ଅଧିକ କାଉଣ୍ଟର ଖୋଲି ଲୋକଙ୍କୁ ଉତ୍ତମ ସୁବିଧା ଯୋଗାଇଦିଅ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶାରେ ପ୍ରତିବର୍ଷ ସଡ଼କ ଦୁର୍ଘଟଣାରେ ୫ ହଜାର ଲୋକ ମୃତ୍ୟୁବରଣ କରୁଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ବେଗ ପ୍ରକାଶ କରିବା ସହ ସଡ଼କ ଦୁର୍ଘଟଣା ରୋକିବା ପାଇଁ ଯୋଜନାବଦ୍ଧ ଭାବେ ପଦକ୍ଷେପ…
Read More...

ବୁର୍ଲା ଡାକ୍ତରଖାନାରୁ ୫ ଦଲାଲ ଗିରଫ

ବୁର୍ଲା : ବୁର୍ଲା ବଡ଼ ଡାକ୍ତରଖାନାରୁ ଗୁରୁବାର ୫ ଜଣ ଦଲାଲଙ୍କୁ ପୁଲିସ ଗିରଫ କରିଛି। ସେମାନେ ବୁର୍ଲା ଡାକ୍ତରଖାନାରୁ ରୋଗୀମାନଙ୍କୁ ପ୍ରଲୋଭିତ କରାଇ ବିଭିନ୍ନ ଘରୋଇ ଡାକ୍ତରଖାନାକୁ ପଠାଉଥିଲେ। ବୁଧବାର…
Read More...

ବିଜେଡିରେ ସାମିଲ ହେଲେ ପୂର୍ବତନ ଉପ-ନଗରପାଳ ଚିତ୍ତରଞ୍ଜନ ମଣ୍ଡଳ

ନର୍ଲା: କଳାହାଣ୍ଡି ଜିଲା କଂଗ୍ରେସର ଟାଣୁଆ ଯୁବନେତା, ପୂର୍ବତନ ଉପ-ନଗରପାଳ ତଥା ବରିଷ୍ଠ ଆଇନଜୀବୀ ଚିତ୍ତରଞ୍ଜନ ମଣ୍ଡଳ(ବାବୁଲି) ଗୁରୁବାର ବିଜେଡ଼ିରେ ସାମିଲ ହୋଇଛନ୍ତି। ଚଳିତ ନିର୍ବାଚନରେ ନର୍ଲା ନିର୍ବାଚନ…
Read More...

ଉଦ୍ଧାର ହେଲା ବିରଳ ପ୍ରଜାତିର ମାଛ : ୭.୪୯ ଲକ୍ଷରେ ବିକ୍ରି

ଆରଡ଼ି : ଭଦ୍ରକ ଜିଲା ଧାମରା ଚନ୍ଦିନିପାଳରୁ ବୁଧବାର ଧୀବରମାନେ ଏକ ବିରଳ ପ୍ରଜାତିର ସାମୁଦ୍ରିକ ମାଛ ଧରିଛନ୍ତି। ଯାହାର ନାଁ ‘ଡୋନ୍ ସାଗର’। ଏହି ମାଛର ଓଜନ ୧ କ୍ବିଣ୍ଟାଲ ୭ କିଲୋ ଥିବା ଜଣାପଡ଼ିଛି। କିଲୋ ପ୍ରତି ୭…
Read More...

ରିଲିଜ୍‍ ହେଲା ‘ହାଉସଫୁଲ୍‍-୪’ର ପ୍ରଥମ ପୋଷ୍ଟର : ଜାଣନ୍ତୁ କେବେ ଆସିବ ଟ୍ରେଲର

ମୁମ୍ବଇ : ଅକ୍ଷୟ କୁମାରଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ହାଉସଫୁଲ୍‍-୪’ର ପ୍ରଥମ ପୋଷ୍ଟର ବୁଧବାର ରିଲିଜ୍‍ ହୋଇଛି। ଅକ୍ଷୟ ନିଜ ଟ୍ୱିଟର ଆକାଉଣ୍ଟରେ ଏହି ପୋଷ୍ଟର ଶେୟାର କରିଛନ୍ତି। ପୋଷ୍ଟର ସହ ଚଳଚ୍ଚିତ୍ରର ଟ୍ରେଲର…
Read More...

ଚର୍ମରୋଗ ପାଇଁ ମହୌଷଧୀ ଗେଣ୍ଡୁ ଫୁଲ

ଆଜିକାଲି ପ୍ରଦୂଷଣ ଲୋକଙ୍କ ପାଇଁ ଏକ ବଡ଼ ସମସ୍ୟା ପାଲଟିଛି। ଯେଉଁ କାରଣରୁ ଲୋକେ ଅନେକ ରୋଗକୁ ସମ୍ମୁଖୀନ ହେଉଛନ୍ତି। ସେଥିମଧ୍ୟରୁ ଚର୍ମ ରୋଗ ଏବେ ଏକ ଜଟିଳ ସମସ୍ୟା ଭାବେ ଦେଖା ଦେଉଛି। ଯାଦୁ, କାଛୁ, କୁଣ୍ଡିଆ ଆଦି…
Read More...

ମୋଦୀଙ୍କୁ ‘ଗ୍ଲୋବାଲ ଗୋଲକିପର’ ପୁରସ୍କାର

ନ୍ୟୁୟର୍କ : ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ଗ୍ଲୋବାଲ ଗୋଲକିପର’ ପୁରସ୍କାର ପ୍ରଦାନ କରାଯାଇଛି। ମଙ୍ଗଳବାର ନ୍ୟୁୟର୍କରେ ଜାତିସଂଘର…
Read More...

ରାନୁ ମଣ୍ଡଳଙ୍କ ବାୟୋପିକ୍‍ : ମୁଖ୍ୟ ଭୂମିକା ପାଇଁ ଏହି ଅଭିନେତ୍ରୀଙ୍କୁ ଅଫର୍‍

ମୁମ୍ବଇ : ଷ୍ଟେଶନରେ ଗୀତ ଗାଇ ରାତାରାତି ଷ୍ଟାର ପାଲଟି ଯାଇଥିବା ରାନୁ ମଣ୍ଡଳଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ସାରା ଦେଶରେ ଲୋକପ୍ରିୟତା ହାସଲ କରିବା ସହ ନିଜ ସୁମଧୁର କଣ୍ଠର ଯାଦୁରେ ସେ ସମସ୍ତଙ୍କୁ ବିମୋହିତ…
Read More...

ବଜ୍ରାଘାତରେ ୧ ମୃତ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ଠେବରା ଗ୍ରାମରେ ମଙ୍ଗଳବାର ବଜ୍ରାଘାତରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ସୁରେନ ମୁଣ୍ଡାଙ୍କ ପତ୍ନୀ ଜଏମିନି ମୁଣ୍ଡା (୪୨) ବୋଲି ଜଣା ପଡ଼ିଛି ।…
Read More...

