେଶରେ ହ୍ରାସ ପାଉଛି ଦୈନିକ ସଂକ୍ରମଣ। ୨୪ ଘଣ୍ଟାରେ ଆଉ ୫୦ ହଜାର ୦୪୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୨,୩୩,୧୮୩କୁ ବୃଦ୍ଧି ପାଇଛି। ସପ୍ତାହିକ…
Read More...

ଦିନ ୧୦ଟା – ମୁଖ୍ୟ ଖବର

ରାଜ୍ୟରେ ଦିନକରେ ୩୪୦୮ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ; ସଂଗରୋଧରୁ ୧୯୪୩ ଓ ସ୍ଥାନୀୟ ସଂକ୍ରମିତ ୧୪୬୫ ରାଜ୍ୟରେ ମୋଟ ୮୬୩୮୨୪ ଜଣ କରୋନାରୁ ସୁସ୍ଥ ; ୩୨୭୦୬ ଜଣ ସକ୍ରିୟ ସଂକ୍ରମିତ ଉତ୍ତରପ୍ରଦେଶରେ ଏକାକି…
Read More...

ନକରାତ୍ମକ ଶକ୍ତି ଦୂର ପାଇଁ ଆପଣାନ୍ତୁ ଏହି ଉପାୟ

ସୁଖମୟ ଜୀବନ ଓ ନକରାତ୍ମକ ଶକ୍ତି ଦୂର ପାଇଁ ଆପଣାନ୍ତୁ ଏହି ଉପାୟ.... -ନିୟମିତ ପ୍ରଭୁ ଶିବଙ୍କ ସ୍ତୁତି, ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରନ୍ତୁ। ଜଳାଭିଷେକ କରନ୍ତୁ। ଅଳ୍ପ ଚାଉଳ, ଗହମ, ମୁଗ, ବାଜରା ଦାନ କରନ୍ତୁ। –…
Read More...

କରୁଛନ୍ତି କି ଏହି ଭୁଲ

ଅନେକ ଲୋକ ସକାଳେ ଓ ସଂଧ୍ୟାରେ ଚା ପିଇବାକୁ ପସନ୍ଦ କରନ୍ତି । କିନ୍ତୁ କ’ଣ ଆପଣ ଜାଣନ୍ତି କି, ଚା’ ପିଇବା ସମୟରେ ଛୋଟିଆ ଭୁଲ୍ ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ । ଚା’ ସହ ଜଡିତ କିଛି ଏମିତି ଭୁଲ ଯାହା ଭବିଷ୍ୟତରେ…
Read More...

ନଡ଼ିଆକୋରା ଛତୁ

ଆବଶ୍ୟକ ସାମଗ୍ରୀକଟା ଛତୁ – ୪୦୦ ଗ୍ରାମକଟା ପିଆଜ – ୨ଟିକଟା ଗାଜର – ଅଳ୍ପଗ୍ରୀନ ମଟର – ଅଳ୍ପକଟା କଞ୍ଚା ଲଙ୍କା – ୨ଟିଅଦା ରସୁଣ ବଟା – ଆବଶ୍ୟକ ପରିମାଣରେଲଙ୍କା ଗୁଣ୍ଡ – ଅଳ୍ପହଳଦୀ ଗୁଣ୍ଡ – ଅଳ୍ପଦହି – ଆବଶ୍ୟକ…
Read More...

ଜାଣନ୍ତୁ ଦେଶର କିଛି ଧନୀ ମନ୍ଦିର ବିଷୟରେ

ଭାରତକୁ ମନ୍ଦିର ଓ ତୀର୍ଥସ୍ଥଳମାନଙ୍କର ଦେଶ ବୋଲି କୁହାଯାଏ। ଦେଶରେ ହଜାର ହଜାର ସଂଖ୍ୟାରେ ମନ୍ଦିର ରହିଛି। ମନ୍ଦିରମାନଙ୍କରେ ଲକ୍ଷାଧିକ ସଂଖ୍ୟାରେ ଭକ୍ତ ଆସି ଦେବୀ ଦେବତାଙ୍କୁ ଦର୍ଶନ କରିଥାଆନ୍ତି। ବିଭିନ୍ନ ସ୍ଥାନରେ…
Read More...

