ବଜରଙ୍ଗ ଦଳ ଦ୍ବାରା ମଇଁଷି ବୋଝେଇ ଟ୍ରକ ଅଟକ; ପୁଲିସକୁ ହସ୍ତାନ୍ତର

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ରାଜ୍ୟ ୬ନଂ ରାଜପଥ ସିକେରକୁପାଠାରେ ଏକ ମଇଁଷି ବୋଝେଇ ଟ୍ରକକୁ ଜବତ କରି ସିକେରକୁପା ପୁଲିସକୁ ଜିମା ଦେଇଛି କଳାହାଣ୍ଡି ବଜରଙ୍ଗ ଦଳ। ଉକ୍ତ ରାସ୍ତା ଦେଇ ରାୟପୁରଠାରୁ…
Read More...

ଅତାବିରାରେ ଗୋଟିଏ ଦିନରେ ଚାରିଟି ପ୍ରକଳ୍ପର ଉଦଘାଟନ କଲେ ବିଧାୟିକା

ରେଙ୍ଗାଲିକ୍ୟାମ୍ପ: ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଗୁରୁବାର ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଚାରି ଚାରିଟି ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହି ଚାରିଟି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ୱାର୍ଡ ନଂ…
Read More...

୬ଦଫା ଦାବିରେ ଗ୍ରାମ୍ୟ କୃଷି କର୍ମଚାରୀ ସଂଘର ସ୍ମାରକପତ୍ର

କେନ୍ଦୁଝରଗଡ଼: ରାଜ୍ୟରେ କାର୍ଯ୍ୟରତ ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀଙ୍କୁ ସରକାର ଅଣଦେଖା କରି ଆସୁଥିବା ପ୍ରତିବାଦରେ ୬ଦଫା ଦାବିରେ ସଂଘ ପକ୍ଷରୁ ଏକ ପ୍ରତିନିଧି ଦଳ ଜିଲାପାଳ ଓ ଜିଲା…
Read More...

‘ସୀମା ପାକିସ୍ତାନ ନ ଫେରିଲେ ୨୬/୧୧ ଭଳି ଆକ୍ରମଣ ପାଇଁ ପ୍ରସ୍ତୁତ ରୁହ’

ମୁମ୍ବଇ: ମୁମ୍ବଇ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଏକ ଧମକପୂର୍ଣ୍ଣ କଲ୍ ଆସିଛି। ମୁମ୍ବଇ ପୁଲିସ ସୂଚନାନୁସାରେ, ଯଦି ପାକିସ୍ତାନୀ ନାଗରିକ ସୀମା ହାଇଦର ପାକିସ୍ତାନକୁ ନଫେରନ୍ତି ତେବେ ୨୬/୧୧ ଭଳି ଆତଙ୍କବାଦୀ ଆକ୍ରମଣ ପାଇଁ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ବିବାହ ବିଚ୍ଛେଦ ମାମଲା.. ଜୁଲାଇ ୩୧ରେ ବର୍ଷାଙ୍କ ଚୂଡ଼ାନ୍ତ ସାକ୍ଷ୍ୟ ଗ୍ରହଣ ପାଇଁ ହାଇକୋର୍ଟଙ୍କ ନିର୍ଦେଶ.. ସାକ୍ଷ୍ୟ ଗ୍ରହଣର ୩…
Read More...

ଗୋଷ୍ଠୀ ଜଙ୍ଗଲ ଓ ଅନ୍ୟାନ୍ୟ ସମ୍ପଦ ଅଧିକାର ପାଇଁ ବ୍ଲକ ଅଧ୍ୟକ୍ଷାଙ୍କୁ ଦାବିପତ୍ର

ଲାଞ୍ଜିଗଡ଼: ଜଙ୍ଗଲ ତଥା ଏହାର ଆଖପାଖ ଅଞ୍ଚଳରେ ପୁରୁଷାନୁକ୍ରମେ ବସବାସ କରୁଥିବା ଆଦିମ ଅଧିବାସୀଙ୍କୁ ଜଙ୍ଗଲ ଜମି ଅଧିକାର ସହ ଆଖପାଖ ଅଞ୍ଚଳରେ ସେମାନଙ୍କ ଜୀବିକା ନିର୍ଦ୍ଧାରିତ କରୁଥିବା ବିଭିନ୍ନ ଆୟର ଉତ୍ସଗୁଡ଼ିକୁ…
Read More...

ଢୁଷଗୁଡ଼ା ରେତ୍ ଡ୍ୟାମରେ ବୁଡ଼ି କଲେଜ ଛାତ୍ର ନିଖୋଜ ଘଟଣା; ୨୪ ଘଣ୍ଟା ପରେ ମୃତଦେହ ଉଦ୍ଧାର     

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଓ ନର୍ଲା ବ୍ଲକ ସୀମାନ୍ତ ଢୁଷଗୁଡାସ୍ଥିତ ରେତ୍ ନଦୀ ଡ୍ୟାମରେ ବୁଡ଼ି ନିଖୋଜ ଥିବା କଲେଜ ଛାତ୍ରଙ୍କ ମୃତଦେହ ୨୪ ଘଣ୍ଟା ପରେ ଗୁରୁବାର ଉଦ୍ଧାର କରାଯାଇଛି। ମୃତଦେହ ଉଦ୍ଧାର…
Read More...

ଶାହରୁଖ ଦେଖାଇଲେ ‘ଯବାନ’ର ନୂଆ ରୂପ; ପ୍ରଶଂସକ ଉତ୍ସାହିତ

ମୁମ୍ବଇ: ‘ପଠାନ୍‌’ର ସଫଳତା ପରେ ‘ଯବାନ’ ସାଜି ପୁଣି ଏକ ଧମାକା କରିବାକୁ ପ୍ରସ୍ତୁତ ବଲିଉଡ଼ ଅଭିନେତା ଶାହରୁଖ୍‌ ଖାନ୍‌। ଗୁରୁବାର କିଙ୍ଗ୍‌ ଖାନ୍‌ ଟ୍ବିଟରରେ ସେସନ୍‌ #AskSRK ରଖିଥିଲେ। ଏଥିରେ ୟୁଜରମାନେ ସାମିଲ…
Read More...

ସମସ୍ୟା ଘେରରେ ଖଲିଆପାଲି ପ୍ରାଥମିକ ବିଦ୍ୟାଳୟ

ରେଙ୍ଗାଲିକ୍ୟାମ୍ପ: ବର୍ତ୍ତମାନ ସରକାରୀ ବିଦ୍ୟାଳୟଗୁଡିକରେ ପିଲାମାନଙ୍କର ଦକ୍ଷତାର ମାନ ବୃଦ୍ଧି ତଥା ଏକ ଚାପ ମୁକ୍ତ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ପାଇଁ ଶିକ୍ଷକମାନଙ୍କୁ ଅନେକ ପ୍ରକାର ତାଲିମ ଦିଆଯାଉଛି ।…
Read More...

କେବେ ପୁନଃ କାର୍ଯ୍ୟକ୍ଷମ ହେବ ଉତ୍ତରାୟଣୀ ସମବାୟ ଶୀତଳଭଣ୍ଡାର ?

ପିପିଲି: ପୁରୀ ଜିଲା ସାତଶଙ୍ଖ ସ୍ଥିତ ମା’ ଉତ୍ତରାୟଣୀ ସମବାୟ ଶୀତଳ ଭଣ୍ଡାର ଗତ ୪ବର୍ଷ ୨ମାସ ଧରି ଅଚଳ ହୋଇ ପଡ଼ିରହିଛି। ଫଳରେ ଏହା ଉପରେ ନିର୍ଭର କରୁଥିବା ଜିଲାର ୧୦ଟି ବ୍ଲକର ଆଳୁଚାଷୀମାନେ ଆଳୁ ଚାଷ ପ୍ରତି ବିଶେଷ…
Read More...

୩୩ କେଭି ବିଦ୍ୟୁତ୍ ତାର ଚୋରି: ଧରାପଡ଼ିଲେ ୩, ୯ ଫେରାର୍

ରେଙ୍ଗାଲି: ସମ୍ବଲପୁର ଜିଲା କତରବଗା ଥାନା ଲଇଡା ଫାଣ୍ଡି ଅନ୍ତର୍ଗତ ଲଇଡା ବିଦ୍ୟୁତ ଗ୍ରୀଡ୍ ସବ୍ ଷ୍ଟେସନରୁ ଫାଶିମାଲକୁ ସଂଯୋଗ କରୁଥିବା ୩୩ କେଭି ବିଦ୍ୟୁତ ଲାଇନରୁ ମଙ୍ଗଳବାର ରାତିରେ ବିଦ୍ୟୁତ୍ ତାର କାଟି ଚୋରାଚାଲାଣ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଆସନ୍ତା ୯ରୁ ୧୦ଦିନ ରାଜ୍ୟରେ ବିକ୍ଷିପ୍ତ ବର୍ଷା ସମ୍ଭାବନା.. ତୃତୀୟ ସପ୍ତାହରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଥିବାବେଳେ ଚତୁର୍ଥ ସପ୍ତାହରେ କେନ୍ଦ୍ରୀୟ-ପୂର୍ବ ବଙ୍ଗୋପସାଗରରେ…
Read More...

