ବିପୁଳ ଜନମତ ସତ୍ତ୍ବେ ରାଜୀବ ଭୟର ବାତାବରଣ ସୃଷ୍ଟି କରି ନ ଥଲେ: ସୋନିଆ

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ୧୯୮୪ ନିର୍ବାଚନରେ ବିପୁଳ ଜନମତ ପାଇଥିଲେ। ଏହି ବିପୁଳ ଜନମତ ସତ୍ତ୍ବେ ରାଜୀବ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରି ନ ଥିଲେ ସାମ୍ବିଧାନିକ ଅନୁଷ୍ଠାନକୁ…
Read More...

ସରକାରୀ ଚାଉଳ ସହ ଧରାପଡିଲେ ପଞ୍ଚାୟତ ପିଅନ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କଣ୍ଟିଆପଡା ପଞ୍ଚାୟତର ପିଅନ କୃଷ୍ଣ ଚନ୍ଦ୍ର ନାୟକ ଏବଂ ଯୋଗାଣ ସହାୟକ ଲକ୍ଷ୍ମୀ ଧର ମହାନ୍ତ ଗୁରୁବାର ଅପରାହ୍ନ ୫ଟାରେ ପଞ୍ଚାୟତ ଗୋଦାମରୁ ୫୦ କେଜି ଓଜନର ୩ ବସ୍ତା ସରକାରୀ…
Read More...

ଜନ୍ମାଷ୍ଟମୀ ପାଇଁ ଉତ୍ସବ ମୁଖର ଜଲେଶପଟା, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ତୁମୁଡିବନ୍ଧ : ରାତି ପାହିଲେ ଜନ୍ମାଷ୍ଟମୀ ପୂଜା। ୨୦୦୮ ମସିହାରେ ଜନ୍ମାଷ୍ଟମୀ ପୂଜା ଦିନ କେତେକ ଦୁର୍ବୃତ୍ତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କୁ ହତ୍ୟା କରିଥିଲେ। ତେଣୁ ଏହି ଦିନ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ…
Read More...

ପ୍ରଥମ ଟେଷ୍ଟ: ଭାରତର ପ୍ରାରମ୍ଭିକ ବିପର୍ଯ୍ୟୟ

ନର୍ଥ ସାଉଣ୍ଡ୍ : ଗୁରୁବାରଠାରୁ ଏଠାରେ ଘରୋଇ ୱେଷ୍ଟଇଣ୍ଡିଜ୍ ଓ ଭାରତ ମଧ୍ୟରେ ପ୍ରଥମ ଟେଷ୍ଟମ୍ୟାଚ୍ ଆରମ୍ଭ ହୋଇଛି। ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ ଅନ୍ତର୍ଗତ ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍‌ର ପ୍ରଥମ ଘଣ୍ଟାରେ ହିଁ…
Read More...

ଭାରତ-ପାକିସ୍ତାନ ଡେଭିଡ୍‌ କପ୍‌ ମ୍ୟାଚ୍‌ ନଭେମ୍ବରକୁ ଘୁଞ୍ଚିଲା

ଚେନ୍ନାଇ  : ଭାରତ ଓ ପାକିସ୍ତାନ ମଧ୍ୟରେ ଡେଭିସ୍ କପ୍‌ ଟେନିସ୍‌ ଏସିଆ/ଓସାନିଆ ଗ୍ରୁପ୍‌ ୧ର ମ୍ୟାଚ୍‌କୁ ଆସନ୍ତା ନଭେମ୍ବର ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛି ଅନ୍ତର୍ଜାତୀୟ ଟେନିସ୍‌ ମହାସଂଘ। ଭାରତ-ପାକିସ୍ତାନ ଡେଭିସ୍‌…
Read More...

ଜିନ୍‌ ପରିବର୍ତ୍ତନ ପଦ୍ଧତି​ରେ ଫସଲ ଉତ୍ପାଦନ ପ୍ରସଙ୍ଗ; ରାଜ୍ୟଗୁଡ଼ିକର ମତାମତ ଆହ୍ବାନ କଲେ କମିଟି

ମୁମ୍ବଇ : ଦେଶର କେତେକ ନିର୍ଦ୍ଧିଷ୍ଟ କ୍ଷେତ୍ରରେ ଫସଲ ଉତ୍ପାଦନ ପାଇଁ ଜିନ୍‌ ପରିବର୍ତ୍ତିତ ପଦ୍ଧତି (ଜିଏମ୍‌ କର୍ପସ୍‌) ପ୍ରବର୍ତ୍ତନ ପାଇଁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନେଇ ଗଠିତ କମିଟି (କମିଟି ଅଫ ଚିଫ୍‌…
Read More...

୨ୟ ଟେଷ୍ଟମ୍ୟାଚ୍‌: ବର୍ଷା ପରେ ଶ୍ରୀଲଙ୍କା ୨/୮୫

କଲମ୍ବୋ : ଗୁରୁବାରଠାରୁ ଏଠାରେ ଘରୋଇ ଶ୍ରୀଲଙ୍କା ଓ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ମଧ୍ୟରେ ୨ୟ ଟେଷ୍ଟମ୍ୟାଚ୍ ଆରମ୍ଭ ହୋଇଛି। ପ୍ରଥମଦିନରେ ବର୍ଷା ବାଧକ ସାଜିଛି। ଫଳରେ ପୂରାଦିନରେ ମୋଟ ୩୬.୩ ଓଭର ଖେଳ ସମ୍ଭବପର ହୋଇଥିଲା।…
Read More...

ରାଠୋର ଭାରତୀୟ ଦଳର ନୂଆ ବ୍ୟାଟିଂ ପ୍ରଶିକ୍ଷକ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପ୍‌ନିଂ ବ୍ୟାଟ୍‌ସମ୍ୟାନ୍ ବିକ୍ରମ ରାଠୋର ଭାରତୀୟ କ୍ରିକେଟ ଦଳର ନୂଆ ବ୍ୟାଟିଂ ପ୍ରଶିକ୍ଷକ ହେବା ନିଶ୍ଚିତ ହୋଇଯାଇଛି। ବିସିସିଆଇ ସିନିୟର ମନୋନୟନ କମିଟି ବ୍ୟାଟିଂ…
Read More...

ରାଜ ଠାକରେଙ୍କୁ ୮ଘଣ୍ଟା ଜେରା କଲା ଇଡି

ମୁମ୍ବଇ : ବେଆଇନ ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଗୁରୁବାର ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେଙ୍କୁ ଜେରା କରିଛି। ଏପରି କି ଇଡି ରାଜଙ୍କୁ ୮ଘଣ୍ଟାରୁ ଅଧିକ ସମୟ ଜେରା…
Read More...

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: ୭୨ ଘଣ୍ଟାରେ ପ୍ରବଳ ବର୍ଷା

ଭୁବନେଶ୍ବର : ଉତ୍ତର ପୂର୍ବ ମଧ୍ୟ ପ୍ରଦେଶ ଓ ଆଖପାଖ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ସେହିପରି ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ମଧ୍ୟ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ଟ୍ରଫ୍ ଲାଇନ ଜାମସେଦପୁରରୁ…
Read More...