ଦିନ ୨ଟା – ମୁଖ୍ୟ ଖବର

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦ଟି ଜିଲ୍ଲାର ଦାୟିତ୍ୱ ୩୦ ଜଣ ନେତାଙ୍କୁ ଦେଇଥିବା ବେଳେ ସେମାନଙ୍କୁ ପରାମର୍ଶ ଓ ପ୍ରସ୍ତାବ ଦେବା ପାଇଁ ଦଳର ୬ ଜଣ ନେତାଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ…
Read More...

ଅଭିନବ ଉପାୟରେ ଏଟିଏମରୁ ୩୪ ଲକ୍ଷ ଟଙ୍କା ଲୁଟ ; ଜଣେ ଗିରଫ

ରାଉରକେଲା : ଅଭିନବ ଉପାୟରେ ଏଟିଏମରୁ ୩୪ ଲକ୍ଷ ଟଙ୍କା ଲୁଟ ଘଟଣାରେ ଜଣେ ଗିରଫ ହୋଇଛି। ଏଭଳି ଘଟଣା ରାଉରକେଲାରେ ଘଟିଛି। ଘଟଣାକ୍ରମେ ସିକ୍ରେଟ କୋଡ୍‍ ଦ୍ୱାରା ଟଙ୍କା ଲୁଟ କରିଥିବା ଅଭିଯୁକ୍ତକୁ ରାଉରକେଲା ପୁଲିସ ଗିରଫ…
Read More...

ତ୍ରିଦିବସିୟ ସ୍ମୃତିରେ ଦୟାନିଧି ଆଲୋଚନା ଚକ୍ର

ବରପାଲି : ବରପାଲି ଦୟାନିଧି ସ୍ମୃତି କମିଟି ପକ୍ଷରୁ ଆୟୋଜିତ ବିଶିଷ୍ଠ ସଂଗ୍ରାମୀ ସାହିତ୍ୟକ ଦୟାନିଧି ମିଶ୍ରଙ୍କ ଜୟନ୍ତି ଅବସରରେ ଅନଲାଇନ ମାଧ୍ୟମରେ ତ୍ରିଦିବସିୟ ସ୍ମୃତିରେ ଦୟାନିଧି ଶିର୍ଷକ ଉପରେ ଆଲୋଚନା ହୋଇଯାଇଛି।…
Read More...

ଧାରଣା ସ୍ଥଳରୁ ଅନଶନକାରୀ ସଜ୍ଞାହିନ ଯୁବକ ଉଦ୍ଧାର

ବରପାଲି : ବରପାଲି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବ୍ଲକ କୃଷକମଞ୍ଚ ପକ୍ଷରୁ ଜାରି ରହିଥିବା ଆମରଣ ଅନଶନର ଦ୍ୱିତିୟ ଦିବସରେ ଜୈନେକ ୪୨ବର୍ଷିୟ ଯୁବକଙ୍କୁ ସଜ୍ଞାହିନ ଅବସ୍ଥାରେ ସ୍ଥାନୀୟ ଡ଼ାକ୍ତରଖାନାକୁ ପଠାଯାଇଛି।…
Read More...

ମଣ୍ଡିରୁଧାନ ଉଠିଲା ପରେ ମିଲର୍ସ ମନଇଚ୍ଛା କଟିଂଛଟିଂ ଅଭିଯୋଗ

ବରପାଲି : ବରପାଲି ଅଚଂଳରେ ଧାନର ଅଭାବି ବିକ୍ରି ଓ ଟୋକନ ପ୍ରଦାନରେ ଅବହେଳା ଲାଗିରହିଥିବା ବେଳେ ଧାନମଣ୍ଡିରୁ ମାନ ନିର୍ଦ୍ଦାରଣ ପରେ ମିଲର୍ସ ଉଠାଇଥିବା ଧାନକୁ ନିମ୍ନମାନ ଧାନ କହି ମନଇଚ୍ଛା କଟିଂଛଟିଂ କରୁଥିବା…
Read More...

