ଜିଓକୁ ଟକ୍କର ଦେବାପାଇଁ ଖୁବଶୀଘ୍ର ଏୟାରଟେଲ ଲଞ୍ଚ କରିବ ପାଞ୍ଚୋଟି ଡାଟା ଆଡ ଅନ୍ ପ୍ଲାନ୍

ନୂଆଦିଲ୍ଲୀ : ରିଲାଏନ୍ସ ଜିଓକୁ ଟକ୍କର ଦେବାପାଇଁ ଏୟାରଟେଲ ଖୁବଶୀଘ୍ର ଲଞ୍ଚ କରିବାକୁଯାଉଛି ଡାଟା ଆଡ୍ ଅନ୍ ପ୍ଲାନ। ଏହି ଡାଟା ଆଡ୍ ଅନ୍ ପ୍ଲାନ କେବଳ ଏୟାରଟେଲ ପ୍ରିପେର୍ଡ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ। ଏୟାରଟେଲର…
Read More...

ବେଦାନ୍ତ ସମ୍ମୁଖରେ ୧୪୪ଧାରା ଜାରି

ଭବାନୀପାଟଣା/ଲାଞ୍ଜିଗଡ : ଲଞ୍ଜିଗଡ ବେଦାନ୍ତ କମ୍ପାନୀ ମୁଖ୍ୟ ଫାଟକ ସମ୍ମୁଖ ଏବଂ ଆଖପାଖରେ ୧୪୪ଧାରା ଜାରି କରାଯାଇଛି। ମାଚ୍ଚ ୧୮ରେ ବେଦାନ୍ତରେ ସ୍ଥାନୀୟ ଛତ୍ରପୁର ଗ୍ରାମବାସୀ ଓ ବେଦାନ୍ତ କର୍ମଚାରୀଙ୍କ ମଧ୍ୟରେ…
Read More...

ବିଏମ୍‍ଡବ୍ଲ୍ୟୁର ୩-ସିରିଜ କାର୍‍ର ବଜାର ପ୍ରବେଶ

ଗୁରୁଗ୍ରାମ - ପ୍ରତିଷ୍ଠିତ କାର୍‍ କମ୍ପାନୀ ବିଏମ୍‍ଡବ୍ଲ୍ୟୁର ୭ମ ପିଢିର ୩-ସିରିଜ କାର୍‍ର ଗୁରୁଗ୍ରାମ ଠାରେ ବଜାର ପ୍ରବେଶ କରିଛନ୍ତି ଗ୍ରୁପ ଇଣ୍ଡିଆର ସିଇଓ ରୁଦ୍ରତେଜ୍‍ ସିଂ। କମ୍ପାନୀର ଚେନ୍ନାଇ ପ୍ଲାଣ୍ଟରେ…
Read More...

ବଜ୍ରପାତରେ ୨ମୃତ

ଅନୁଗୁଳ : ଅନୁଗୁଳ ଜିଲା ବେନ୍ତପୁର ଗ୍ରାମରେ ଶନିବାର ବଜ୍ରାଘାତରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ବେନ୍ତପୁର ଗ୍ରାମ ପାଖ ବିଲରେ ଦୁଇ ଜଣ କୃଷକ କାମ କରୁଥିବାବେଳେ ବଜ୍ରାଘାତ ହୋଇଥିଲା।
Read More...

ଜନ୍ମାଷ୍ଟମୀରେ ବଂଶୀ ଫୁଙ୍କୁଥିବା ନଜର ଆସିଲେ ଧୋନି

ନୂଆଦିଲ୍ଲୀ : ଭଗବାନ୍ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ସାରାଦେଶରେ ଧୁମଧାମରେ ପାଳନ କରାଯାଇଛି। ଜନ୍ମାଷ୍ଟମୀରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ୱିକେଟ କିପର ମହେନ୍ଦ୍ର ସିଂହ ଧୋନି ବଂଶୀ ଫୁଙ୍କୁଥିବା ନଜର…
Read More...

ଅରୁଣ ଜେଟଲୀଙ୍କ ପରଲୋକରେ ବଲିଉଡରେ ଶୋକ

ମୁମ୍ବଇ : ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କର ଶନିବାର ଦିନ ୧୨ଟା ୦୭ମିନିଟରେ ଦିଲ୍ଲୀର ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ…
Read More...

ଅଲ୍ଟ୍ରା ୱାଇଡ଼୍ ଆଙ୍ଗଲ କ୍ୟାମେରା ସହ ମୋଟୋ​‌ରୋଲା ୱାନ୍ ଆକ୍ସନର ବଜାର ପ୍ରବେଶ​‌

ନୂଆଦିଲ୍ଲୀ : ମୋଟୋରୋଲା ଭାରତରେ ତାର ନୂଆ ସ୍କାର୍ଟଫୋନ ମୋଟୋରୋଲା ୱାନ୍ ଆକ୍ସନ ଲଞ୍ଚ କରିଛି। ଅଗଷ୍ଟ ୩୦ରୁ ଏହା ଭାରତୀୟ ବଜାରରେ ଉପଲବ୍ଧ ହେବ। ଏଥିରେ ଅଲଟ୍ରା ୱାଇଣ୍ଡ କ୍ୟାମେରା ଦିଆଯାଇଛି। ଏହାର ୪ଜିବି ରାମ ସହିତ…
Read More...

ସଡ଼କ ଦୁର୍ଘଟଣାରେ ୨ ମୃତ, ୧୨ ଆହତ

କେନ୍ଦୁଝର : କେନ୍ଦୁଝର ଜିଲା ବଲାଣି ଥାନା ବେସକ୍ୟାମ୍ପ୍ ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨ଜଣ ଆହାତ ହୋଇଥିବା ଜଣାପଡିଛି। ଆହତ ୧୨ଜଣଙ୍କୁ କିରିପୁର ଓ ବଡବିଲ…
Read More...

ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଉପରେ ନିର୍ମାଣ ହେବ ବଲିଉଡ଼୍ ଚଳଚ୍ଚିତ୍ର

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ଉପରେ ବଲିଉଡ଼ ଚଳଚ୍ଚିତ୍ର ନିର୍ମାଣ ହେବ। ବଲିଉଡ ଅଭିନେତା ବିବେକ ଓବରୟଙ୍କୁ ଏହି ଚଳଚ୍ଚିତ୍ର ନିର୍ମାଣ କରିବାକୁ ଅନୁମତି ମିଳିଛି। ଜମ୍ମୁ-କାଶ୍ମୀର,…
Read More...