ପାତ୍ରବସାଠାରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କୋଠା ନିର୍ମାଣ ପାଇଁ ଜମି ଚିହ୍ନଟ

କଲମପୁର: ପାତ୍ରବାସାଠାରେ ନିର୍ମାଣ ହେବାକୁ ଥିବା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କୋଠା ପାଇଁ ବୁଧବାର ଜମି ଚିହ୍ନଟ କରାଯାଇଛି। ସରକାରୀ ଜମିକୁ ଜନୈକ ବ୍ୟକ୍ତି ଜବର ଦଖଲରେ ରଖିଥିବା ଯୋଗୁଁ ସ୍ୱାସ୍ଥ୍ୟ ଓ ଆରୋଗ୍ୟ…
Read More...

ତିରଡ଼ରେ କାୟା ମେଲାଉଛି କିଡ୍‌ନୀ ରୋଗ; ଲୁକ୍କାୟିତ କିଡ୍‌ନୀ ରୋଗୀ ଚିହ୍ନଟ ମିଶନ ନାଲିଫିତା ତଳେ

ହରଭଙ୍ଗା: ନରସିଂହପୁର, ନୂଆପଡ଼ା ପରେ କିଡନୀ ରୋଗୀଙ୍କ ନୂଆ ଠିକଣା ହୋଇଛି ବୌଦ୍ଧ ଜିଲାର ହରଭଙ୍ଗା ବ୍ଲକ। ସଂପ୍ରତି ବ୍ଲକ ଅଞ୍ଚଳରେ କିଡନୀ ରୋଗ ମହାମାରୀ ରୂପ ଧାରଣ କରିଛି। ରୋଗର କାରଣ ନିରାକରଣ ଏବଂ ପ୍ରତିକାର ଦିଗରେ…
Read More...

ଟମାଟୋ ଦରରେ ଲଗାମ ଲଗାଇବାକୁ ସରକାରଙ୍କ ବଡ଼ ପଦକ୍ଷେପ; ଶୁକ୍ରବାରଠୁ ମିଳିବ ଆଶ୍ବସ୍ତି

ନୂଆଦିଲ୍ଲୀ: ଟମାଟୋ ଦର ନିୟନ୍ତ୍ରଣ କରିବାକୁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରମୁଖ ଉପଭୋକ୍ତା କେନ୍ଦ୍ରଗୁଡ଼ିକୁ ବଣ୍ଟନ ପାଇଁ ଆନ୍ଧ୍ର, କର୍ଣ୍ଣାଟକ, ମହାରାଷ୍ଟ୍ରରୁ ଟମାଟୋ କିଣିବାକୁ ଜାତୀୟ…
Read More...

ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର କଲେ ପୁରୁଷ ସରପଞ୍ଚ; ଥାନାରେ ମାମଲା

ଦେଓଗାଁ: ଜଣେ ମହିଳା ସରପଞ୍ଚ ଓ ତାଙ୍କ ସ୍ୱାମୀ ହୋଟେଲକୁ ଖାଇବାକୁ ଯାଇଥିବା ବେଳେ ଜଣେ ପୁରୁଷ ସରପଞ୍ଚ ତାଙ୍କୁ ଓ ତାଙ୍କ ସ୍ବାମୀକୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଅନୁସୂଚିତ ଜାତି ମହିଳା ସରପଞ୍ଚ ଜଣଙ୍କୁ…
Read More...

‘ବସୁଧା’ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକ୍ଷମରେ ବିଳମ୍ବ; ପାଣି ପାଇଁ ହନ୍ତସନ୍ତ ତ୍ରିଲୋଚନପୁରବାସୀ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ପଞ୍ଚାୟତ ତ୍ରିଲୋଚନପୁରରେ ନିର୍ମାଣଧୀନ ପାନୀୟ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମରେ ବିଳମ୍ବ ହୋଇଥିବା ଅଭିଯୋଗ ହୋଇଛି। ସରକାର ପ୍ରତି ପରିବାର ବିଶୁଦ୍ଧ…
Read More...

କୋଟାଗାଁ ଧାନ ମଣ୍ଡି ପରିଚାଳନାରେ ତୃଟି; ତହସିଲଦାର ଓ ଏଆରସିଏସଙ୍କ ମିଳିତ ଯାଞ୍ଚ

କଲମପୁର: କେତେବେଳେ ଅଖା ନାହିଁ ତ କେତେବେଳେ ଟ୍ରକ ନାହିଁ, ପୁଣି କେତେବେଳେ ଶ୍ରମିକଙ୍କ ପ୍ରାପ୍ୟ ନେଇ କୋଟାଗାଁ ଧାନ ମଣ୍ଡିରେ ଦେଖା ଦେଉଥିଲା ସମସ୍ୟା। ପ୍ରଭାବିତ ହେଉଥିଲେ ଚାଷୀ। ପୁଣି କେଉଁ ଚାଷୀ ମଣ୍ଡିରେ ଧାନ ରଖି…
Read More...

ସ୍ୱତନ୍ତ୍ର ପୋକ୍ସୋ କୋର୍ଟକୁ ଚାଲାଣ ହେଲା ନାବାଳିକା ଦୁଷ୍କର୍ମ ଅଭିଯୁକ୍ତ

କଲମପୁର: କଲମପୁର ପୁଲିସ ମଙ୍ଗଳବାର ଜଣେ ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ଭବାନୀପାଟଣା ସ୍ୱତନ୍ତ୍ର ପୋକ୍ସୋ ଅଦାଲତକୁ ଚାଲାଣ କରିଛି। ସୂଚନା ଅନୁସାରେ, ଗତ ଶନିବାର ଜଣେ ୭ ବର୍ଷିୟ ନାବାଳିକା ଜମିରେ କାମ କରୁଥିବା ନିଜ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ବାହାନଗା ରେଳ ଦୁର୍ଘଟଣା ମାମଲା.. ପୁଣି ୪ଦିନ ସିବିଆଇ ଜିମାରେ ୩ ରେଳ ଅଧିକାରୀ.. ବାହାନଗା ରେଳ ଦୁର୍ଘଟଣା ମାମଲା.. ୩ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣଙ୍କ ଜାମିନ ଆବେଦନ.. ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ…
Read More...

କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ତମାଖୁମୁକ୍ତ ସଚେତନତା ରଥର ଶୁଭାରମ୍ଭ

କଲମପୁର: କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରୁ ତମାଖୁମୁକ୍ତ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ମଙ୍ଗଳବାର କଲମପୁର ଗୋଷ୍ଠୀ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶିବାଶିଷ ସ୍ୱାଇଁ ପତାକା ଦେଖାଇ ଏହି ତମାଖୁ…
Read More...

ଗଦାଧରପୁର ସ୍ୱାସ୍ଥ୍ୟ ଉପକେନ୍ଦ୍ରକୁ ରାସ୍ତା ଖଣ୍ଡିଏ ହୋଇପାରିଲା ନାହିଁ

ପାଟଣା: ଘଟଗାଁ ବ୍ଲକ ଅନ୍ତର୍ଗତ ବହୁ ପୁରାତନ ଓ ନାମକରି ଗ୍ରାମ ଭାବେ ପରିଚିତ ୨୦ ନଂ ଜାତୀୟ ରାଜପଥ ସଂଲଗ୍ନ ଗଦାଧରପୁର ଗ୍ରାମରେ ସ୍ଥାପିତ ସ୍ୱାସ୍ଥ୍ୟ ଉପକେନ୍ଦ୍ରକୁ ଆଜି ପର୍ଯ୍ୟନ୍ତ ରାସ୍ତାଟିଏ ହୋଇ ପାରିନଥିବାରୁ…
Read More...

ଆସିଲା ‘ଓଏମ୍‌ଜି ୨’ ଟିଜର୍‌: ଭୋଳାବାବା ଅକ୍ଷୟଙ୍କ ପୂଜାରେ ମଗ୍ନ ଭକ୍ତ ପଙ୍କଜ ତ୍ରିପାଠୀ

ମୁମ୍ବାଇ: ଅକ୍ଷୟ କୁମାର, ପଙ୍କଜ ତ୍ରିପାଠୀ ଓ ପରେଶ ରାୱଲ ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଓଏମ୍‌ଜି ୨’ର ଟିଜର୍‌ ମଙ୍ଗଳବାର ରିଲିଜ୍‌ ହୋଇଛି। ଟିଜର୍‌ ଲୋକଙ୍କୁ ବେଶ୍‌ ପସନ୍ଦ ଆସିଛି। ଦର୍ଶକ ଏଥିରେ ସକରାତ୍ମକ…
Read More...

୧୦୩ଗୋଟି ଅଭିଯୋଗର ଶୁଣାଣି କଲେ ଅତିରିକ୍ତ ଜିଲାପାଳ

ଫୁଲବାଣୀ : କନ୍ଧମାଳ ଜିଲା ରାଇକିଆ ବ୍ଲକ୍ କାର୍ଯ୍ୟାଳୟଠାରେ ସୋମବାର ଅତିରିକ୍ତ ଜିଲାପାଳ ବସନ୍ତ ସାହୁ ବିଭିନ୍ନ ଅଭିଯୋଗର ଶୁଣାଣି କରିଛନ୍ତି । ସମୁଦାୟ ୧୦୩ ଗୋଟି ଅଭିଯୋଗର ଶୁଣାଣି ହୋଇଛି । ସେଥି ମଧ୍ୟରୁ ୭୫ ଟି…
Read More...