ଦିନ ୧୨ଟା – ମୁଖ୍ୟ ଖବର

ଦିଲ୍ଲୀ-ଗୋଆ ରାଜଧାନୀ ଏକ୍ସପ୍ରେସ ମହାରାଷ୍ଟ୍ରରେ ଲାଇନଚ୍ୟୁତ, ସମସ୍ତ ଯାତ୍ରୀ ସୁରକ୍ଷିତ ଡେଲଟା ପ୍ଲସରେ ଏଯାଏଁ ୩ ମୃତ ଦେଶରେ ୨୪ ଘଣ୍ଟାରେ ଆଉ ୪୮,୬୯୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ମୋଟ ପଜିଟିଭ ସଂଖ୍ୟା…
Read More...

ଗଣ୍ଡ ସମାଜ ପକ୍ଷରୁ ରାଣୀ ଦୁର୍ଗାବତୀଙ୍କ ବଳିଦାନ ଦିବସ ପାଳିତ

ବରପାଲି : ବରପାଲି କୁଶନପୁରୀ ଗଣ୍ଡୱାନା ଭବନ ପରିସରରେ ବରଗଡ଼ ଜିଲ୍ଲା ଅଖିଳ ଭାରତିୟ ଗଣ୍ଡ ସମାଜ ପକ୍ଷରୁ ବୀରାଙ୍ଗନା ରାଣୀ ଦୁର୍ଗାବତୀଙ୍କ ୪୫୮ତମ ବଳିଦାନ ଦିବସ ନିରାଡ଼ମ୍ବର ଭାବରେ ପାଳିତ ହୋଇଯାଇଛି। ବରଗଡ଼ ଜିଲ୍ଲା…
Read More...

ବ୍ରହ୍ମପୁରରେ ୧୦୦ ଛୁଇଁଲା ପେଟ୍ରୋଲ

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ପ୍ରଥମ ଥର ପାଇଁ ପେଟ୍ରୋଲ୍‌ ଲିଟର ଦର ୧୦୦ ଟଙ୍କା ଛୁଇଁଛି । ଶନିବାର ପେଟ୍ରୋଲ୍‌ ଲିଟର ଦର ସହରରେ ୧୦୦ଟଙ୍କା ୩୧ ପଇସା ରହିଛି । ସେହିଭଳି ଡିଜେଲ୍‌ ଦର ଲିଟର  ରହିଛି ୯୭.୯୯ ଟଙ୍କା ।…
Read More...

ବ୍ରହ୍ମପୁରରେ ସ୍ବତନ୍ତ୍ର କ୍ରୀଡ଼ା ସଚିବ ଭିନିଲ କ୍ରୀଷ୍ଣା

ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ତଥା କ୍ରୀଡ଼ା ବିଭାଗର ସ୍ବତନ୍ତ୍ର ସଚିବ ଆର୍‌.ଭିନିଲ କ୍ରୀଷ୍ଣା ଶନିବାର ବ୍ରହ୍ମପୁର ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ସେ ପ୍ରଥମେ ବ୍ରହ୍ମପୁର…
Read More...

ଡେଲଟା ପ୍ଲସରେ ଏଯାଏଁ ୩ ମୃତ

ନୂଆଦିଲ୍ଲୀ : ଦେଶରେ ପ୍ରାୟ ୧୧ଟି ରାଜ୍ୟରେ ୪୮ ଡେଲଟା ପ୍ଲସ ମାମଲା ଚିହ୍ନଟ ହୋଇଛନ୍ତି। ୧୮ଟି ଜିଲାରୁ ଏହି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ୨୦ଟି ଡେଲଟା ପ୍ଲସ ମାମଲା ରହିଛି। ସମଗ୍ର ଦେଶ…
Read More...

ଦେଶରେ ହ୍ରାସ ସଂକ୍ରମିତଙ୍କ ସଂଖ୍ୟା ; ନୂଆ ପଜିଟିଭ ୪୮,୬୯୮

ନୂଆଦିଲ୍ଲୀ : ଦେଶରେ ୨୪ ଘଣ୍ଟାରେ ଆଉ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ତଳକୁ ଖସିଛି। ଆଉ ୪୮,୬୯୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ପଜିଟିଭ ସଂଖ୍ୟା ୩,୦୧,୮୩,୧୪୩କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ…
Read More...