ଆଣ୍ଠୁ ଓ କହୁଣୀର କଳା ଦାଗ ଦୂର କରିବାର ସହଜ ଉପାୟ

ସାଧାରଣତଃ ଅନେକ ଲୋକଙ୍କ କ୍ଷେତ୍ରରେ ଏପରି ଦେଖାଯାଏ ଯେ, ସେମାନଙ୍କ ଶରୀରର ରଙ୍ଗ ଅପେକ୍ଷା କହୁଣୀ, ଆଣ୍ଠୁ ଏବଂ ଗୋଡ଼ ଗଣ୍ଠି ବହୁତ କଳା ହୋଇଥାଏ। ଏହି ସମସ୍ୟାକୁ ଦୂର କରିବା ପାଇଁ ମହଙ୍ଗା ପ୍ରସାଧନ ସାମଗ୍ରୀର ବ୍ୟବହାର…
Read More...

‘ଲାଲ୍‍ କପ୍ତାନ’ ଟ୍ରେଲର: ଚମକାଇ ଦେବ ସୈଫ୍‍ଙ୍କ ଉଗ୍ର ଅବତାର

ମୁମ୍ବଇ : ସୈଫ ଅଲ୍ଲୀ ଖାନଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଲାଲ୍‍ କପ୍ତାନ’ର ଟ୍ରେଲର ମଙ୍ଗଳବାର ରିଲିଜ୍‍ ହୋଇଛି। ଚଳଚ୍ଚିତ୍ରରେ ସୈଫ ନାଗା ସାଧୁ ଭୂମିକାରେ ଅଭିନୟ କରିଛନ୍ତି। ଟ୍ରେଲରରେ ତାଙ୍କର ଦମ୍‍ଦାର୍‍ ରୂପ…
Read More...

ସାପ କାମୁଡ଼ାରେ ଛାତ୍ର ମୃତ

ବାଲେଶ୍ବର : ବାଲେଶ୍ବର ଜିଲା ଔପଦା ବ୍ଲକ ଜଗାଆମ୍ବ ଗ୍ରାମରେ ରାତିରେ ଶୋଇଥିବା ଅବସ୍ଥାରେ ସାପ କାମୁଡ଼ାରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି ଅବସରପ୍ରାପ୍ତ ପୁଲିସ ଅଫିସର ରପେୟୀ ମାରାଣ୍ଡିଙ୍କ ପୁଅ…
Read More...

ସଂକଳ୍ପର ଶକ୍ତି

ପ୍ରସିଦ୍ଧ ଗଣିତଜ୍ଞ ଓ ଜ୍ୟୋତିଷ ଭାସ୍କରାଚାର୍ଯ୍ୟ କନ୍ୟା ଲୀଳାବତୀଙ୍କୁ ସେ ସମୟର ପ୍ରଥା ଅନୁଯାୟୀ ଅତି କମ୍‌ ବୟସରେ ବିବାହ କରାଇଥିଲେ। ବିଡ଼ମ୍ବନା ଏହା ଥିଲା ଯେ ବିବାହର କମ୍‌ ଦିନ ପରେ ସେ ବିଧବା ହୋଇଥିଲେ। ଏହି…
Read More...

ବୈଷୟିକ ଶିକ୍ଷା ଚିନ୍ତା

ଦେଶ ବିକାଶରେ ଯନ୍ତ୍ରୀମାନଙ୍କର ପ୍ରମୁଖ ଭୂମିକା ରହିଛି। ତେଣୁ ଯାନ୍ତ୍ରିକ ଶିକ୍ଷା ଏକ ସ୍ୱତନ୍ତ୍ର ମର୍ୟ୍ୟାଦା ଓ ଗରିମା ବହନ କରି ଆସୁଛି। ତେବେ ଗତ କିଛି ବର୍ଷ ଧରି ଯାନ୍ତ୍ରିକ ଶିକ୍ଷା ପ୍ରତି ଯୁବବର୍ଗଙ୍କ ଚାହିଦା…
Read More...

ମହିଳା ସଶକ୍ତୀକରଣ:ଏକ ଆହ୍ବାନ

ଭାରତୀୟ ଜନସଂଖ୍ୟାର ଅଧା ମହିଳା ହୋଇଥିବାବେଳେ ବିଭିନ୍ନ କ୍ଷେତ୍ରରେ ଲିଙ୍ଗଗତ ସମାନତାର ସ୍ବର ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ବିଗତ ବର୍ଷଗୁଡ଼ିକରେ ମହିଳାମାନେ ଉ​‌ଦ୍ୟୋଗ, ଅମଲାତନ୍ତ୍ର, ବିଭିନ୍ନ କାର୍ୟ୍ୟାଳୟ,…
Read More...

ଆମ ଚାଷୀ କଥା ବୁଝୁଛି କିଏ ?

ଓଡ଼ିଶା ଏକ ଗ୍ରାମବହୁଳ କୃଷିପ୍ରଧାନ ରାଜ୍ୟ। ମୋଟ ଜନସଂଖ୍ୟାର ୮୩ଭାଗ ଲୋକ ଗ୍ରାମାଞ୍ଚଳରେ ବାସ କରନ୍ତି। ୨୦୧୧ ଜନଗଣନା ଅନୁଯାୟୀ ରାଜ୍ୟର ମୋଟ ପରିବାର ସଂଖ୍ୟା ୭୮ ଲକ୍ଷ ୭୦ ହଜାର ୧୨୭ ମଧ୍ୟରୁ ପ୍ରାୟ ୫୫ ଲକ୍ଷ ପରିବାର,…
Read More...

ଟ୍ରେନ୍ ଧକ୍କାରେ ଜଣେ ମୃତ : ଟ୍ରାକ୍ ଉପରେ ପରିବାର ଲୋକଙ୍କ ଧାରଣା

ଧାମରା : ଭଦ୍ରକ ଜିଲା ଧାମରା ନିକଟସ୍ଥ ଗୁଆଁଳ ରେଳ ଫାଟକ ନିକଟରେ ରେଳ ଦୁର୍ଘଟଣାରେ ମଙ୍ଗଳବାର ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାମ ଅନାଦି ପଣ୍ଡିତ ବୋଲି ଜଣା ପଡ଼ିଛି। ଅନ୍ୟପକ୍ଷରେ ମୃତକଙ୍କ ପରିବାର ଲୋକେ ୧୦ ଲକ୍ଷ…
Read More...

‘ଖଳନାୟକ’ର ସିକ୍ୱେଲ୍‍ ପ୍ରସ୍ତୁତିରେ ସଞ୍ଜୟ : ମୁଖ୍ୟ ଚରିତ୍ରରେ ନଜର ଆସିବେ ଏହି ଅଭିନେତା!

ନୂଆଦିଲ୍ଲୀ : ବଲିଉଡ଼ ଅଭିନେତା ସଞ୍ଜୟ ଦତ୍ତ ଖୁବଶୀଘ୍ର ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଖଳନାୟକ’ର ସିକ୍ୱେଲ୍‍ ନିର୍ମାଣ କରିବାକୁ ଯାଉଛନ୍ତି। ୧୯୯୩ ମସିହାରେ ପରଦାକୁ ଆସିଥିବା ଏହି ଚଳଚ୍ଚିତ୍ରର ସିକ୍ୱେଲରେ ନାୟକ ଭୂମିକା…
Read More...