ନକଲି ଆଦିବାସୀ ପ୍ରମାଣପତ୍ର ଦେଇ ସରକାରୀ ଚାକିରୀ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଆଦିବାସୀ ସଂଘର ପ୍ରତିବାଦ

ମ.ରାମପୁର: କଳାହାଣ୍ଡି ଜିଲ୍ଲା ଜିଲ୍ଲା ମ.ରାମପୁର ଆଦିବାସୀ ସଂଘ ପକ୍ଷରୁ ନକଲି ଆଦିବାସୀ ପ୍ରମାଣପତ୍ର ଦେଇ ଚାକିରୀ କରିଥିବା ଅବସରପ୍ରାପ୍ତ ଶିକ୍ଷକ ଗନ୍ଧର୍ବ ସାହୁଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି ନେଇ…
Read More...

‘ଅସାମ୍ବିଧାନିକ ଶବ୍ଦ ବ୍ୟବହାର ହୋଇଥିବା ଚଳଚ୍ଚିତ୍ରକୁ ବ୍ୟାନ୍‌‌ କରାଯାଉ’

ପିପିଲି: ନିକଟ ଅତୀତରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରିୟେ ତୁ ମୋ ସିଏ’ରେ ଅସାମ୍ବିଧାନିକ ଶବ୍ଦ ବ୍ୟବହାର କରିବାକୁ ନେଇ ବିବାଦ ତୀବ୍ର ହୋଇଛି। ଉକ୍ତ ଚଳଚ୍ଚିତ୍ରକୁ ସଂପୂର୍ଣ୍ଣ ବ୍ୟାନ୍‌‌ କରାଯିବା…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ପଶ୍ଚିମବଙ୍ଗ : ରାଜ୍ୟସଭା ନିର୍ବାଚନ ପାଇଁ ୬ଜଣଙ୍କ ନାମ ଘୋଷଣା କଲା ଟିଏମ୍‌ସି.. କଟକ- ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ପ୍ରକ୍ରିୟା ଆରମ୍ଭ.. ଗାନ୍ଧୀନଗର : ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର…
Read More...

ଉତ୍ତରକାଶୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରସଙ୍ଗ: କେନ୍ଦ୍ରମନ୍ତ୍ରୀ ଏବଂ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ/ଭୁବନେଶ୍ୱର: ଉତ୍ତରାଖଣ୍ଡ ଉତ୍ତରକାଶୀ ସ୍ଥିତ ସାଲଡ ଗ୍ରାମରେ ପାହାଡ଼ ଉପରେ ଆଢୁଆଳ ଅବସ୍ଥାରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରର ରକ୍ଷଣାବେକ୍ଷଣ ଓ ଉନ୍ନତି କାର୍ଯ୍ୟ ନେଇ ସୋମବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…
Read More...

ଘର ଛପର ଅଳିଆ ପଡ଼ିବାକୁ ନେଇ ଗଣ୍ଡଗୋଳ, ୫ ଆହତ

କାମାକ୍ଷାନଗର: କାମାକ୍ଷାନଗର ଥାନା ସାରୁଆଳି ଗାଁରେ ଘର ଛପର ଅଳିଆ ପଡ଼ିବାକୁ ନେଇ ଗଣ୍ଡଗୋଳ ଘଟି ୫ ଜଣ ଆହତ ହୋଇ ଉପଖଣ୍ଡ ଚିକିତ୍ସାଲୟରେ ଭର୍ତ୍ତି ହୋଇଥିବା ଜଣାଯାଇଛି। ସାରୁଆଳି ଗାଁର ଦୟାନିଧି ମହନ୍ତଙ୍କ ଚାଳଘର…
Read More...

ହଇଚଇ ସୃଷ୍ଟି କରିଛି ‘ଯବାନ’ ପ୍ରିଭ୍ୟୁ

ମୁମ୍ବଇ: ବଲିଉଡ଼ ଅଭିନେତା ଶାହରୁଖ ଖାନ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଯୱାନ’କୁ ନେଇ ଏବେ ଚର୍ଚ୍ଚାରେ। ‘ପଠାନ୍‌’ର ସଫଳତା ପରେ ଶାହରୁଖଙ୍କ ପ୍ରଶଂସକ ଦୀର୍ଘ ଦିନ ଧରି ‘ଯବାନ’ ଟିଜରକୁ ଅପେକ୍ଷା କରିଥିଲେ। ନିକଟରେ ଖବର…
Read More...

ନାମକୁ ମେଗା ପ୍ରକଳ୍ପ କାମରେ ଶୂନ: ତିରଡ଼ ଜଳସେଚନ ପ୍ରକଳ୍ପରୁ ଚାଷୀଙ୍କୁ ମିଳୁନି ପାଣି

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁଶଙ୍ଗ ପଂଚାୟତର ତିରଡ଼ଠାରେ ଚାଷଜମିରେ ଜଳସେଚନ ସୁବିଧା ଲକ୍ଷ୍ୟରେ କୋଟି କୋଟି ଟଙ୍କା ବ୍ୟୟରେ ଏକ ମେଗା ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଛି। ଚାଷଜମିରେ ଜଳସେଚନ ସୁବିଧା…
Read More...

ସ୍କୁଟିକୁ ଧକ୍କା ଦେଲା କାର୍; ଜଣେ ଗୁରୁତର

ହରଭଙ୍ଗା : ହରଭଙ୍ଗା ବ୍ଲକ ପୁରୁଣା କଟକ ଥାନା ଅନ୍ତର୍ଗତ ୫୭ ନମ୍ବର ଜାତୀୟ ରାଜପଥ ପୁରୁଣା କଟକ ସ୍ଥିତ କଲେଜ ଛକଠାରେ ରବିବାର କାର ଧକ୍କାରେ ଜଣେ ସ୍କୁଟି ଆରୋହୀ ଗୁରୁତର ଭାବେ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ,…
Read More...

‘ପୁରାତନ ପାଠାଗାର ଭିତ୍ତିଭୂମି ସୁଦୃଢ଼ ସହ ଉପାଦେୟ ପୁସ୍ତକ ଯୋଗାଣ ହେଉ’ 

କେନ୍ଦୁଝରଗଡ଼: ପୁସ୍ତକ ହେଉଛି ମଣିଷର ପ୍ରକୃତ ବନ୍ଧୁ। ଅନେକ ସମୟରେ ପୁସ୍ତକ ମଣିଷକୁ ସଠିକ୍‌‌ ଦିଗ୍‌‌ଦର୍ଶନ ଦେବା ସହିତ ଭଲ କାମ କରିବାକୁ ପ୍ରୋତ୍ସାହିତ କରିଥାଏ। ଏହି ପୁସ୍ତକ ବିଭିନ୍ନ ସମୟରେ ପାଠାଗାର ମାଧ୍ୟମରେ…
Read More...

ରାସ୍ତାରେ ବୁଲାକୁକୁର ଓ ଗୋ ସମ୍ପଦ; ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ପଥଚାରୀ

କେନ୍ଦୁଝରଗଡ଼: କେନ୍ଦୁଝରଗଡ଼ ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ବୁଲା କୁକୁର ଓ ଗାଈ ଗୋରୁଙ୍କ ଯୋଗୁଁ ଅନେକ ସମୟରେ ଟ୍ରାଫିକ୍‌‌ ସମସ୍ୟା ସୃଷ୍ଟି ହେବାସହ ଛୋଟବଡ଼ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ପଥଚାରୀ। ଗୋରୁ ଗାଈ ଓ…
Read More...

ରିଲିଜ୍‌ ହେଲା ‘ବୱାଲ’ ଟ୍ରେଲର: ପ୍ରଶଂସା ସାଉଁଟୁଛି ବରୁଣ-ଜାହ୍ନବୀ ଯୋଡ଼ି

ମୁମ୍ବାଇ: ବଲିଉଡ଼ ଅଭିନେତା ବରୁଣ ଧାୱନ ଓ ଜାହ୍ନବୀ କପୁର ଅଭିନୀତ ଚଳଚ୍ଚିତ୍ର ‘ବୱାଲ’ର ବହୁପ୍ରତୀକ୍ଷିତ ଟ୍ରେଲର ରିଲିଜ୍‌ ହୋଇଛି। ଦୁବାଇରେ ଏକ କାର୍ଯ୍ୟକ୍ରମ ସମୟରେ ଏହାକୁ ଲଞ୍ଚ୍‌ କରାଯାଇଛି। ଫିଲ୍ମରେ ବରୁଣ ଓ…
Read More...