ଦିନ ୧୦ଟା – ମୁଖ୍ୟ ଖବର

ଗୋଟିଏ ଦିନରେ ରାଜ୍ୟରୁ ନୂଆ ୩୫୫୪ ଜଣ ସଂକ୍ରମିତ ଚିହ୍ନଟ ; ସଂଗରୋଧରୁ ୨୦୧୮ ଏବଂ ସ୍ଥାନୀୟ ସଂକ୍ରମିତ ୧୫୨୬ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୯୭୦୬୨କୁ ବୃଦ୍ଧି ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୭ ଜଣ କରୋନା…
Read More...

ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ; ଜଣେ ଆତଙ୍କବାଦୀ ନିହତ

ଜମ୍ମୁ : ଜମ୍ମୁ-କାଶ୍ମୀରର ଶୋପିଆଁର ହାଜୀପୋରା ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ମୃତ ଆତଙ୍କବାଦୀର ପରିଚୟ…
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ; ବସକୁ ଧକ୍କା ଦେଲା ଟ୍ରକ , ୪ମୃତ

ବିହାର : ବିହାରର ମୁଜଫରପୁର ଜିଲାର ଓପି ଅଞ୍ଚଳରେ ଶୁକ୍ରବାର ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଥିବା ବସକୁ ଟ୍ରକ ଧକ୍କା ଦେବା କାରଣରୁ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହେବା ସହ ପ୍ରାୟ ୧୨…
Read More...

ବୈଦ୍ୟେଶ୍ୱରରେ କରୋନା ସଚେତନତା କାର୍ଯ୍ୟକ୍ରମ

କଳାପଥର(ବାଙ୍କୀ) : ବୈଦ୍ୟେଶ୍ୱର ପଞ୍ଚାୟତ ଅଧିନସ୍ଥ ମାଳିସାହି ଗାଁ କଲ୍ୟାଣ ସମିତି ତରଫରୁ କରୋନା ସଚେତନତା ଅଭିଯାନକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅଭିଯାନରେ ବୈଦ୍ୟେଶ୍ୱର ପଞ୍ଚାୟତ ସରପଞ୍ଚ ଉର୍ମ୍ମିଳା ସାହୁ…
Read More...

ଦିନ ୩ଟା – ମୁଖ୍ୟ ଖବର

ମାଟ୍ରିକ ଫଳ ଆଜି ; ଏକ ସଙ୍ଗେ ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମା ଫଳ,  ୱେବସାଇଟ୍‍ରେ www.bseodisha.nic.in ଏବଂ www.bseodisha.ac.inରେ ଫଳ ସନ୍ଧ୍ୟା ୬ଟାରୁ ହେବ  ଉପଲବ୍ଧ କଲେଜର ଅଧ୍ୟାପକ ଓ ଅଧ୍ୟାପିକାଙ୍କ…
Read More...

କଳାପଥର ଅଞ୍ଚଳରେ ଫାଣ୍ଡି ଖୋଲା ଯିବାକୁ ଦାବି

କଳାପଥର(ବାଙ୍କୀ) : କଟକ ଗ୍ରାମାଞ୍ଚଳ ପୁଲିସ୍ ଅଧିକ୍ଷକଙ୍କ ନିୟନ୍ତ୍ରଣାଧିନ ବୈଦ୍ୟେଶ୍ୱର ଥାନା।ନ୍ତର୍ଗତ କଳାପଥର,ପୁଇଁଚା,ନୁଆଗାଁ,କାଳିପୋଇ,ବରପୁଟ ଇତ୍ୟାଦି ପଞ୍ଚ।ୟତ ଠାରୁ ଥାନାର ଦୂରତ୍ୱ ୧୨-୧୫ କିମି ଦୂରତା…
Read More...

ଜିଲ୍ଲା ପରିଷଦ ସଦସ୍ୟାଙ୍କ ସ୍ମୃତି ସଭା

କଳାପଥର : ସରଣ୍ଡାଗଡ ୩୬ ନଂ ଜୋନର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ସ୍ୱର୍ଗତ ସରସ୍ୱତୀ ପଣ୍ଡାଙ୍କ ସ୍ମୃତି ସଭା ସ୍ଥାନୀୟ ଡାକ ବଙ୍ଗଳାରେ ଅନୁଷ୍ଠିତ ହୋଇଥିଲା। ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀଙ୍କ…
Read More...