ସୁସ୍ଥ ଜୀବନ ପାଇଁ ଆବଶ୍ୟକୀୟ ଟିପ୍ସ

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ମଣିଷ ନିଜ ସ୍ବାସ୍ଥ୍ୟ ପ୍ରତି ଅଣଦେଖା କରୁଛି। ଫଳରେ ଅନେକ ମାରାତ୍ମକ ରୋଗର କବଳିତ ହେଉଛି। ସ୍ବାସ୍ଥ୍ୟ ଭଲ ରହିବ କି ଖରାପ ଏହା ଆମ ଜୀବନଶୈଳୀ ଉପରେ ନିର୍ଭର କରେ। ଜୀବନଶୈଳୀ ଖରାପ ହେଲେ…
Read More...

କୋମଳ ଓ ଚିକ୍କଣ ତ୍ବଚା ପାଇଁ ଘରୋଇ ଫେସ୍‌ପ୍ୟାକ୍

ଏକ ସୁନ୍ଦର ଓ ଚିକ୍କଣ ତ୍ୱଚା ପାଇବାକୁ ସମସ୍ତେ ଚାହାନ୍ତି। ଏଥିପାଇଁ ଲୋକେ ବହୁତ କିଛି ଉପାୟକୁ ଆପଣାଇ ଥାଆନ୍ତି। ହେଲେ ବେଳେବେଳେ ଏହା ଲାଭ ବଦଳରେ ଆପଣଙ୍କୁ କ୍ଷତି ପହଁଚାଇଦିଏ। ତେବେ ଏପରି କିଛି ଘରୋଇ ଉପାୟ ଅଛି…
Read More...

ଫ୍ରାଇଡେ ରିଲିଜ୍‍ : ୩ ବଲିଉଡ଼ ଚଳଚ୍ଚିତ୍ର ମଧ୍ୟରେ କଡ଼ା ଟକ୍କର

ମୁମ୍ବଇ : ବକ୍ସ ଅଫିସରେ ଶୁକ୍ରବାର(୨୦ ସେପ୍ଟେମ୍ବର) ୩ଟି ବଲିଉଡ଼ ଚଳଚ୍ଚିତ୍ର ମୁକ୍ତିଲାଭ କରିଛି। ଗୋଟିଏ ହେଉଛି ସନୀ ଦେଓଲଙ୍କ ପୁଅ କରଣ ଦେଓଲଙ୍କ ଅଭିନୀତ ଚଳଚ୍ଚିତ୍ର ‘ପଲ୍‍ ପଲ୍‍ ଦିଲ୍‍ କେ ପାସ୍‍’, ଆଉ ଗୋଟିଏ ସୋନମ…
Read More...

ଜୋର ଜବରଦସ୍ତ ଚାନ୍ଦା ଆଦାୟ ଘଟଣା : ୬ ଗିରଫ

ନର୍ଲା : ଜୋର ଜବରଦସ୍ତ ଚାନ୍ଦା ମାଗିବା ଘଟଣାରେ କଳାହାଣ୍ଡି ଜିଲାର ନର୍ଲା ଥାନା ଗୁରୁବାର ୬ ଜଣ ଯୁବକଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ନର୍ଲା ବ୍ଲକ ଶାନ୍ତପୁର କେନାଲ ଛକରେ ଦୁର୍ଗାପୂଜା…
Read More...

ଏଫ୍ଏମ୍ ମେଡିକାଲ୍ କଲେଜ ସମ୍ମୁଖରେ ଯୁବକଙ୍କୁ ଗୁଳି ମାଡ଼ ଘଟଣା : ୪ ଗିରଫ

ବାଲେଶ୍ବର : ବାଲେଶ୍ବର ଜିଲା ରେମୁଣା ଫକୀର ମୋହନ ମେଡିକାଲ୍ କଲେଜ ସମ୍ମୁଖରେ ଯୁବକଙ୍କୁ ଗୁଳି ମାଡ଼ ଘଟଣାରେ ଗୁରୁବାର ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ପୁଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହାସହିତ ସେମାନଙ୍କ ନିକଟରୁ…
Read More...

ବିଦ୍ୟୁତ ଆଘାତରେ ମହିଳା ମୃତ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲା ଲଖନପୁର ବ୍ଳକ ପଲସଦା ଗ୍ରାମରେ ଠିକା କାମ ଚାଲୁଥିବା ବେଳେ ଗୁରୁବାର ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, କାମ ଚାଲୁଥିବା ବେଳେ ଛାତ ଉପର ଦେଇ…
Read More...

ଲକ୍ଷ୍ମୀନାରାୟଣ କଲେଜରେ ଲଙ୍କାକାଣ୍ଡ : ବହୁମୂଲ୍ୟ ଆସବାବପତ୍ର ନଷ୍ଟ

ବାଲେଶ୍ବର : ବାଲେଶ୍ବର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ଜାମସୁଳି ଲକ୍ଷ୍ମୀନାରାୟଣ କଲେଜରେ ଚାଲିଥିବା ଛାତ୍ର ଆନ୍ଦେଳନ ଗୁରୁବାର ହିଂସାତ୍ମକ ରୂପ ନେଇଛି। ପରୀକ୍ଷା ଫି ବୃଦ୍ଧି ବିରୋଧରେ ଦୁଇଦିନ ହେଲା ଛାତ୍ରଛାତ୍ରୀ…
Read More...

ସଂସ୍କାର ପାଇଁ କେହି ଆସିଲେନି, ପଡ଼ିରହିଲା ଭିନ୍ନକ୍ଷମଙ୍କ ମୃତଦେହ

କଳାହାଣ୍ଡି : କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅନ୍ତର୍ଗତ କୁଚାଗାଁ ପଞ୍ଚାୟତର ମାଲଗୁଣ୍ଡି ଗାଁର ଭବ ନାଏକ ନାମକ ଜଣେ ଭିନ୍ନକ୍ଷମଙ୍କର ବୁଧବାର ମୃତ୍ୟୁ ହୋଇଥିଲେ ହେଁ ମୃତଦେହ ସତ୍କାର ହୋଇପାରି ନାହିଁ। ଆତ୍ମୀୟ ସ୍ୱଜନ…
Read More...

ବିଧାୟକ ପାଣ୍ଠିରୁ ଟଙ୍କା ହେରଫେର ଘଟଣା : ଅଭିଯୁକ୍ତଙ୍କୁ ଜରିମାନା ସହ ଜେଲ ଦଣ୍ଡାଦେଶ

କଳାହାଣ୍ଡି : କଳାହାଣ୍ଡି ଜିଲାର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଗୁରୁବାର ଏକ ଟଙ୍କା ହେରଫେର ମାମଲାର ଶୁଣାଣି କରି ନୂଆପଡା ଜିଲାର ବୋଡେନ ବ୍ଲକର ପୂର୍ବତନ ବିଡ଼ିଓ, ୫ ଜଣ କର୍ମଚାରୀ ଏବଂ ଡିଷ୍ଟ୍ରିବ୍ୟୁଟରଙ୍କୁ ଦଣ୍ଡିତ…
Read More...