ଓଲଟିଲା ବାଲି ବୋଝେଇ ହାଇଓ୍ବା, ରାସ୍ତା ଅବରୋଧ

ହରଭଙ୍ଗା: ହରଭଙ୍ଗା ଥାନା ଅନ୍ତର୍ଗତ ହରଭଙ୍ଗା-ଧଳପୁର ଜଗନ୍ନାଥ ସଡ଼କର ଭେଜିଗୁଡା ପୋଲ ନିକଟରେ ଶୁକ୍ରବାର ଏକ ବାଲି ବୋଝେଇ ହାଇଓ୍ବା ରାସ୍ତା ଉପରେ ଓଲଟିପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ରାସ୍ତାଟି ସମ୍ପୂର୍ଣ୍ଣ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ବାହାନଗା ଟ୍ରେନ୍‌ ଦୁର୍ଘଟଣା.. ୩ ଜଣଙ୍କୁ ସିବିଆଇ ଗିରଫ କରିଥିବା ସୂଚନା.. ଜାଣିକି ଅପରାଧ ଘଟାଇ ପ୍ରମାଣ ଲୁଚାଇବା ଅଭିଯୋଗରେ ୩ ରେଳ କର୍ମଚାରୀ ଗିରଫ.. ୯ ବିଜେପି ନେତାଙ୍କୁ ୪ ରାଜ୍ୟ ଦାୟିତ୍ବ.. ୪ ରାଜ୍ୟ ପାଇଁ…
Read More...

ସାମ୍ବାଦିକ କଲ୍ୟାଣ ଯୋଜନା ୱେବ ପୋର୍ଟାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କର୍ମଜୀବୀ ସାମ୍ବାଦିକ କଲ୍ୟାଣ ଯୋଜନା ୱେବ ପୋର୍ଟାଲ ଲୋକାର୍ପିତ ହୋଇଯାଇଛି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହାକୁ ଲୋକାର୍ପଣ କରିଛନ୍ତି। ସାମ୍ବାଦିକମାନଙ୍କୁ…
Read More...

ମିଥୁନ ଚକ୍ରବର୍ତ୍ତୀଙ୍କ ମାତୃ ବିୟୋଗ

ମୁମ୍ବଇ: ଲୋକପ୍ରିୟ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ମାତୃ ବିୟୋଗ ଘଟିଛି। ଅଭିନେତାଙ୍କ ମାଆ ଶାନ୍ତିରାଣୀ ଚକ୍ରବର୍ତ୍ତୀଙ୍କର ଶୁକ୍ରବାର ପରଲୋକ ଘଟିଛି। ମିଥୁନଙ୍କ ସାନ ପୁଅ ନମାଶୀ ଏହି ସୂଚନା ଦେଇଛନ୍ତି। ଏଠାରେ…
Read More...

୬ ନୂଆ ଜିଲା ସଭାପତି ନିଯୁକ୍ତ କଲା ବିଜେଡି

ଭୁବନେଶ୍ୱର : ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଜିଲା ସ୍ତରରେ ଦଳକୁ ମଜଭୁତ କରିବା ଉଦ୍ଦେଶ୍ୟରେ ନୂଆ ରଣକୌଶଳ ଆପଣାଇଛି ବିଜେଡି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ୬ ଜିଲାରେ ନୂଆ ସଭାପତି ନିଯୁକ୍ତ କରିଛନ୍ତି ବିଜେଡି…
Read More...

ଧାନ ତଳିପକାକୁ କେନ୍ଦ୍ର କରି ବାପ-ପୁଅ ମଧ୍ୟରେ ଝଗଡ଼ା: କୀଟନାଶକ ପିଇ ବାପା ମୃତ, ପୁଅ ଗୁରୁତର

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ ଟାଙ୍ଗରପାଲି ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଧାନ ତଳି ପକାକୁ କେନ୍ଦ୍ର କରି ବାପା ଓ ପୁଅ ମଧ୍ୟରେ ଝଗଡ଼ା ହେବା ପରେ ଉଭୟେ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା…
Read More...

ବଦଳିଲା ତାରିଖ, ଜୁଲାଇ ୧୪ରେ ‘ଚନ୍ଦ୍ରଯାନ-୩’ ଉତ୍‌କ୍ଷେପଣ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ବହୁ ପ୍ରତୀକ୍ଷିତ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରଯାନ-୩’ର ଉତକ୍ଷେପଣ ତାରିଖରେ ପରିବର୍ତ୍ତନ କରାଯାଇଛି। ଆସନ୍ତା ଜୁଲାଇ ୧୩ରେ ‘ଚନ୍ଦ୍ରଯାନ-୩’ର ଉତ୍‌କ୍ଷେପଣ ନେଇ…
Read More...

ଏକକ ନାଗରିକ ସଂହିତାକୁ ବିରୋଧ; ଅଗଷ୍ଟ ୭ରେ ଭାରତ ବନ୍ଦ ଡାକରା

କେନ୍ଦୁଝରଗଡ଼: ୟୁନିଫର୍ମ ସିଭିଲ କୋର୍ଡ ବା ଏକକ ନାଗରିକ ସଂହିତାକୁ ବିରୋଧ କରି ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ ସଭା ଅନୁଷ୍ଠିତ…
Read More...

ଜିଲାରୁ ୧୦ ଥାନାଧିକାରୀ ଓ ଜଣେ ଫାଣ୍ଡି ଅଧିକାରୀଙ୍କୁ ରେଞ୍ଜ ବଦଳି

କେନ୍ଦୁଝରଗଡ଼: ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପୁଲିସ ଅଧିକାରୀସ୍ତରରେ ବ୍ୟାପକ ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ କେନ୍ଦୁଝର ଜିଲାର ବିଭିନ୍ନ ଥାନାରେ କାର୍ଯ୍ୟରତ ୧୦ ଥାନା ଅଧିକାରୀ ଓ ଜଣେ…
Read More...

ପୁରୁଣାକଟକରେ ବିଜେପିର ମଣ୍ଡଳସ୍ତରୀୟ ମହା ଜନସମ୍ପର୍କ ସମ୍ମିଳନୀ

ହରଭଙ୍ଗା : ହରଭଙ୍ଗା ବ୍ଲକ୍ ପୁରୁଣାକଟକ କଲ୍ୟାଣ ମଣ୍ଡପଠାରେ ଗୁରୁବାର ବିଜେପି ପୁରୁଣାକଟକ ମଣ୍ଡଳ ସ୍ତରୀୟ ମହା ଜନ ସମ୍ପର୍କ ଅଭିଯାନ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୁରୁଣାକଟକ ମଣ୍ଡଳ ସଭାପତି ବାମନ ବାରିକ…
Read More...

‘କେନ୍ଦ୍ରୀୟ ଯୋଜନାକୁ ହାଇଜାକ କରି ନିଜର କହୁଛନ୍ତି ରାଜ୍ୟ ସରକାର’

କଲମପୁର: କେନ୍ଦ୍ର ସରକାରଙ୍କ ଗରିବ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛି ଖାଦ୍ୟ ସୁରକ୍ଷା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା। କିନ୍ତୁ ଓଡ଼ିଶା ସରକାର ଏହି ସମସ୍ତ ଯୋଜନାକୁ ହାଇଜାକ କରି ନିଜ ସରକାର କରିଥିବା…
Read More...

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ବାଲିମେଳା ଗସ୍ତ

ବାଲିମେଳା: କେନ୍ଦ୍ର ଆଦିବାସୀ କଲ୍ୟାଣ ଓ ଜଳ ସମ୍ପଦ ବିଭାଗ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଦୁଇ ଦିନିଆ ମାଲକାନଗିରି ଜିଲା ଗସ୍ତରେ ଯାଇଛନ୍ତି। ବୁଧବାର ରାତିରେ ବାଲିମେଳା ସ୍ଥିତ ପଟେରୁ ଜଳ ସେଚନ ବିଭାଗର ଡାକ ବଙ୍ଗଳାରେ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଭଦ୍ରକ ଖଣ୍ଡତଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ଖାଇ ୨୫ ଛାତ୍ରଛାତ୍ରୀ ଅସୁସ୍ଥ.. ଅଗଷ୍ଟ ୭ରେ କୋର୍ଟରେ ହାଜର ହେବେ କଂଗ୍ରେସ ନେତା ଅଶୋକ ଗେହଲଟ.. ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ…
Read More...

ପୁଣି ସାଇଫୋନରେ ଅଘଟଣ; ଭାସିଗଲେ ଯୁବକ

ବୁର୍ଲା: କିଛିଦିନ ଅନ୍ତରାଳେ ବୁର୍ଲା ସାଇଫୋନରେ ପୁଣି ଏକ ଅଘଟଣ ଘଟିଛି। ଏହି ବିପଦପୂର୍ଣ୍ଣ ସ୍ଥାନ ସାଇଫୋନରେ ଭାସିଯାଇ ଅନେକ ଅଘଟଣ ଘଟିଥିବା ସତ୍ତ୍ବେ ସଦାସର୍ବଦା ଏଠାକୁ ଯୁବପିଢ଼ିଙ୍କ ଆଗମନ ଉପରେ ରୋକ ଲାଗି…
Read More...

ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ ମନୀଷ ସିସୋଦିଆ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଦିଲ୍ଲୀ ମଦ ଦୁର୍ନୀତିରେ ଉଭୟ ସିବିଆଇ ଏବଂ ଇଡି ମାମଲାରେ ହାଇକୋର୍ଟଙ୍କ ଜାମିନ ନାମଞ୍ଜୁର ଆଦେଶକୁ…
Read More...

ଦୁର୍ଗମ ଗ୍ରାମ ଡେଙ୍ଗାକୁଲ୍‌ର ବିକାଶ କେବେ ?