ମହାରାଷ୍ଟ୍ରରେ ଡେଲ୍ଟା ପ୍ଲସ ଭେରିଆଣ୍ଟ ମାମଲା ସହ ବୃଦ୍ଧି ପାଉଛି ସଂକ୍ରମିତଙ୍କ ସଂଖ୍ୟା

ମୁମ୍ବଇ : ମହାରାଷ୍ଟ୍ରରେ କରୋନା ଭୂତାଣୁର ଡେଲ୍ଟା ପ୍ଲସ ଭେରିଆଣ୍ଟ ମାମଲା ବୃଦ୍ଧି ପାଉଥିବା ଜଣାପଡିଛି। ଏହି କାରଣରୁ ରାଜ୍ୟରେ କରୋନାର ୩ୟ ତରଙ୍ଗ ନେଇ ଆଶଙ୍କା କରାଯାଉଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହାକୁ…
Read More...

ସ୍ତ୍ରୀର ତଣ୍ଟି କାଟି ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲା ଅନ୍ତର୍ଗତ ଜଟଣୀ ପାଇକେରାପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ନେଇ ଶୁକ୍ରବାର ଖବର ମିଳିଛି। ପାଇକେରାପୁର ଗାଁରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀର ତଣ୍ଟି କାଟି ସ୍ୱାମୀ ହତ୍ୟା…
Read More...

ରାଜଧାନୀର ୟୁନିଟ -୧ ହାଟ ସିଲ୍‍

ଭୁବନେଶ୍ୱର : ଆଜି ରାଜଧାନୀର ୟୁନିଟ -୧ ଭିତର ହାଟ ସିଲ୍‍ କରାଯାଇଛି। କୋଭିଡ ନିୟମ ଉଲ୍ଲଙ୍ଘନ ଯୋଗୁଁ ବିଏମସି ପକ୍ଷରୁ ୧ ନମ୍ବର ହାଟକୁ ସିଲ୍‍ କରାଯାଇଥିବା ଜଣାପଡିଛି। ଆସନ୍ତା ଜୁଲାଇ ୧ ତାରିଖ ଯାଏଁ ୧ ନମ୍ବର ହାଟ ରେ…
Read More...

କଲେଜର ଅଧ୍ୟାପକ ଓ ଅଧ୍ୟାପିକାଙ୍କ ଉପରେ ୟୁଜି/ପିଜି ପରୀକ୍ଷା ଦାୟିତ୍ୱ – ମନ୍ତ୍ରୀ ଅରୁଣ କୁମାର ସାହୁ

ଭୁବନେଶ୍ୱର : ୟୁଜି/ପିଜି ପରୀକ୍ଷା ନେଇ ସମସ୍ତ ଡିଗ୍ରୀ କଲେଜର ଅଧ୍ୟକ୍ଷଙ୍କ ସହ ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ବୈଠକ କରିଛନ୍ତି। ପିଲାମାନେ କିଭଳି ପରୀକ୍ଷା ଦେବେ ସେନେଇ ବୈଠକରେ ଆଲୋଚନା କରିଛନ୍ତି।…
Read More...

ତ୍ରିଦିବସିୟ ସ୍ମୃତିରେ ଦୟାନିଧି ଆଲୋଚନା ଚକ୍ର

ବରପାଲି : ବରପାଲି ଦୟାନିଧି ସ୍ମୃତି କମିଟି ପକ୍ଷରୁ ଆୟୋଜିତ ବିଶିଷ୍ଠ ସଂଗ୍ରାମୀ ସାହିତ୍ୟକ ଦୟାନିଧି ମିଶ୍ରଙ୍କ ଜୟନ୍ତି ଅବସରରେ ଅନଲାଇନ ମାଧ୍ୟମରେ ତ୍ରିଦିବସିୟ ସ୍ମୃତିରେ ଦୟାନିଧି ଶିର୍ଷକ ଉପରେ ଆଲୋଚନା ହୋଇଯାଇଛି।…
Read More...