ଗର୍ଭବତୀଙ୍କୁ ବଳାତ୍କାର ଅଭିଯୋଗ

ବାଲେଶ୍ବର : ବାଲେଶ୍ବର ଜିଲା ଶିଙ୍ଗାଖୁଣ୍ଟା ଅଞ୍ଚଳରେ ବୁଧବାର ରାତିରେ ଜଣେ ଗର୍ଭବତୀ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଜଣେ ୭ ମାସର ଗର୍ଭବତୀ ଦୁଇ ନଣନ୍ଦଙ୍କୁ ଧରି ଘରେ ଶୋଇଥିଲେ।…
Read More...

ନାବାଳିକା ଦୁଷ୍କର୍ମ ଓ ହତ୍ୟାକାରୀକୁ ଫାଶୀ ଦଣ୍ଡ

କଟକ : ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଗୁରୁବାର ଦୋଷୀକୁ ଅଦାଲତ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଦୋଷୀ ସେକ୍ ମୁସ୍ତାକକୁ କଟକ ସ୍ବତନ୍ତ୍ର ପୋକ୍ସୋ ଅଦାଲତ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ବୁଧବାର…
Read More...

ରିଲିଜ୍‍ ହେଲା ‘ମେଡ୍‍ ଇନ୍‍ ଚାଇନା’ର ଟ୍ରେଲର

ମୁମ୍ବଇ : ରାଜକୁମାର ରାଓ ଓ ମୌନୀ ରୟଙ୍କ ଅଭିନୀତ ଚଳଚ୍ଚିତ୍ର ‘ମେଡ୍‍ ଇନ୍‍ ଚାଇନା’ର ଟ୍ରେଲର ବୁଧବାର ରିଲିଜ୍‍ ହୋଇଛି। ମିଖିଲ ମୁଶଲେଙ୍କ ନିର୍ଦ୍ଦେଶିତ ଏହି କମେଡ଼ି ଚଳଚ୍ଚିତ୍ର ଚଳିତ ବର୍ଷ ଦୀପାବଳି ଅବସରରେ…
Read More...

ପୋଖରୀରେ ବୁଡ଼ି ଶିଶୁ ମୃତ

ବାଲେଶ୍ୱର : ବାଲେଶ୍ୱର ଜିଲା ବାହାନଗା ବ୍ଲକ୍‍ ଅନ୍ତର୍ଗତ ଖରାସାହାପୁର ପଞ୍ଚାୟତର ରମଢା ଗ୍ରାମରେ ବୁଧବାର ପୋଖରୀରେ ବୁଡ଼ି ଜଣେ ଶିଶୁର ମୃତ୍ୟୁ ହୋଇଛି। ମୃତ ଶିଶୁଟି ହେଉଛି ଅଜୟ ମହାଳିକଙ୍କ ପୁଅ ଅଭିଜିତ(୩)। ପାଣିରୁ…
Read More...

ତିହିଡ଼ିରେ ନବନିର୍ମାଣ କୃଷକ ସଙ୍ଗଠନର ବୈଠକ

ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକରେ ବୁଧବାର ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରାଇସ୍, ପ୍ରେଷ୍ଟିଜ୍, ପେନସନ୍ ଦାବିକୁ ନେଇ ଅନୁଷ୍ଠିତ ଏହି ବୈଠକରେ ପ୍ରାୟ ୩ ଶହରୁ ଉର୍ଦ୍ଧ୍ବ…
Read More...

ସ୍କୁଟିରୁ ୨ ଲକ୍ଷ ଝାମ୍ପି ନେଲେ ଦୁର୍ବୃତ୍ତ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଭାରତୀୟ ଷ୍ଟେଟ ବ୍ୟାଙ୍କ ନିକଟରୁ ବୁଧବାର ଜଣେ ବ୍ୟକ୍ତିଙ୍କଠାରୁ ଦୁର୍ବୃତ୍ତମାନେ ୨ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି। ସୂଚନା ଅନୁସାରେ, ସିମନବାଡ଼ି ଓ ବୁଡ଼ାଗୁଡା…
Read More...

ସାଗର ସୁରକ୍ଷା କବଚ କାର୍ଯ୍ୟକ୍ରମ ଆରମ୍ଭ

ଗୋପାଳପୁର : ସମୁଦ୍ର ପଟୁ ଆତଙ୍କବାଦୀଙ୍କ ପ୍ରବେଶକୁ ରୋକ ଲଗାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ପୁଲିସ କୋଷ୍ଟଗାର୍ଡର ମିଳିତ ସହଯୋଗରେ ବେଳାଭୂମିରେ ପୁଲିସ ଫୋର୍ସ ପକ୍ଷରୁ କଡା କଡି ପେଟ୍ରୋଲିଂ ବ୍ୟବସ୍ଥା କରାଯାଇଥାଏ।…
Read More...

୨ ଦିନିଆ ଟିଟିଲାଗଡ଼ ବନ୍ଦ

ବଲାଙ୍ଗୀର : ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ବୁଧବାର ଟିଟିଲାଗଡ଼ ଓକିଲ ସଂଘର ଡାକରା କ୍ରମେ ଟିଟିଲାଗଡ ସହରରେ ୨ ଦିନ ପାଇଁ ବନ୍ଦ ଡାକରା ଦିଆଯାଇଛି। ଫଳରେ ଆଜି ସହରର ସମସ୍ତ ସରକାରୀ…
Read More...

ଶ୍ରୀଜୀଉଙ୍କ ବନକଲାଗି : ୪ ଘଣ୍ଟା ଦର୍ଶନ ବନ୍ଦ

ପୁରୀ : ଶ୍ରୀମନ୍ଦିରରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବନକଲାଗି ନୀତି ବୁଧବାର ଅନୁଷ୍ଠିତ ହେବ। ଏଥିପାଇଁ ୪ ଘଣ୍ଟା ନିମନ୍ତେ ସାଧାରଣ ଦର୍ଶନ ବନ୍ଦ ରହିବ। ଦ୍ୱିତୀୟ ଭୋଗ ମଣ୍ଡପ ପରେ ପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ…
Read More...

ନୁଡଲ୍ସରେ ଘର ତିଆରି କରି ଚର୍ଚ୍ଚାରେ ବ୍ୟକ୍ତି

ବେଜିଂ : ଆମେ ସମସ୍ତେ ସାଧାରଣତଃ ନୁଡଲ୍ସକୁ ଖାଦ୍ୟ ଭାବେ ବ୍ୟବହାର କରିଥାଉ। ହେଲେ ଚୀନର ଜଣେ ବ୍ୟକ୍ତି ନୁଡଲ୍ସରେ ଘର ନିର୍ମାଣ କରି ଚର୍ଚ୍ଚାକୁ ଆସିଛନ୍ତି। ଖୁବଶୀଘ୍ର ପିତା ହେବାକୁ ଯାଉଥିବା ଏହି ବ୍ୟକ୍ତି ତାଙ୍କ…
Read More...