ଗୁଣୁପୁର: ବିକାଶ ନାଁରେ କୋଟି କୋଟି ଟଙ୍କା ଅନୁଦାନ ଆସୁଥିଲେ ମଧ୍ୟ ବିକାଶ କିପରି ହେଉଛି ତାର ନଗ୍ନଚିତ୍ର ଦେଖିବାକୁ ମିଳୁଛି ଜିଲ୍ଲାର ଉପାନ୍ତ ଅଞ୍ଚଳରେ। ଗମନାଗମନ, ପାନୀୟ ଜଳ, ରାସ୍ତା, ସ୍ବାସ୍ଥ୍ୟ, ଶିକ୍ଷା,…
Read More...

ମନରେଗା ଦୁର୍ନୀତି ରୋକିବାକୁ ସଚେତନତା ବାର୍ତ୍ତା ଦେଲେ ଯୁବ ଗୋଷ୍ଠି

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଉପାନ୍ତ ଲାଞ୍ଜି ଗ୍ରାମପଞ୍ଚାୟତରେ ପୁଣି ମନରେଗା ଯୋଜନାର ଦୁର୍ନୀତି ରୋକିବା ନେଇଁ ବାଇକ୍ ରାଲି ମାଧ୍ୟମରେ ପଞ୍ଚାୟତର ବିଭିନ୍ନ ଗାଁରେ ସଚେତନତା ବୈଠକ ଅନୁଷ୍ଠିତ…
Read More...

୫-ଟି ସଚିବଙ୍କ ହରଭଙ୍ଗା ଗସ୍ତ; ୭ଦିନ ମଧ୍ୟରେ ଘୋଷଣା ହେବ ପ୍ୟାକେଜ୍‌‌

ହରଭଙ୍ଗା: ୫-ଟି ସଚିବ ଭି.କେ ପାଣ୍ଡିଆନ ବୁଧବାର ହରଭଙ୍ଗା ଗସ୍ତରେ ଆସି ବ୍ଲକର ବାମଣ୍ଡା ଡିଗ୍ରୀ କଲେଜ, ବଡ଼ବନ୍ଧ ସରକାରୀ କନ୍ୟାଶ୍ରମ ଭଳି ଦୁଇଟି ଶିକ୍ଷାନୁଷ୍ଠାନ ପରିଦର୍ଶନ କରିଛନ୍ତି। ଶେଷରେ ଭୈରବୀ ମନ୍ଦିର ପହଞ୍ଚି…
Read More...

୧୧ ବାଘ ଶିକାରୀ ଗିରଫ: ବାଘ ଛାଲ, ନଖ ଓ ମାଂସ ଜବତ

ବାଲିଗୁଡ଼ା: ଜଙ୍ଗଲରେ କଲରାପତରିଆ ବାଘ ଶିକାର କରି ଛାଲ, ନଖ ବାହାରକରି ମାଂସ ଭାଗ ବାଣ୍ଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ରାଇକିଆ ବନାଞ୍ଚଳର ବାରବା ସେକ୍ସନର ବାଦଗଡ଼…
Read More...

୨୮ମାସର ବକେୟା ପ୍ରାପ୍ୟ ଦାବିରେ ଓଡ଼ିଶା ରାଜ୍ୟ ରିଟେଲର ମହାସଂଘର ଧାରଣା 

କେନ୍ଦୁଝରଗଡ଼: ମହାମାରୀ କରୋନା ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ହିତାଧିକାରୀଙ୍କୁ ୨୨ମାସ ଚାଉଳ ଯୋଗାଣ ଏବଂ ଚଳିତବର୍ଷ ଜାନୁଆରୀରୁ ଜୁନ ପର୍ଯ୍ୟନ୍ତ ୬ମାସକୁ ମିଶାଇ ମୋଟ ୨୮ମାସର ପାରିଶ୍ରମିକ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ବାସଭବନ ଘେରିଲା ଛାତ୍ର କଂଗ୍ରେସ.. ପନିପରିବା ଦର ବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସର ବିକ୍ଷୋଭ.. ପରିବା ଫିଙ୍ଗି ପ୍ରତିବାଦ.. ବଦଳିଲା ସହକାରୀ ପ୍ରାଧ୍ୟାପକ…
Read More...

ଅଜଣା ବୋଲେରୋ ଧକ୍କାରେ ଶିକ୍ଷକ ଗୁରୁତର

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତରେ ଥିବା ବୁଡ଼ାଗୁଡା ସେବାଶ୍ରମ ନିକଟରେ ଜଣେ ଶିକ୍ଷକଙ୍କୁ ଅଜଣା ବୋଲେରୋ ଧକ୍କା ଦେଇ ଫେରାର ହୋଇଯାଇଛି। ଫଳରେ ଶିକ୍ଷକ ଜଣକ ଗୁରୁତର ଭାବେ ଆହତ…
Read More...

ଜିଲା ଆଦିବାସୀ ସଂଘର ଟିଟିଲାଗଡ଼ ଥାନା ଘେରାଉ

ଟିଟିଲାଗଡ଼: ଟିଟିଲାଗଡ଼ ଥାନା ଅନ୍ତର୍ଗତ ମହଦା ଗ୍ରାମରେ ପାର୍କ ନିର୍ମାଣ ନେଇ ଦୀର୍ଘ ମାସ ଧରି ଆଦିବାସୀ ସଂଘ ପ୍ରଶାସନ ନିକଟରେ ଦାବି କରି ଆସିଛି। ଏନେଇ ଆଦିବାସୀ ସଂଘର ଅନୁରୋଧ କ୍ରମେ ରାଜ୍ୟସଭା ସାଂସଦ ନିରଞ୍ଜନ…
Read More...

ଟିପିଡବ୍ଲ୍ୟୁଓଡିଏଲ୍‌‌ର ଚରମ ଅବହେଳା ଯୋଗୁଁ ଘନଘନ ବିଦ୍ୟୁତ କାଟ; ତ୍ରୁଟିପୂର୍ଣ୍ଣ ବିଲ୍‌‌ ଓ ଜୁଲୁମ୍‌‌ରେ ଅତିଷ୍ଠ…

ଦେବଗଡ଼: ଟିପିଡବ୍ଲ୍ୟୁଓଡିଏଲ୍‌‌ର ଚରମ ଅବହେଳା ଓ ମନମୁଖି କାର୍ଯ୍ୟ ଯୋଗୁଁ ଦେବଗଡ଼ ଜିଲାରେ ଘନଘନ ବିଦ୍ୟୁତ ବିଭ୍ରାଟ ଦେଖିବାକୁ ମିଳିଛି। ବିଭାଗର ଏଭଳି ଅଘୋଷିତ ବିଦ୍ୟୁତ ବିଭ୍ରାଟ ଯୋଗୁଁ ଦେବଗଡ଼ ଜିଲାବାସୀ ଅତିଷ୍ଠ ହୋଇ…
Read More...

ରାଜଧାନୀରେ କୋର୍ଟ ପରିସରରେ ଗୁଳିକାଣ୍ଡ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ସ୍ଥିତ ତିସ୍‌ ହଜାରୀ କୋର୍ଟ ପରିସରରେ ଗୁଳିକାଣ୍ଡ ଘଟିଛି। ତେବେ ଏଥିରେ ମୃତାହତ ନେଇ କୌଣସି ସୂଚନା ନାହିଁ। ଓକିଲଙ୍କ ମଧ୍ୟରେ ଯୁକ୍ତିତର୍କ ପରେ ଏହି ଘଟଣା ଘଟିଥିବା ପୁଲିସ କହିଛି।…
Read More...

୭ଦଫା ଦାବିରେ ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତିର ସ୍ମାରକପତ୍ର ପ୍ରଦାନ

କେନ୍ଦୁଝରଗଡ଼: ଅଖିଳ ଭାରତୀୟ ରାଜ୍ୟ ସରକାରୀ କର୍ମଚାରୀ ମହାସଂଘ ଆହ୍ୱାନକ୍ରମେ ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି ନିଷ୍ପତ୍ତିକ୍ରମେ କେନ୍ଦୁଝର ଜିଲା ଶାଖା ପକ୍ଷରୁ ୭ ଦଫା ଦାବିରେ ଜିଲାପାଳଙ୍କ ଜରିଆରେ…
Read More...

ବିଦ୍ୟାଳୟ ସମ୍ମୁଖ ରାସ୍ତା ଉପରେ ଭାସୁଛି ନର୍ଦ୍ଦମା ପାଣି; ବୃଦ୍ଧି ପାଉଛି ଅସନ୍ତୋଷ

କେନ୍ଦୁଝରଗଡ଼: ମାଇନିଂ ଗାୟତ୍ରୀ ମନ୍ଦିର ରୋଡରୁ କାଶୀପୁର ଦେଇ ଯାଇଥିବା ରାସ୍ତା ଯେ କେହି ବ୍ୟକ୍ତି ଦେଖିଲେ ‘ସବୁଜ ସୁନ୍ଦର-ଆମ କେନ୍ଦୁଝର’ ନାରା ଦେଇ ଆସୁଥିବା କେନ୍ଦୁଝରଗଡ଼ ପୌରପାଳିକାର ବାସ୍ତବ ଚିତ୍ରକୁ ଭୁଲିପାରିବ…
Read More...