ଦିନ ୧୨ଟା – ମୁଖ୍ୟ ଖବର

ସୁପ୍ରିମକୋର୍ଟ ପ୍ୟାନେଲର ରିପୋର୍ଟ- ଦିଲ୍ଲୀ ସରକାର ଅମ୍ଳଜାନ ଆବଶ୍ୟକତାର ୪ ଗୁଣ କରିଥିଲେ ଦାବି ଉଚିତ ସମୟରେ ଜାମ୍ମୁ କାଶ୍ମୀରକୁ ମିଳିବ ରାଜ୍ୟ ମାନ୍ୟତା- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡର ତୃତୀୟ ଲହର…
Read More...

ଏନଏସି ପକ୍ଷରୁ ଉଠା ଦୋକାନୀଙ୍କୁ ସହାୟତା

ବରପାଲି : ବରପାଲି ବିଜ୍ଞାପିତ ଅଚଂଳ ପରିଷଦ ପରିସରରେ ରାସ୍ତାକଡ଼ ଅସ୍ଥାୟୀ ଉଠା ଦୋକାନୀ ମାନଙ୍କୁ କୋଭିଡ଼ ଗାଇଡ଼ ଲାଇନକୁ ସମ୍ମାନ ଜଣାଇ ସହାୟତା ରାଶି ପ୍ରଦାନ ହୋଇଯାଇଛି। ଗୁରୁବାର ପୂର୍ବାହ୍ନରେ ପରିଷଦ…
Read More...

ବରପାଲିରେ ଆମରଣ ଅନଶନକୁ ଓହ୍ଲାଇଲା କୃଷକମଞ୍ଚ

ବରପାଲି : ବରପାଲି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଶହଶହ ଧାନବସ୍ତା ରଖି ଅଚଂଳର ବ୍ଲକ କୃଷକମଞ୍ଚ ପକ୍ଷରୁ ଟୋକନ ବ୍ୟବସ୍ଥାର ସମାଧାନ ଦିଗରେ କର୍ତ୍ତୁପକ୍ଷଙ୍କ ବିରୋଧରେ ଆମରଣ ଅନଶନକୁ କୃଷକମଞ୍ଚ ଓହ୍ଲାଇଥିବା ଜଣାପଡିଛି।…
Read More...

ବରପାଲିରେ ମହାପ୍ରଭୁଙ୍କ ସ୍ନାନଉତ୍ସବ

ବରପାଲି : ବରପାଲି ଜଗନ୍ନାଥ ମନ୍ଦିର ସ୍ନାନ ମଣ୍ଡପ ପରିସରରେ ଚତୁର୍ଦ୍ଧା ମହାପ୍ରଭୁଙ୍କ ମହାସ୍ନାନ ଉତ୍ସବ ପୂର୍ବ ପରମ୍ପରା ନିତୀ ଅନୁଯାୟୀ ନିରାଡ଼ମ୍ବର ଭାବରେ ସେବାୟତ ମାନଙ୍କ ଦ୍ୱାରା ସମାପନ ହୋଇଯାଇଛି। ଗୁରୁବାର…
Read More...

ଦେଶରେ ଆଉ ନୂଆ ସଂକ୍ରମିତ ୫୧,୬୬୭ ; ଆରୋଗ୍ୟ ହାର ୯୬.୬୬%

ନୂଆଦିଲ୍ଲୀ : ଦେଶରେ ଗତ କିଛି ଦିନରେ ଦୈନିକ କରୋନା ସଂକ୍ରମଣ ୫୦ ହଜାର ଅତିକ୍ରମ କରୁଛି। ୨୪ ଘଣ୍ଟାରେ ଦେଶରେ ଆଉ ୫୧,୬୬୭ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦୈନିକ ପଜିଟିଭ ହାର ୨.୯୮% ରହିଥିବା…
Read More...

ଦିନ ୧୦ଟା – ମୁଖ୍ୟ ଖବର

ମାଟ୍ରିକ ଫଳ ଆଜି ; ଏକ ସଙ୍ଗେ ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମା ଫଳ,  ୱେବସାଇଟ୍‍ରେ www.bseodisha.nic.in ଏବଂ www.bseodisha.ac.inରେ ଫଳ ସନ୍ଧ୍ୟା ୬ଟାରୁ ହେବ  ଉପଲବ୍ଧ ଗୋଟିଏ ଦିନରେ ରାଜ୍ୟରୁ ନୂଆ ୨୯୧୨…
Read More...