ମୋଦୀଙ୍କ ଜନ୍ମଦିନରେ ରିଲିଜ୍‍ ହେଲା ‘ମନ ବୈରାଗୀ’ର ପ୍ରଥମ ପୋଷ୍ଟର

ମୁମ୍ବଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ମଙ୍ଗଳବାର ତାଙ୍କ ଜୀବନ କାହାଣୀ ଉପରେ ଆଧାରିତ ଆଉ ଏକ ଚଳଚ୍ଚିତ୍ର ‘ମନ ବୈରାଗୀ’ର ପ୍ରଥମ ପୋଷ୍ଟର ରିଲିଜ୍‍ ହୋଇଛି। ଏହି ପୋଷ୍ଟରକୁ ପ୍ରଭାସ ଓ ଅକ୍ଷୟ…
Read More...

ଏହି ଉପାୟରେ ସଫା କରନ୍ତୁ ବେସିନ୍ : ନୂଆ ଭଳି ଚମକିବା ସହ ଦୂର ହେବ ଦୁର୍ଗନ୍ଧ

ଘରକୁ ସର୍ବଦା ପରିଷ୍କାର ରଖିବା ନିହାତି ଆବଶ୍ୟକ ହୋଇଥାଏ। କାରଣ ଯଦି ଘର ଅପରିଷ୍କାର ତଥା ଦୁର୍ଗନ୍ଧମୟ ରହିବ ତେବେ ଏହାର ପ୍ରଭାବ ସିଧାସଳଖ ଆମ ଉପରେ ପଡ଼ିଥାଏ। ଅନେକ ରୋଗ ଦେଖାଦେବା ସହ ମାନସିକ ସ୍ଥିତି ମଧ୍ୟ…
Read More...

ପାକିସ୍ତାନ : ହଷ୍ଟେଲରେ ହିନ୍ଦୁ ଛାତ୍ରୀଙ୍କୁ ହତ୍ୟା ଅଭିଯୋଗ

ଇସଲାମାବାଦ : ପାକିସ୍ତାନରେ ହିନ୍ଦୁ ବିରୋଧୀ ହିଂସା ଘଟଣା ଥମିବାର ନାଁ ନେଉନାହିଁ। ପୁଣି ଥରେ ସିନ୍ଧ୍‍ ପ୍ରଦେଶରେ ଜଣେ ହିନ୍ଦୁ ଡାକ୍ତରୀ ଛାତ୍ରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଜବରଦସ୍ତ ଧର୍ମ…
Read More...

ମୋଦୀଙ୍କ ଉପରେ ଭଂସାଲୀଙ୍କ ଫିଲ୍ମ : ଜନ୍ମଦିନ ଅବସରରେ ସାମ୍ନାକୁ ଆସିବ ପ୍ରଥମ ଲୁକ୍‍

ମୁମ୍ବଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନୀ ଉପରେ ଆଧାରିତ ଅନେକ ବଲିଉଡ଼ ଚଳଚ୍ଚିତ୍ର ଓ ଡକ୍ୟୁମେଣ୍ଟ୍ରି ନିର୍ମାଣ ହୋଇସାରିଛି। ଏବେ ଲୋକପ୍ରିୟ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀ ମଧ୍ୟ ମୋଦୀଙ୍କ ଜୀବନ…
Read More...

ଜାଣନ୍ତୁ, ଶରୀର ପାଇଁ କେତେ ଉପକାରୀ ସପେଟା

ଏହା ଆମେ ଜାଣନ୍ତି ଯେ, ଫଳ ଖାଇବା ଶରୀର ପାଇଁ ଖୁବ୍ ଲାଭଦାୟକ ହୋଇଥାଏ। ସବୁ ଫଳ ମଧ୍ୟରୁ ସପେଟା ଅନ୍ୟତମ। ତେବେ ଖୁବ୍ କମ୍ ଲୋକ ସପେଟାର ଉପକାରୀତା ବିଷୟରେ ଅବଗତ। ଆସନ୍ତୁ ଜାଣିବା ସପେଟା ଖାଇବା ଦ୍ବାରା ଆମକୁ କି ଲାଭ…
Read More...

ନୂଆ ପୋଷ୍ଟର ସହ ଘୋଷଣା ହେଲା ‘ମେଡ୍‍ ଇନ୍‍ ଚାଇନା’ର ଟ୍ରେଲର ରିଲିଜ୍‍ ତାରିଖ

ମୁମ୍ବଇ : ରାଜକୁମାର ରାଓଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ମେଡ୍‍ ଇନ୍‍ଚାଇନା’ର ନୂଆ ପୋଷ୍ଟର ରିଲିଜ୍‍ ହୋଇଛି। ଏହାସହିତ ଟ୍ରେଲର ରିଲିଜ୍‍ର ତାରିଖ ମଧ୍ୟ ଘୋଷଣା କରାଯାଇଛି। ନିଜେ ରାଜକୁମାର ସାମାଜିକ ଗଣମାଧ୍ୟମରେ ଏହି…
Read More...

ତ୍ବଚା ପାଇଁ ଖୁବ୍ ଉପକାରୀ କଫି ଫେସ୍‌ପ୍ୟାକ୍

ସାଧାରଣତଃ ଏକ ସୁନ୍ଦର ଓ ଆକର୍ଷଣୀୟ ଚେହେରା ପାଇବାକୁ ସମସ୍ତଙ୍କର ଇଚ୍ଛା ଥାଏ। ତେଣୁ ତ୍ବଚା ସମସ୍ୟା ଏଡ଼ାଇ ତାକୁ ସୁନ୍ଦର କରିବା ପାଇଁ ବଜାରରେ ମିଳୁଥିବା ଭିନ୍ନ ଭିନ୍ନ ପ୍ରକାରର ମହଙ୍ଗା ପ୍ରସାଧନ ସମାଗ୍ରୀ ମଧ୍ୟ…
Read More...

ରିଲିଜ୍‍ ହେଲା ‘ଶକୁନ୍ତଳା ଦେବୀ’ ଟିଜର୍‍ : ପ୍ରଥମ ଲୁକ୍‌ରେ କିଛି ନିଆରା ଲାଗୁଛନ୍ତି ବିଦ୍ୟା

ମୁମ୍ବଇ : ଦର୍ଶକଙ୍କୁ ‘ମିଶନ ମଙ୍ଗଳ’ ଭଳି ହିଟ୍‍ ଚଳଚ୍ଚିତ୍ର ଭେଟି ଦେବା ପରେ ବଲିଉଡ଼ ଅଭିନେତ୍ରୀ ବିଦ୍ୟା ବାଲନ ଏବେ ଅନ୍ୟ ଏକ ପ୍ରୋଜେକ୍ଟର ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ଗଣିତ ଯାଦୁକର ଶକୁନ୍ତଳା ଦେବୀଙ୍କ ଉପରେ…
Read More...