ରାମସାଗରଠାରେ ୭୪ତମ ବନମହୋତ୍ସବ ପାଳିତ

କଲମପୁର : ଥୁଆମୁଳ ରାମପୁର ଦକ୍ଷିଣ ବନାଞ୍ଚଳ ଅନ୍ତର୍ଗତ କଲମପୁର ବନପାଳଙ୍କ ଅଧିନରେ ଥିବା ସିଙ୍ଗାରୀ ସଂରକ୍ଷିତ ଜଙ୍ଗଲର ରାମସାଗର ଜଙ୍ଗଲଠାରେ ମଙ୍ଗଳବାର ୭୪ତମ ବନୋମହୋତ୍ସବ ପାଳନ କରାଯାଇଛି। ଥୁଆମୁଳ ରାମପୁର ବନାଞ୍ଚଳ…
Read More...

ତହସିଲଦାରଙ୍କ ପ୍ରତିଶ୍ରୁତି ପରେ କଲମପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖ ଗଣଧାରଣା ପ୍ରତ୍ୟାହୃତ

କଲମପୁର : ଘୂର୍ଣ୍ଣିଝଡ଼ କ୍ଷତିଗ୍ରସ୍ତଙ୍କ ସଠିକ ଆକଳନ କରି ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ଦାବିରେ ସୋମବାରଠାରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଗଣଧାରଣା ପ୍ରତ୍ୟାହୃତ ହୋଇଛି। ତହସିଲଦାର ରୁଦ୍ର…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଦେଢ଼ ମାସର ଶିଶୁ କନ୍ୟାର ତଣ୍ଟି ଚିପି ହତ୍ୟା କଲା ମାଆ.. ଆଳି ଥାନା ପଦନୀପାଳ ଗାଁରେ ଝିଅକୁ ମାରି ଦେଇଥିବା ଅଭିଯୋଗ.. ବିଜେବି କଲେଜରେ ଛାତ୍ର ଅଶାନ୍ତି.. ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ.. ଜଣକୁ ମାରପିଟ ସହିତ…
Read More...

ଅବହେଳିତ ମେରାମଣ୍ଡଳୀ ରେଳ ଷ୍ଟେସନ୍

କାମାକ୍ଷାନଗର: ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ୍ ଅନ୍ତର୍ଗତ ମେରାମଣ୍ଡଳୀ ରେଲୱେ ଷ୍ଟେସନ୍ ଦକ୍ଷିଣ ପୂର୍ବ ରେଳ ବିଭାଗର ଏକ ପ୍ରମୁଖ ରେଳ ଷ୍ଟେସନ୍। ଯାହାକୁ ୧୯୨୩ ମସିହାରେ ପ୍ରତିଷ୍ଠା କରାଯାଇଥିଲା। ଏହି ବାଟ ଦେଇ…
Read More...

ପ୍ରଦୀପ ମହାରଥୀଙ୍କ ଜୟନ୍ତୀ ଅବସରରେ ରକ୍ତଦାନ ଶିବିର; ୧୨୬ ୟୁନିଟ୍‌‌ ରକ୍ତ ସଂଗ୍ରହ

ପିପିଲି: ପୂର୍ବତନ ମନ୍ତ୍ରୀ ତଥା ପିପିଲିର ଦିବଂଗତ ନେତା ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ୬୮ତମ ଜନ୍ମ ଜୟନ୍ତୀ ଅବସରରେ ସ୍ଥାନୀୟ ବିଜେଡି କାର୍ଯ୍ୟାଳୟ ପରିସରରେ ଏକ ବୃହତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ…
Read More...

କର୍ମୀ ସମ୍ମିଳନୀରେ ହଟହଟା ହେଲେ ପରଜଙ୍ଗ ବିଧାୟକ

କାମାକ୍ଷାନଗର: କାମାକ୍ଷାନଗର ଉପଖଣ୍ଡର ପରଜଙ୍ଗ ନିର୍ବାଚନ ମଣ୍ଡଳୀ କଙ୍କଡାହାଡ଼ ବ୍ଲକ କଣ୍ଟାପାଳରେ କର୍ମୀ ସମ୍ମିଳନୀକୁ ଯାଇ ହଟହଟା ହେଲେ ବିଧାୟକ ନୃସିଂହ ଚରଣ ସାହୁ। ସାଥିରେ ଥିଲେ ନୂତନ ପର୍ଯ୍ୟବେକ୍ଷକ ଦାୟିତ୍ୱ…
Read More...

ମାନହାନି ମାମଲାରେ ରାହୁଲଙ୍କୁ ଆଶ୍ବସ୍ତି

ରାଞ୍ଚି: ମାନହାନି ମାମଲାକୁ ନେଇ ଅଡ଼ୁଆରେ ଫସିଥିବା ରାହୁଲ ଗାନ୍ଧୀଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟରୁ ଆଶ୍ବସ୍ତି ମିଳିଛି। ମଙ୍ଗଳବାର ହାଇକୋର୍ଟ ରାହୁଲ ଗାନ୍ଧୀଙ୍କ ବିରୋଧରେ କୌଣସି ପ୍ରକାର ଦଣ୍ଡବିଧାନ କରିବା ଉପରେ ସାମୟିକ…
Read More...

ଚାଷଜମିକୁ ଯାଇଥିଲେ, ଦଳିଦେଲା ହାତୀ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ପଞ୍ଚାୟତ ନିୟମଗିରି ପାହାଡ଼ର ପାଦ ଦେଶର ଥିବା ବେରେନପିଣ୍ଡା ଗ୍ରାମର ରାଇ ମାଝୀ(୫୫) ନାମକ ବ୍ୟକ୍ତିଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। ଏହି ଘଟଣାଟି…
Read More...

ଘୂର୍ଣ୍ଣିଝଡ଼ ପ୍ରଭାବିତଙ୍କୁ ସହାୟତା ଦାବିରେ ବିଜେପିର ଗଣଧାରଣା

କଲମପୁର: ଗତ ମେ’ ମାସ ୨୬ ତାରିଖ ଦିନ କଲମପୁର ଅଞ୍ଚଳରେ ଦେଖା ଦେଇଥିଲା ଭୟାବହ ଘୂର୍ଣ୍ଣିଝଡ଼। ଯାହାର ପ୍ରଭାବରେ ଉପୁଡ଼ ପଡ଼ିଥିଲା ବଡ ବଡ ଗଛ। ଭାଙ୍ଗି ଧରାଶାୟୀ ହେଇଥିଲା ବିଦ୍ୟୁତ୍‌‌ ଖୁଣ୍ଟ। ଅନେକ ଘର ଉପରେ ଗଛ ଏବଂ…
Read More...

ବିଜେପି ପକ୍ଷରୁ ପିପିଲି-ନିମାପଡ଼ା ରାଜପଥ ଅବରୋଧ

ପିପିଲି: ପିପିଲି ଥାନା ଅନ୍ତର୍ଗତ ଜଗନ୍ନାଥପୁରଠାରୁ ବିନାୟକପୁରକୁ ସଂଯୋଗ କରୁଥିବା କେନାଲବନ୍ଧ ରାସ୍ତାରେ ବାଲିବୋଝେଇ ଟ୍ରକ୍‌‌ ଓ ହାଇୱା ଗାଡ଼ି ଚଳାଚଳକୁ ସଂପୂର୍ଣ୍ଣ ବନ୍ଦ କରାଯିବା ଓ ରାସ୍ତାରେ ହୋଇଥିବା ଖାଲଖମାକୁ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ହୋଟେଲ ରୁମରୁ ଯୁବତୀଙ୍କ ମୃତଦେହ ଉଦ୍ଧାର.. ଜଟଣୀ ସୀତାରାମ ଛକ ନିକଟ ଏକ ହୋଟେଲ ରୁମରୁ ଉଦ୍ଧାର.. ୬୫ ଲକ୍ଷ ଆକାଉଣ୍ଟ ରଦ୍ଦ କଲା ହ୍ବାଟ୍ସଆପ୍.. ନୂତନ ନିୟମରେ ସମସ୍ୟା ଥିବାରୁ ଏହି ପଦକ୍ଷେପ ନିଆଯାଇଥିବା ସୂଚନା..…
Read More...

ମନୀଷ ସିସୋଦିଆଙ୍କୁ ବଡ଼ ଝଟ୍‌କା; ଜାମିନ ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ବଡ଼ ଝଟ୍‌କା ଲାଗିଛି। ଦିଲ୍ଲୀ ଅବକାରୀ ନୀତି ସହ ଜଡ଼ିତ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ…
Read More...

ଲମ୍ବା ଜଟା.. ମଥାରେ ଭସ୍ମ.. ଗଳାରେ ରୁଦ୍ରାକ୍ଷ, ଭିନ୍ନ ଅବତାରରେ ଅକ୍ଷୟ

ମୁମ୍ବଇ: ବଲିଉଡ଼ ଅଭିନେତା ଅକ୍ଷୟ କୁମାର ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଓଏମ୍‌ଜି ୨’କୁ ନେଇ ଏବେ ଚର୍ଚ୍ଚାରେ। କିଛି ଦିନ ତଳେ ଫିଲ୍ମର ପୋଷ୍ଟର ସହ ଏହାର ମୁକ୍ତିଲାଭ ତାରିଖ ଘୋଷଣା କରାଯାଇଥିଲା। ଏବେ ପୁଣି ଏହି…
Read More...

