ପାଣି ପାଇଁ ରାସ୍ତାରୋକ

କଳାହାଣ୍ଡି : ପାନୀୟ ଜଳ ପାଇଁ କଳାହାଣ୍ଡି ଜିଲାର ବାନେର ଠାରେ ସୋମବାର ମହିଳାମାନେ ମୋଟେର-ଜୟପାଟଣା ରାସ୍ତାରୋକ କରିଛନ୍ତି। ବାନେର ଅଞ୍ଚଳରେ ଏକ କୂଅ ଥିବା ବେଳେ ତାହା ଅପରିଷ୍କାର ହୋଇ ପଡ଼ିରହିଛି। ଏହାସହ ଗ୍ରାମରେ…
Read More...

ଆରମ୍ଭ ହେଲା ଯୁକ୍ତ ଦୁଇ ଖାତା ଦେଖା

ଭୁବନେଶ୍ୱର : ଯୁକ୍ତ ଦୁଇ ଖାତା ଦେଖା ସୋମବାର ଠାରୁ ଆରମ୍ଭ ହୋଇଛି । ଆଜିଠାରୁ ପ୍ରଥମ ପର୍ଯ୍ୟାୟ ମୂଲ୍ୟାଙ୍କନ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟ ଖାତା ଦେଖା ଏପ୍ରିଲ ୧୮ ତାରିଖ ଯାଏ ଚାଲିବ। ଦ୍ୱିତୀୟ ପର୍ଯ୍ୟାୟ…
Read More...

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ୪ ଘଣ୍ଟା ବନ୍ଦ

ପୁରୀ : ପୁରୀ ଶ୍ରୀମନ୍ଦିରର ମହାପ୍ରଭୁଙ୍କ ଗୁପ୍ତ ନୀତି ଖସାପଡ଼ା ସୋମବାର  ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀଜିଉଙ୍କ ୪ ଘଣ୍ଟା ଦର୍ଶନ ବନ୍ଦ ରହିବ। ଅପରାହ୍ନ ୪ଟାରୁ ସନ୍ଧ୍ୟା ୮ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ…
Read More...

ଜୀବିକାର ମାଧ୍ୟମ ଅହିରାଜ ସାପ

ସୁଆଣ୍ଡୋ : ସାପ ଦେଖିଲେ ଲୋକେ ଭୟରେ ସେ ସ୍ଥାନ ଛାଡି ପଳାଉଥିବା ବେଳେ ବେକରେ ସାପ ଗୁଡାଇ ଜୀବିକା ନିର୍ବାହ କରୁଥିବା ଏମିତି କିଛି ଲୋକଙ୍କୁ ସମାଜରେ ଦେଖିବାକୁ ମିଳେ । ସେହି ଭିନ୍ନ ମଣିଷ ମଧ୍ୟରୁ ଯାଜପୁର ଜିଲାର…
Read More...

ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଆପଣଙ୍କ ସ୍ୱାର୍ଥ ପାଇଁ ଲଢେଇ କରିବି; ନବୀନ

ରାୟଗଡ଼ା : ରାୟଗଡ଼ା ଜିଲା ଗୁଣପୁରଠାରେ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କରିଛନ୍ତି। ଏଠାରେ ଆୟୋଜିତ ଏକ ପ୍ରଚାର ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଟାର୍ଗେଟ କରି କହିଛନ୍ତି , ଗରୀବଙ୍କ…
Read More...

ବିଜେଡ଼ିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରବି ନାରାୟଣ ପାଣି

ଭୁବନେଶ୍ୱର : ପାଲଲହଡ଼ାର ପୂର୍ବତନ ବିଧାୟକ ରବି ନାରାୟଣ ପାଣି ରବିବାର ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି। ସେ ନବୀନ ନିବାସ ଯାଇ ନିଜର ଇସ୍ତଫା ପତ୍ର ଦେଇଛନ୍ତି। ଦଳ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରିବା ସହ ଦଳ ଯେଉଁଭଳି…
Read More...

୯ ବିଧାନସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର : ୯ ବିଧାନସଭା ଆସନ ପାଇଁ କଂଗ୍ରେସ ରବିବାର ପ୍ରାର୍ଥୀ ଘୋଷଣା କରିଛି। ଦୁଇଟି ଆସନରେ କଂଗ୍ରେସ ପ୍ରାର୍ଥୀ ବଦଳାଇଛି। ଧର୍ମଶାଳା ଓ ତିର୍ତ୍ତୋଲ ଆସନରେ ପ୍ରାର୍ଥୀ ବଦଳ ହୋଇଛି। ଧର୍ମଶାଳରେ ସ୍ମୃତିରେଖା…
Read More...

ହାତୀପଲଙ୍କ ଉପଦ୍ରବ, ଗାଁରେ ପଶି ନଷ୍ଟ କଲେ ଫସଲ

ବାଲେଶ୍ୱର : ବାଲେଶ୍ୱର ଜିଲା ଔପଦା ବ୍ଲକ ଢୋଲପୁର ଗାଁରେ ଶନିବାର ବିଳମ୍ବିତ ରାତିରେ ହାତୀପଲଙ୍କ ଉପଦ୍ରବ ଦେଖାଦେଇଛି। ରାତି ସମୟରେ ହାତୀପଲ ଗାଁରେ ପଶି ଫସଲ ନଷ୍ଟ କରିବା ସହ ଘର ଖୁଣ୍ଟ ଭାଙ୍ଗି ଦେଇଥିବା ଜଣାପଡ଼ିଛି।…
Read More...