ତ୍ବଚା ଓ କେଶ ପାଇଁ ମହୌଷଧୀ ଆଳୁ, ଜାଣନ୍ତୁ କିପରି କରିବେ ବ୍ୟବହାର

ସାଧାରଣତଃ ଆମ ସମସ୍ତଙ୍କ ଘରେ ଆଳୁ ନିଶ୍ଚିତ ରୂପେ ଉପଲବ୍ଧ ହେଉଥିବା ଏକ ପରିବା। ପ୍ରାୟ ପ୍ରତ୍ୟେକ ଦିନ ଖାଦ୍ୟରେ ଏହା ସାମିଲ ହୋଇଥାଏ। କାରଣ ଏହାକୁ ପ୍ରାୟତଃ ସମସ୍ତ ତରକାରୀରେ ବ୍ୟବହାର କରାଯାଇଥାଏ। ହେଲେ କ’ଣ ଆପଣ…
Read More...

ମୃତ ଭାବି କରିଥିଲେ ଅନ୍ତିମ ସଂସ୍କାର ; ୪ ମାସ ପରେ ପୁଅକୁ ଜୀବନ୍ତ ଦେଖି ହତବାକ୍‍ ମାଆ

କ୍ରୋନ୍ସତାଡ଼୍‍ତ(ରୁଷ) : ମାଆ ଭାବୁଥିଲା ଯେ, ତା ପୁଅ ମରିଯାଇଛି। ମୃତଦେହର ଅନ୍ତିମ ସଂସ୍କାର ମଧ୍ୟ ସରିଯାଇଥିଲା। ହେଲେ ହଠାତ୍‍ ଦିନେ ପୁଅକୁ ଘରଦ୍ୱାର ସମ୍ମୁଖରେ ଠିଆ ହୋଇଥିବା ଦେଖି ହତବାକ୍‍ ହୋଇଗଲା ମାଆ। ଏହି ଘଟଣା…
Read More...

ବକ୍ସ ଅଫିସରେ କମାଲ୍‍ କରୁଛି ‘ଡ୍ରିମ୍‍ଗର୍ଲ’ : ଜାଣନ୍ତୁ ୨ ଦିନର ଆୟ

ମୁମ୍ବଇ : ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଡ୍ରିମ୍‍ଗର୍ଲ’ ବକ୍ସ ଅଫିସରେ ଉଲ୍ଲେଖନୀୟ ଆୟ କରୁଛି। ମୁକ୍ତିଲାଭର ୨ଦିନ ମଧ୍ୟରେ ଏହା ୨୬ କୋଟି ୪୭ ଲକ୍ଷ ଟଙ୍କାର ବ୍ୟବସାୟ କରିଛି। ପ୍ରଥମ ଦିନରେ ଚଳଚ୍ଚିତ୍ର ୧୦…
Read More...

ମୋଦୀଙ୍କୁ ଧମକ ଦେଇଥିବା ପାକ୍‍ ଗାୟିକାଙ୍କ ନାଁରେ ମାମଲା : ହୋଇପାରେ ଜେଲ୍‍

ମୁମ୍ବଇ : ଜାମ୍ମୁ-କାଶ୍ମୀରରେ ଧାରା ୩୭୦ ଉଚ୍ଛେଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧମକ ଦେଇଥିବା ପାକିସ୍ତାନୀ ପପ୍‍ ଗାୟିକା ରବୀ ପୀରଜାଦାଙ୍କ ଖରାପ ସମୟ ଆରମ୍ଭ ହୋଇଯାଇଛି। ସେ ଖୁବଶୀଘ୍ର ଜେଲ୍‍…
Read More...

କେମିକାଲ୍ ଯୁକ୍ତ ଫେସୱାଶ୍‌ ଛାଡ଼ି ଘରୋଇ ଉପାୟରେ ସଫା କରନ୍ତୁ ମୁହଁ : ପାଆନ୍ତୁ ଉଜ୍ବଳତା

ସାଧାରଣତଃ ଆମେ ସମସ୍ତେ ମୁହଁକୁ ସଫା କରିବା ପାଇଁ ବା ଧୋଇବା ପାଇଁ ଫେସ୍‌ୱାଶ୍ ବ୍ୟବହାର କରିଥାଆନ୍ତି। ହେଲେ ବଜାରରେ ମିଳୁଥିବା ରାସାୟନିକ ପଦାର୍ଥ ମିଶ୍ରିତ ଫେସ୍‌ୱାଶ୍‌ ଯୋଗୁଁ ମୁହଁରେ ବିଭିନ୍ନ ସମସ୍ୟା…
Read More...

କମ୍ ଓଜନକୁ ନେଇ ଚିନ୍ତିତ କି? ଆଜିହିଁ ଡାଏଟ୍‌ରେ ସାମିଲ କରନ୍ତୁ ଏହି ଖାଦ୍ୟ

କିଛି ଲୋକଙ୍କର ଅତ୍ୟଧିକ ଓଜନ ହୋଇଥିବା କାରଣରୁ ସେମାନେ ପତଳା ହେବାକୁ ଚେଷ୍ଟା କରୁଥିବା ବେଳେ ଆଉ କିଛି ଲୋକ କମ୍ ଓଜନକୁ ନେଇ ବହୁତ ଚିନ୍ତିତ ଥାଆନ୍ତି। କାରଣ ଏକ ପରଫେକ୍ଟ ଫିଗର୍ ପାଇବାକୁ ସମସ୍ତେ ଚାହିଁଥାଆନ୍ତି।…
Read More...

ରିଲିଜ୍‍ ହେଲା ‘ଭୂତ ପାର୍ଟ ୱାନ୍‍: ଦି ହଣ୍ଟେଡ଼୍‍ ଶିପ୍‍’ର ନୂଆ ପୋଷ୍ଟର

ମୁମ୍ବଇ : ଭିକି କୌଶଲଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଭୂତ ପାର୍ଟ ୱାନ୍‍: ଦି ହଣ୍ଟେଡ଼୍‍ ଶିପ୍‍’ର ନୂଆ ପୋଷ୍ଟର ଶୁକ୍ରବାର ରିଲିଜ୍‍ ହୋଇଛି। ଏହାସହିତ ମୁକ୍ତିଲାଭ ତାରିଖ ମଧ୍ୟ ଘୋଷଣା କରାଯାଇଛି। ଚଳଚ୍ଚିତ୍ରର ଦୁଇ…
Read More...