ଆଉ ନାହାନ୍ତି ବଲିଉଡ଼ ଅଭିନେତା ହରିଶ ମାଗନ

ମୁମ୍ବଇ: ବଲିଉଡ଼ ଅଭିନେତା ହରିଶ ମାଗନଙ୍କ ପରଲୋକ ଘଟିଛି। ରବିବାର ୭୬ ବର୍ଷ ବୟସରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ‘ଗୋଲ୍‌ମାଲ୍’, ‘ନମକ ହଲାଲ’ ଏବଂ ‘ଇନକାର’ ଆଦି ଚଳଚ୍ଚିତ୍ରରେ ତାଙ୍କର ଉତ୍କୃଷ୍ଟ ଅଭିନୟ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଭୁବନେଶ୍ବର କେଦାରଗୌରୀ ମନ୍ଦିରର ଗୋଟିଏ ପାର୍ଶ୍ବ ପାଚେରୀ ଭାଙ୍ଗିଲା.. ବିନା ଅନୁମତିରେ ପାଚେରୀ ଭଙ୍ଗାଯାଇଥିବା ଏଏସଆଇର ଅଭିଯୋଗ.. ମନ୍ଦିର ସୁରକ୍ଷା କର୍ମୀଙ୍କ ବାରଣ ସତ୍ତ୍ବେ ପାଚେରୀ ଭାଙ୍ଗିଲେ ଠିକାଦାର.. ଡ୍ରେନ…
Read More...

ଆନ୍ଧ୍ର ସଡ଼କ ଦୁର୍ଘଟଣାରେ ଦୁଇ ଓଡ଼ିଆ ଶ୍ରମିକ ମୃତ

ପାତ୍ରପୁର: ପାତ୍ରପୁର ବ୍ଲକ ବରଙ୍ଗ ପଞ୍ଚାୟତର ଦୁଇ ଜଣ ଦାଦନ ଶ୍ରମିକଙ୍କର ଆନ୍ଧ୍ର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତ ଦୁଇ ଶ୍ରମିକ ହେଉଛନ୍ତି ବରଙ୍ଗ ପଞ୍ଚାୟତ ସନ୍ତୋଷପୁର ଗ୍ରାମର କେ ଡାରକେଶୁ(୨୨) ଏବଂ…
Read More...

ଦୁଇ ଟ୍ରକ ମଝିରେ ଚାପି ହୋଇ ୨ ମୃତ 

ଅନୁଗୁଳ : ୫୫ନମ୍ବର ଜାତୀୟ ରାଜପଥ କରଡ଼ାଗାଡ଼ିଆ ଛକରେ ରବିବାର ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଥିବା ବେଳେ ଉଭୟଙ୍କ ପରିଚୟ ମିଳିପାରିନାହିଁ। ଏକ ବାଇକରେ ବାଡ଼ାକେରାରୁ ଅନୁଗୋଳ…
Read More...

ମହାରାଷ୍ଟ୍ର ରାଜନୀତିରେ ନୂଆ ମୋଡ଼: ଏନସିପି ଦୁଇ ଭାଗ, ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ

ମୁମ୍ବଇ: ମହାରାଷ୍ଟ୍ର ରାଜନୀତିରେ ପୁଣି ଥରେ ହଇଚଇ ସୃଷ୍ଟି ହୋଇଛି। ମହାରାଷ୍ଟ୍ରର ଶିବସେନା-ବିଜେପିର ଅନ୍ୟତମ ବିରୋଧୀ ଦଳ ଏନସିପି ଭାଗ ଭାଗ ହୋଇଯାଇଛି। ଏନସିପିର ବରିଷ୍ଠ ନେତା ଅଜିତ ପାୱାର ବିରୋଧୀ ଦଳ ନେତା ପଦ…
Read More...

ବିଶ୍ଵନାଥପୁର ରେଞ୍ଜ ପକ୍ଷରୁ ବ୍ଲକସ୍ତରୀୟ ୭୪ତମ ବନମହୋତ୍ସବ ପାଳନ

ଲାଞ୍ଜିଗଡ଼: ଏକ ସୁସ୍ଥ ପରିବେଶ ଗଠନ ନିମନ୍ତେ ସବୁଜ ବନାନୀର ଆବଶ୍ୟକତା ରହିଛି। ପ୍ରାଣୀ ଓ ଉଦ୍ଭିଦ ପରସ୍ପର ନିର୍ଭରଶୀଳ। ବୃକ୍ଷ ଲତା ବିନା ପ୍ରାଣୀ ଜଗତ ବଞ୍ଚିବା ଅସମ୍ଭବ। ତେଣୁ ବୃକ୍ଷ ଲତାର ରକ୍ଷଣାବେକ୍ଷଣ ସହ ଯତ୍ନ…
Read More...

କଳାହାଣ୍ଡି ବିଶ୍ଵବିଦ୍ୟାଳୟର +୩ ବିଜ୍ଞାନ, କଳା ଓ ବାଣିଜ୍ୟ ଫଳ ଘୋଷଣା; ପାସ୍ ହାର ୬୧%

ଭବାନୀପାଟଣା: କଳାହାଣ୍ଡି ମହାବିଦ୍ୟାଳୟ ବିଶ୍ଵବିଦ୍ୟାଳୟର ମାନ୍ୟତା ପାଇବା ପରେ ପ୍ରଥମ କରି +୩(ୟୁଜି) ବିଜ୍ଞାନ, କଳା ଓ ବାଣିଜ୍ୟର ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ପାସ୍‌ ହାର ୬୧ ପ୍ରତିଶତ ରହିଛି।…
Read More...

ମୋଟରସାଇକେଲ ଦୁର୍ଘଟଣାଗ୍ରସ୍ତ: ୧ ମୃତ, ଜଣେ ଗୁରୁତର

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଜକିକିଆ ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ମୋଟରସାଇକେଲ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଆଉଜଣେ…
Read More...

‘ଚନ୍ଦ୍ରମୁଖୀ-୨’ର ମୁକ୍ତିଲାଭ ତାରିଖ ଘୋଷଣା କଲେ କଙ୍ଗନା

ମୁମ୍ବାଇ: କଙ୍ଗନା ରାଣାୱତ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଚନ୍ଦ୍ରମୁଖୀ ୨’ର ମୁକ୍ତିଲାଭ ତାରିଖ ଘୋଷଣା କରିଛନ୍ତି। ଇନ୍‌ଷ୍ଟାଗ୍ରାମରେ ରିଲିଜ୍‌ ତାରିଖ ଘୋଷଣା କରିବା ସହ ରାଘବ ଲରେନ୍ସଙ୍କ ପ୍ରଥମ ଲୁକ୍‌ ପୋଷ୍ଟର ଶେୟାର…
Read More...

ପାଚିକା ସହାୟିକା ମଜଦୂର ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ମ.ରାମପୁର: କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ପାଚିକା ସହାୟିକା ମଜଦୂର ସଂଘ ପକ୍ଷରୁ ୬ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି।…
Read More...

ଗୌରୀ ମିଶ୍ର ହତ୍ୟାକାଣ୍ଡ; ରହସ୍ୟ ଚପାଇ ଦେବାକୁ ଉଦ୍ୟମ

ଗୁଣୁପୁର: ଗୁଣୁପୁର ବଂଶଧାରା ନଦୀ ପୋଲ ଉପରେ ଆଶା ସଂସ୍ଥାର ନିର୍ଦେଶକ ଗୌରୀ ମିଶ୍ରଙ୍କୁ ଗୁଳିକରି ହତ୍ୟା ଘଟଣାରେ ପୁଲିସ ଯେତେ ଖୋଳୁଛି ସେତେ ନୂଆନୂଆ ତଥ୍ୟ ବାହାରକୁ ଆସୁଛି। ଗତ ମେ’ ମାସ ୧୩ ତାରିଖ ରାତି ୯.୪୦…
Read More...

କୁଟୁନିପଦର ଜଙ୍ଗଲରୁ ୩ କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ; ୫ ମାଫିଆ ଫେରାର

ଫୁଲବାଣୀ : କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକରେ ବାରମ୍ବାର ଗଞ୍ଜେଇକୁ ନେଇ ଚଢ଼ାଉ ଜାରି ରହିଥିବା ବେଳେ ପୁଣି ଫିରିଙ୍ଗିଆ ପୁଲିସ ଶୁକ୍ରବାର ବ୍ଲକର କାଶିନୀପଦର ପଞ୍ଚାୟତ କୁଟୁଣିପାଦର ଗାଁ ନିକଟ ଜଙ୍ଗଲର ଏକ କୁଡ଼ିଆରୁ ୩…
Read More...

ଜିଲାସ୍ତରୀୟ ଆଣ୍ଟି ମ୍ୟାଲେରିଆ ମାସ ଅଭିଯାନ-୨୦୨୩ ଅନୁଷ୍ଠିତ

ଫୁଲବାଣୀ: ଜିଲାସ୍ତରୀୟ ଆଣ୍ଟି ମ୍ୟାଲେରିଆ ମାସ ଅଭିଯାନ-୨୦୨୩ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ବୈଠକରେ ଅଧ୍ୟକ୍ଷତା କରି ଜିଲା ମୁଖ୍ୟ…
Read More...