ବାସ୍ତୁ ନିୟମ ଓ ବଗିଚା

ଗୃହର ବଗିଚାରେ ଥିବା ଗଛଲତା ମାନଙ୍କୁ ନିୟମିତ ପାଣି ଦେବା ଦ୍ୱାରା ଘରେ ସର୍ବଦା ମା’ଲକ୍ଷ୍ମୀଙ୍କ ବାସ ରହିଥାଏ। ସଦସ୍ୟମାନଙ୍କର ଆର୍ଥିକ ସମସ୍ୟା ଦୂର ହୋଇଥାଏ। ବର୍ଷା ହେବା ସମୟରେ କିଛି ବର୍ଷା ପାଣି ଏକ କାଚ ପାତ୍ରରେ…
Read More...

ପ୍ଲାନିଟୋରିଅମ ଓ ବିଜ୍ଞାନ ପାର୍କ ପ୍ରତିଷ୍ଠା ପାଇଁ କାର୍ଯ୍ୟକ୍ରମ

ରାଉରକେଲା : ବିଜ୍ଞାନର ପ୍ରଚାର ପ୍ରସାର ସହ ଛାତ୍ରଛାତ୍ରୀଙ୍କ ଭିତରେ ବିଜ୍ଞାନ ଦକ୍ଷତା ବୃଦ୍ଧି ପାଇଁ ରାଉରକେଲାର ଛେଣ୍ଡରେ ପ୍ଲାନେଟୋରିୟମ୍ ଓ ବିଜ୍ଞାନ ପାର୍କ ପ୍ରତିଷ୍ଠା କରାଯାଉଛି। ରାଜ୍ୟ ସରକାରଙ୍କ ବିଜ୍ଞାନ ଓ…
Read More...

ଚଟପଟି ଚଣା

ଆବଶ୍ୟକ ସାମଗ୍ରୀ ଚଣା – ୨କପ ଜିରା – ଅଳ୍ପ କଟା କଞ୍ଚାଲଙ୍କା – ୩ଟି କଟା ପିଆଜ – ୨ଟି କଟା ରସୁଣ – ୪ଟି କୋରା ଅଦା – ଅଳ୍ପ କଟା ଟମାଟୋ – ୧ଟି ହଳଦୀ ଗୁଣ୍ଡ – ଅଳ୍ପ ଲଙ୍କା ଗୁଣ୍ଡ – ଅଳ୍ପ ଜିରା ଗୁଣ୍ଡ –…
Read More...

ଦିନ ୩ଟା – ମୁଖ୍ୟ ଖବର

ମହାରାଷ୍ଟ୍ରରେ ଭୂକମ୍ପ ଝଟକା ଚାନ୍ଦିପୁରରେ ନିର୍ଭୟ କ୍ଷେପଣାସ୍ତ୍ର ପରୀକ୍ଷା ; ସବ୍‍ ସୋନିକ କ୍ରୁଜ କ୍ଷେପଣାସ୍ତ୍ର ନିର୍ଭୟ ୧୫୦୦ କିଲୋମିଟର ଦୂରତା ପର୍ୟ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ ଭ୍ରମଣ ପାଇଁ ଆଗ୍ରହ…
Read More...

ବର୍ଷାଦିନେ ଆପଣାନ୍ତୁ ଏହି ଉପାୟ ; ମିଳିବ ଅନେକ ଲାଭ

ବର୍ଷାଦିନେ ରୋଗ ସଂକ୍ରମଣ ହେବାର ସମ୍ଭାବନା ଅଧିକ ରହିଥାଏ। ତେଣୁ ବର୍ଷାଦିନରେ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବା ନିହାତି ଆବଶ୍ୟକ। ବର୍ଷାଦିନରେ ଜଣେ ବ୍ୟକ୍ତି ଠାରୁ ଅନ୍ୟ ଜଣଙ୍କ ନିକଟକୁ ରୋଗ ଖୁବ୍‍ ଶୀଘ୍ର…
Read More...