ମୁକ୍ତିଲାଭ କଲା ‘ସେକ୍ସନ ୩୭୫’

ମୁମ୍ବଇ : ବଲିଉଡ଼ ଅଭିନେତା ଅକ୍ଷୟ ଖନ୍ନା ଓ ଋଚା ଚଢାଙ୍କ ଅଭିନୀତ ଚଳଚ୍ଚିତ୍ର ‘ସେକ୍ସନ ୩୭୫’ ଶୁକ୍ରବାର(୧୩ ସେପ୍ଟେମ୍ବର) ପରଦାକୁ ଆସିଛି। ଅଜୟ ବହଲଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରକୁ ସମୀକ୍ଷକମାନଙ୍କଠାରୁ ଭଲ…
Read More...

ପରଦାକୁ ଆସିଲା ‘ଡ୍ରିମ୍‍ ଗର୍ଲ’

ମୁମ୍ବଇ : ବଲିଉଡ଼ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଡ୍ରିମ୍‍ ଗର୍ଲ’ ଶୁକ୍ରବାର(୧୩ ସେପ୍ଟେମ୍ବର) ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରକୁ ନେଇ ତାଙ୍କ ପ୍ରସଂଶକମାନଙ୍କ ମଧ୍ୟରେ ଖୁବ୍‍ ଉତ୍ସାହ…
Read More...

ଛାତ୍ରଙ୍କୁ ତାଲା ପକାଇ ହରଡ଼ଘଣାରେ ଶିକ୍ଷୟିତ୍ରୀ

ବାଲେଶ୍ୱର : ବାଲେଶ୍ବର ଟାଉନ ଥାନା ଅନ୍ତର୍ଗତ ମଠସାହି ମହାବୀର ନୋଡାଲ ସ୍କୁଲରେ ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ତାଲା ପକାଇ ଶିକ୍ଷକ ଓ ପିଅନ ପଳାଇଯିବା ଘଟଣାରେ ଗୁରୁବାର ତଦନ୍ତ ଆରମ୍ଭ ହୋଇଛି। ସ୍କୁଲ ଓ ଗଣଶିକ୍ଷା ବିଭାଗ…
Read More...

ବାଇକ୍ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ମେରାମା ଛକ ନିକଟ ଦାରିଙ୍ଗବାଡ଼ି-ବ୍ରାହ୍ମଣୀଗାଁ ରାସ୍ତାରେ ବୁଧବାର ସନ୍ଧ୍ୟାରେ ଏକ ବାଇକ୍ ଦୁର୍ଘଟଣାରେ ଜଣେ ମୃତ ଓ ଜଣେ ଗୁରୁତର…
Read More...

ନଦୀରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ବୌଦ୍ଧ: ବୌଦ୍ଧ ଜିଲା କଣ୍ଟାମାଳ ଥାନା ଅନ୍ତର୍ଗତ ରେଙ୍ଗାଲି ପଞ୍ଚାୟତ ସ୍ଥିତ କମଘାଟ ଗାଁର ତେଲ ନଦୀରୁ ଗୁରୁବାର ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତଦେହଟି ଗୋଟିଏ କପଡ଼ାରେ ଗୁଡ଼ାଇ ହୋଇ ନଦୀରେ…
Read More...

୫ ଦିନ ଯାଏଁ ଲଗାଣ ବର୍ଷା : ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ପ୍ରଭାବ

ଭୁବନେଶ୍ୱର : ପଶ୍ଚିମବଙ୍ଗ ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଓ ମନସୁନ୍ ଟ୍ରପଲାଇନ୍ ପ୍ରଭାବରେ କିଛିଦିନ ଧରି ରାଜ୍ୟରେ ବର୍ଷା ଜାରି ରହିଛି। ତେବେ ଆସନ୍ତା ୧୬ ତାରିଖ ଯାଏଁ ଉତ୍ତର ଓ ଦକ୍ଷିଣ…
Read More...

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ଭାବେ ନିଯୁକ୍ତ ହେଲେ ପିକେ ସିହ୍ନା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଓଏସଡି ଭାବେ କାର୍ଯ୍ୟ କରୁଥିବା ପ୍ରଦୀପ କୁମାର ସିହ୍ନା ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ଉପଦେଷ୍ଟା ଭାବେ ନିଯୁକ୍ତ ହୋଇଛନ୍ତି। ସେ ଉତ୍ତରପ୍ରଦେଶ…
Read More...

ପରିଣତ ବୟସର କମାର ; ବଞ୍ଚାଇ ରଖିଛନ୍ତି କୌଳିକ ବୃତ୍ତି

ସୁଆଣ୍ଡୋ : ଗାଁ ଗହଳିରେ ସମର୍ଥ ଯୁବକ କାମଧନ୍ଦା ନକରି ଛକ ସ୍ଥାନରେ ଆଡ୍ଡା ମାରୁଥିବା ବେଳେ ପୁରୀ ଜିଲାର ସତ୍ୟବାଦୀ ଅନ୍ତର୍ଗତ ବାଇଁଶିବାଡି ଗ୍ରାମର ରାମ ମହାରଣା ପରିଣତ ବୟସରେ ନିଜ କମାରଶାଳକୁ ବେଉସାରେ ପରିଣତ…
Read More...

ବାଙ୍ଗିରିପୋଷୀ ଥାନାରେ ଆମ ପୁଲିସ ସମିତି ବୈଠକ ଅନୁଷ୍ଠିତ

ଦ୍ବାରଶୁଣି : ମୟୁରଭଞ୍ଜ ଜିଲା ବାଙ୍ଗିରିପୋଷୀ ଥାନା ସଭାଗୃହରେ ବୁଧବାର ଆମ ପୁଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଥାନା ଅଧିକାରୀ ଚନ୍ଦନ ଘଡ଼େଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବୈଠକରେ ନୂଆ ସଡ଼କ ନିୟମ ବିଷୟରେ…
Read More...

ପ୍ରଥମ ଓଡ଼ିଆ ଭାବେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ହେଲେ ପି.କେ ମିଶ୍ର

ନୂଆଦିଲ୍ଲୀ : ପ୍ରଥମ ଓଡ଼ିଆ ଭାବେ ଡଃ ପ୍ରମୋଦ କୁମାର ମିଶ୍ର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ଏହି ସ୍ଥାନରେ ଥିବା ନୃପେନ୍ଦ୍ର ମିଶ୍ରଙ୍କ ଅବସର ପରେ ପି.କେ ମିଶ୍ର…
Read More...

ସ୍କୁଲ ପିଲାଙ୍କ ବସ୍ତାନୀ ବୋଝ କମାଇବା ନେଇ ଯାଞ୍ଚ କଡ଼ାକଡ଼ି

ଭୁବନେଶ୍ୱର : ଛୋଟପିଲାଙ୍କ ବସ୍ତାନୀ ବୋଝ ହାଲୁକା କରିବା ପାଇଁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଜାରି କରିଥିବା ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ…
Read More...