ଲୋମଶକନ୍ୟା ରେବତୀ କଥା ମନେପକାଇଲେ ଜିଲାପାଳ; ୨୦ହଜାର ଟଙ୍କା ସହ ଶାଢି ଓ ଶୁଖିଲା ଖାଦ୍ୟ ସହାୟତା

ହରଭଙ୍ଗା: ପାହାଡ଼ି ଲୋମଶକନ୍ୟା ରେବତୀ କହଁରଙ୍କ ବାସ୍ତବ ଜୀବନରେ ପ୍ରତିଫଳିତ ହେଉଛି ବହୁପରିଚିତ ଗାଳ୍ପିକ ଫକୀର ମୋହନ ସେନାପତିଙ୍କ ରଚିତ ବାପା, ମାଆ ଛେଉଣ୍ଡ ରେବତୀର କାହାଣୀ। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତଳଗାଁ…
Read More...

ଓଟିଟିରେ ରିଲିଜ୍‌ ହେଲା ଇରଫାନଙ୍କ ଶେଷ ଚଳଚ୍ଚିତ୍ର ‘ଦି ସଙ୍ଗ୍‌ ଅଫ୍‌ ସ୍କର୍ପିୟନ୍ସ’

ମୁମ୍ବାଇ: ଅଭିନେତା ଇର୍‌ଫାନ ଖାନ ଆଉ ଏହି ଦୁନିଆରେ ନାହାନ୍ତି। କିନ୍ତୁ ତାଙ୍କ ଅଭିନୟ ଏବଂ ଚଳଚ୍ଚିତ୍ର ମାଧ୍ୟମରେ ସେ ଆଜି ବି ପ୍ରଶଂସକଙ୍କ ହୃଦୟରେ ରହିଛନ୍ତି। ଇରଫାନଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଅଭିନେତାଙ୍କ…
Read More...

ଗ୍ରାମାଞ୍ଚଳର ମାଣ୍ଡିଆ ଜାତୀୟ କ୍ଷୁଦ୍ର ଶସ୍ୟ ଖାଦ୍ୟ ଆମାଜନରେ ବିକ୍ରି ହେବ !

ଚାନ୍ଦିପୁଟ: ଲୋପ ପାଇବାକୁ ବସିଥିବା ମାଣ୍ଡିଆ ଜାତୀୟ ଫସଲର ପୁନଃ ଉଦ୍ଧାର ସହ ବହୁଳ ବ୍ୟବହାର ଉପଯୋଗୀ କରିବା ଉଦ୍ଦେଶ୍ୟରେ ଚଳିତବର୍ଷ ଅନ୍ତର୍ଜାତୀୟ ସ୍ତରରେ ମିଲେଟ ମିଶନ ବର୍ଷ ମାଧ୍ୟମରେ ସରକାର ବିଭିନ୍ନ କାର୍ଯ୍ୟକ୍ରମ…
Read More...

କେନ୍ଦୁଝରରେ ଇଦ୍‌ଉଲ୍‌ଜୁହା ପାଳିତ 

କେନ୍ଦୁଝରଗଡ଼: ତ୍ୟାଗ ଓ ବଳିଦାନର ପର୍ବ ଇଦ୍‌ଉଲ୍‌ଜୁହା କେନ୍ଦୁଝର ସହରରେ ହର୍ଷଉଲ୍ଲାସର ସହ ପାଳିତ ହୋଇଯାଇଛି। ଗୁରୁବାର ସକାଳୁ ଇସ୍‌‌ଲାମ ଧର୍ମାବଲମ୍ବୀ ଭାଇଭଉଣୀମାନେ ନୂତନ ବସ୍ତ୍ର ପରିଧାନ କରି ସର୍ବଶକ୍ତିମାନ…
Read More...

ବ୍ରହ୍ମାକୁମାରୀଙ୍କ ପକ୍ଷରୁ ୯ଦିନ ବ୍ୟାପୀ ଆଧ୍ୟାତ୍ମିକ ଚିତ୍ର ପ୍ରଦର୍ଶନୀ 

କେନ୍ଦୁଝରଗଡ଼: ପବିତ୍ର ରଥଯାତ୍ରା ଅବସରରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ କେନ୍ଦୁଝର ସେବାକେନ୍ଦ୍ର ପକ୍ଷରୁ ବଡଦାଣ୍ଡରେ ବିଶ୍ୱ ନବନିର୍ମାଣ ଆଧ୍ୟାତ୍ମିକ ଚିତ୍ର ପ୍ରଦର୍ଶନୀ ଓ ଜଳଛତ୍ର…
Read More...

ଶ୍ରୀଜୀଉଙ୍କୁ ସୁନାବେଶରେ ଦର୍ଶନ କଲେ ଲକ୍ଷାଧିକ ଭକ୍ତ; ଶୁକ୍ରବାର ରାତି ନିଳାଦ୍ରୀ ବିଜେ

କେନ୍ଦୁଝରଗଡ଼: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉ, ଦେବୀ ସୁଭଦ୍ରା ଓ ପ୍ରଭୁ ଶ୍ରୀଜଗନ୍ନାଥ ଗୁରୁବାର ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଧାର୍ଯ୍ୟ ସମୟ ୪ଟାରେ ତିନି ଦିଅଁଙ୍କୁ ସୁନାବେଶରେ…
Read More...

ଜଗନ୍ନାଥ ସଡ଼କରେ ବାଟଭୋଗ ସଂପନ୍ନ

ପିପିଲି: ପବିତ୍ର ହରିଶୟନ ଏକାଦଶୀ ତିଥି ଅବସରରେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ତଥା ଜଗନ୍ନାଥ ସଡ଼କର ବିଭିନ୍ନ ଗ୍ରାମ୍ୟଛକଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ବାଟଭୋଗ ଅର୍ପଣ କରାଯାଇଛି। ଏହି ନିଆରା…
Read More...

ଭିଡିଓ କନଫରେନ୍ସିଂ ମାଧ୍ୟମରେ ନୂତନ ଜିଲା ଅଦାଲଦ ପରିସର ଶିଳାନ୍ୟାସ

ଫୁଲବାଣୀ: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡଃ ଜଷ୍ଟିସ୍‌‌ ଏସ୍‌‌. ମୁରଲୀଧର ଗୁରୁବାର କନ୍ଧମାଳ ଜଜସିପ୍‌‌ ଫୁଲବାଣୀଠାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନୂତନ ଜିଲ୍ଲା ଅଦାଲତ ପରିସରର ଶିଳାନ୍ୟାସ କରିଛନ୍ତି। ଏହି…
Read More...

ସ୍କୁଟି ଦୁର୍ଘଟଣାରେ ଅଙ୍ଗନବାଡ଼ି କର୍ମୀ ମୃତ; ଦିଅର ଆହତ

ଦେବଗଡ଼: ରିଆମାଳ ଥାନା ଅନ୍ତର୍ଗତ କୀର୍ତନପାଲି ଛକଠାରେ ୪୯ ନମ୍ବର ଜାତୀୟ ରାଜପଥରେ ଗୁରୁବାର ଦୁଇ ସ୍କୁଟର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଅଙ୍ଗନବାଡ଼ି କର୍ମୀଙ୍କର ମୃତ୍ୟୁ ଘଟିଛି। ଏଥିସହ ସ୍କୁଟର…
Read More...

ବାହାନଗା ରେଳ ଦୁର୍ଘଟଣା; ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ

କଟକ: ବାହାନଗା ରେଳ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସାଧୀନ ଥିବା ଆଉ ଜଣଙ୍କର ଗୁରୁବାର ମୃତ୍ୟୁ ଘଟିଛି। ମୃତକ ବିହାରର ମନୀଷ କୁମାର(୨୪) ବୋଲି ଜଣାପଡ଼ିଛି। ସେ ଏସସିବିରେ ସେଣ୍ଟ୍ରାଲ ଆଇସିୟୁରେ ଚିକିତ୍ସିତ ହେଉଥିଲେ।…
Read More...

ଶିକ୍ଷା ବିଭାଗ କାର୍ଯ୍ୟାଳୟରେ କର୍ମଚାରୀଙ୍କୁ ଜିନ୍ସ, ଟି-ସାର୍ଟ ମନା

ପାଟନା: ବିହାରର ଶିକ୍ଷା ବିଭାଗ କର୍ମଚାରୀମାନଙ୍କୁ କାର୍ଯ୍ୟାଳୟରେ ଜିନ୍ସ ଏବଂ ଟି-ସାର୍ଟ ଭଳି ‘କାଜୁଆଲ୍’ ପୋଷାକ ନ ପିନ୍ଧିବାକୁ ନିର୍ଦ୍ଦେଶ ଦେଇଛି ଏବଂ କହିଛି ଯେ, ଏହି ଚଳଣୀ କର୍ମକ୍ଷେତ୍ରର ସଂସ୍କୃତି ବିରୁଦ୍ଧ।…
Read More...

ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ରର ନାମ ବିହୀନ ଚିଠିକୁ ନେଇ ବିଜେପିର ତୁମ୍ବିତୋଫାନ ହାସ୍ୟାସ୍ପଦ: କଂଗ୍ରେସ

ଭୁବନେଶ୍ୱର: ଗତ ୨୬ ତାରିଖରେ କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ପକ୍ଷରୁ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କ ପାଖକୁ ଯେଉଁ ଚିଠି ଆସିଛି ତାହା ଏକ ଗୁରୁତ୍ଵହୀନ ଚିଠି ବୋଲି କଂଗ୍ରେସ କହିଛି। ଏମିତି ଚିଠି କେନ୍ଦ୍ର…
Read More...