ସଡ଼କ ଦୁର୍ଘଟଣାରେ , କନେଷ୍ଟବଳ ଗୁରୁତର

ଭଦ୍ରକ : ଭଦ୍ରକ ବାସୁଦେବପୁର ରାସ୍ତାର ସାବରଙ୍ଗ ଫାଣ୍ଡି ଅଞ୍ଚଳରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ପାଟ୍ରୋଲିଂ କରୁଥିବା ସମୟରେ ଜଣେ ପୁଲିସ କନେଷ୍ଟବଳଙ୍କ ଉପରେ ଚୋରା କୋଇଲା ନେଇ ଯାଉଥିବା ଏକ ଟ୍ରକ ଚଢି ଯିବାରୁ…
Read More...

କଷା ଚିଙ୍ଗୁଡ଼ି

ଆବଶ୍ୟକ ସାମଗ୍ରୀଚିଙ୍ଗୁଡ଼ି – ୪୦୦ ଗ୍ରାମତେଲ - ଆବଶ୍ୟକ ପରିମାଣରେ ଲୁଣ - ଆବଶ୍ୟକ ପରିମାଣରେହଳଦୀ ଗୁଣ୍ଡ - ଅଳ୍ପଲଙ୍କା ଗୁଣ୍ଡ - ଅଳ୍ପଅଦା ରସୁଣ ବଟା – ୪ ଚାମଚକଟା ପିଆଜ – ୨ଟା ପେଷା ଟମାଟୋ – ୧ଟାଗୋଟା ଜିରା -…
Read More...

ବସ ଧକ୍କାରେ ୪ ଗୁରୁତର

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲା ଉଦଳାର ରଙ୍ଗମାଟିଆ ଛକରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଅଟୋକୁ ଏକ ବସ ଧକ୍କା ଦେବାରୁ ଅଟୋ ଚାଳକ ସହ ୪ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଉଦଳା ମେଡ଼ିକାଲରେ ଭର୍ତ୍ତି କରାଯାଇଛି।…
Read More...

ଧାରଣାରେ ଡ଼ାକ୍ତର, ରୋଗୀ ସେବା ବନ୍ଦ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲା ଉଦଳା ମେଡ଼ିକାଲରେ ଡ଼ାକ୍ତରଙ୍କୁ ମାଡ଼ ମାରିବା ଘଟଣାକୁ ପ୍ରତିବାଦ କରି ରବିବାର ମେଡ଼ିକାଲ ସମ୍ମୁଖରେ ଡ଼ାକ୍ତର ଓ ସୁରକ୍ଷାକର୍ମୀମାନେ ଧାରଣା ଦେଇଛନ୍ତି। ଫଳରେ ରୋଗୀ ସେବା ବନ୍ଦ ରହିଛି। ସୂଚନା…
Read More...

ଗୋରୁ ବୋଝେଇ କଣ୍ଟେନର ଦୁର୍ଘଟଣା ଗ୍ରସ୍ତ

ବାଲେଶ୍ୱର : ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଗୋରୁ ବୋଝେଇ କଣ୍ଟେନର ଦୁର୍ଘଟଣା ଗ୍ରସ୍ତ ହୋଇଛି। କଣ୍ଟେନରଟି ଏକ ଅଜଣା ଗାଡ଼ିକୁ ଧକ୍କା ଦେଇଛି। ଦୁର୍ଘଟଣା ଘଟିବା ପରେ…
Read More...

ଏହି ଉପାୟରେ ପରୀକ୍ଷା କରନ୍ତୁ ଚିନିର ଶୁଦ୍ଧତା

ଚିନି ଏକ ଏପରି ଖାଦ୍ୟଦ୍ରବ୍ୟ ଯାହା ପ୍ରତ୍ୟେକଙ୍କ ଘରେ ନିତ୍ୟ ବ୍ୟବହାର କରାଯାଏ। ଚା’ ଠାରୁ ଆରମ୍ଭ କରି ବିଭିନ୍ନ ମିଠା ଜାତୀୟ ପଦାର୍ଥ ପ୍ରସ୍ତୁତ କରିବାରେ ଚିନି ବ୍ୟବହାର କରାଯାଏ। ବର୍ତ୍ତମାନ ସମୟରେ ପ୍ରତ୍ୟେକ…
Read More...

ଗୃହର ପରିସରରେ ଥିବା ବଗିଚା ପାଇଁ କିଛି ବାସ୍ତୁ ଟିପ୍ସ

ବାସ୍ତୁ ଶାସ୍ତ୍ରରେ ଗୃହର ପରିସରରେ ଥିବା ବଗିଚାରେ ଗଛ ଲଗାଇବାର କେତେକ ନିୟମ ବିଷୟରେ ବର୍ଣ୍ଣନା କରାଯାଇଛି। ବାସ୍ତୁ ଅନୁଯାୟୀ, ଯଦି ବୃକ୍ଷଲତା ସଠିକ ଭାବେ ନ ଲଗାଯାଏ ତେବେ ଘରର ମୁରବିଙ୍କ ସମେତ ଅନ୍ୟ ସଦସ୍ୟଙ୍କ…
Read More...

ଶ୍ରାବଣର ଶନିବାରରେ କରନ୍ତୁ ଏହି ଉପାୟ ମିଳିବ ଶୁଭଫଳ

ଶ୍ରାବଣ ମାସର ଶନିବାର ଦିନ ଶନିଦେଙ୍କୁ ପୂଜାର୍ଚ୍ଚନା କରିବା ସହ ପ୍ରଭୁ ହନୁମାନଙ୍କ ପୂଜା କଲେ ବିଭିନ୍ନ କ୍ଷେତ୍ରରେ ସଫଳତା ମିଳିବା ସହ ବହୁ ସମସ୍ୟା ଦୂର ହୋଇଥାଏ। ଜାଣନ୍ତୁ କେତେକ ସହଜ ଉପାୟ ବିଷୟରେ.... ଶନିବାର…
Read More...

ନଡ଼ିଆ ଚାଉଳ ଦୋସା 

ଆବଶ୍ୟକ ସାମଗ୍ରୀ  ବତୁରା ଅରୁଆ ଚାଉଳ – ୨କପ ନଡ଼ିଆ କୋରା – ୧କପ ଲୁଣ – ସାମାନ୍ୟ ତେଲ – ସାମାନ୍ୟ ନନ୍‍ଷ୍ଟିକ ତାୱା  ପ୍ରସ୍ତୁତି ପ୍ରଣାଳୀ - ପ୍ରଥମେ ବତୁରା ହୋଇଥିବା ଅରୁଆ ଚାଉଳ, ନଡ଼ିଆ କୋରା ,…
Read More...

ସଡ଼କ ଦୁର୍ଘଟଣାରେ ଜଣେ ମୃତ

ରାଉରକେଲା : ଶନିବାର ସକାଳ ସମୟରେ ବ୍ରାହ୍ମଣୀ ସେତୁ ଉପରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବସ ସେତୁ ଉପରେ ଜଣେ ଯୁବତୀଙ୍କୁ ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ହୋଇଛି। ଯୁବତୀ ଜଣଙ୍କ ହେଉଛନ୍ତି ଗର୍ଜନ ଅଞ୍ଚଳର ମହିମା…
Read More...