ଭାଙ୍ଗିଲା ଛାତ୍ରମା-ବଡ଼ସାତଶୋଳ ପୋଲ

ଖୁଣ୍ଟା : ମୟୁରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ବଡ଼ଫେଣି ପଞ୍ଚାୟତରେ ଥିବା ଗଙ୍ଗାହର ନଦୀର ଛାତ୍ରମା-ବଡ଼ସାତଶୋଳ ପୋଲ ବୁଧବାର ଭାଙ୍ଗି ପଡ଼ିଛି। ରାଜ୍ୟ ରାଜପଥ ୧୯ରୁ ପୋଲର ଦୂରତା ୨କିମି ହୋଇଥିବା ବେଳେ ବ୍ଲକ ମୁଖ୍ୟାଳୟ ସହିତ…
Read More...

କଂଗ୍ରେସରୁ ଇସ୍ତଫା ଦେଲେ ଉର୍ମିଳା ମାତୋଣ୍ଡକର

ମୁମ୍ବଇ : ନିକଟରେ କଂଗ୍ରେସରେ ସାମିଲ ହୋଇ ନିର୍ବାଚନ ଲଢିଥିବା ବଲିଉଡ଼ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ମଙ୍ଗଳବାର ଦଳରୁ ଇସ୍ତଫା ଦେଇଛନ୍ତି। ଏହାସହିତ ସେ କଂଗ୍ରେସ ଉପରେ ଆରୋପ ଲଗାଇଛନ୍ତି ଯେ, ମୁମ୍ବଇ କଂଗ୍ରେସ…
Read More...

ଉଜ୍ବଳ ତ୍ବଚା ପାଇଁ ପ୍ରାକୃତିକ ଉପାୟରେ କରନ୍ତୁ ସ୍କ୍ରବ୍

ସ୍କ୍ରବ୍ କରିବା ତ୍ୱଚା ପାଇଁ ନିହାତି ଆବଶ୍ୟକ ହୋଇଥାଏ। ଏହାଦ୍ବାରା ମୃତ କୋଷିକା ବାହାରିଯାଇ ତ୍ବଚାରେ ଚମକ ଆସିବା ସହ ତ୍ବଚା ସୁସ୍ଥ ମଧ୍ୟ ରହିଥାଏ। ତେବେ ବଜାରରେ ମିଳୁଥିବା ଦାମୀ ଓ ରାସାୟନିକ ପଦାର୍ଥ ମିଶ୍ରିତ…
Read More...

ମୁକ୍ତିଲାଭ କଲା ‘ଦି ସ୍କାଇ ଇଜ୍‍ ପିଙ୍କ୍‍’ର ଟ୍ରେଲର

ମୁମ୍ବଇ : ପ୍ରିୟଙ୍କା ଚୋପ୍ରା ଓ ଫରହାନ ଅଖତରଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଦି ସ୍କାଇ ଇଜ୍‍ ପିଙ୍କ୍‍’ର ଟ୍ରେଲର ମଙ୍ଗଳବାର ରିଲିଜ୍‍ ହୋଇଛି। ସୋନାଲୀ ବୋଷଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ମାଧ୍ୟମରେ ପ୍ରିୟଙ୍କା…
Read More...

ବୀମା ଟଙ୍କା ପାଇଁ ସୁପାରୀ ଦେଇ ନିଜର ହତ୍ୟା କରାଇଲେ ବ୍ୟକ୍ତି

ଜୟପୁର : ରାଜସ୍ଥାନ ଭୀଲୱାରାରେ ଘଟିଥିବା ଏକ ହତ୍ୟାକାଣ୍ଡରେ ପୁଲିସ ଚମକାଇଲା ଭଳି ସତ୍ୟ ଉନ୍ମୋଚନ କରିଛି। ନିଜ ପରିବାର ଲୋକଙ୍କୁ ୫୦ ଲକ୍ଷ ଟଙ୍କାର ବୀମା ରାଶି ଯୋଗାଇ ଦେବା ପାଇଁ ମୃତକ ଜଣକ ଅପରାଧୀଙ୍କୁ ସୁପାରୀ ଦେଇ…
Read More...

ଶରୀରର କୌଣସି ସ୍ଥାନ ପୋଡ଼ିଗଲେ ତୁରନ୍ତ କରନ୍ତୁ ଏହି ଉପାୟ

ସାଧାରଣତଃ ଶରୀରର କୌଣସି ସ୍ଥାନ ନିଆଁରେ ପୋଡ଼ିଗଲେ ତାହା ଖୁବ୍ ଯନ୍ତ୍ରଣା ହେବା ସହ ଉକ୍ତ ସ୍ଥାନରେ ଦାଗ ହୋଇଯାଇଥାଏ। ଯନ୍ତ୍ରଣାରୁ ମୁକ୍ତି ପାଇବା ସହ ଦାଗ ଦୂର କରିବା ପାଇଁ ଲୋକେ ଅନେକ ଔଷଧ ଆଦିର ବ୍ୟବହାର…
Read More...

ରିଲିଜ୍‍ ହେଲା ‘ଦି ସ୍କାଇ ଇଜ୍‍ ପିଙ୍କ୍‍’ର ପ୍ରଥମ ପୋଷ୍ଟର

ମୁମ୍ବଇ : ବଲିଉଡ଼ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଦି ସ୍କାଇ ଇଜ୍‍ ପିଙ୍କ୍‍’ର ପ୍ରଥମ ପୋଷ୍ଟର ସୋମବାର ରିଲିଜ୍‍ ହୋଇଛି। ପୋଷ୍ଟର ସହିତ ଚଳଚ୍ଚିତ୍ରର ମୁକ୍ତିଲାଭ ତାରିଖ ଓ ଟ୍ରେଲର…
Read More...

ଅନେକ ସମସ୍ୟାର ସମାଧାନ ସହ ଧନ ବୃଦ୍ଧି କରିବ ବିରି

ସାଧାରଣତଃ ସମସ୍ତେ ଧନୀ ହେବାକୁ ଚାହାନ୍ତି। ଏଥିପାଇଁ କିଏ କେତେ ଉପାୟ ଆପଣାଇ ଥାଆନ୍ତି। ହେଲେ ବେଳେବେଳେ ଅନେକ ଉପାୟ ଅବଲମ୍ବନ କରି ମଧ୍ୟ କୌଣସି ଫଳ ମିଳି ନ ଥାଏ। ତେବେ ଜ୍ୟୋତିଷ ଶାସ୍ତ୍ରରେ ଏପରି କିଛି ଉପାୟ ରହିଛି…
Read More...

ଅକ୍ଷୟଙ୍କ ଜନ୍ମଦିନରେ ପ୍ରଶଂସକଙ୍କୁ ଉପହାର : ରିଲିଜ୍‍ ହେଲା ‘ପୃଥ୍ୱୀରାଜ’ର ଟିଜର

ମୁମ୍ବଇ : ବଲିଉଡ଼ ଅଭିନେତା ଅକ୍ଷୟ କୁମାର ସୋମବାର ନିଜର ୫୨ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ପ୍ରଶଂସକଙ୍କ ପାଇଁ ଉପହାର ସ୍ୱରୂପ ସେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ପୃଥ୍ୱୀରାଜ’ର ଟିଜର ଭିଡିଓ ରିଲିଜ୍‍…
Read More...

ବକ୍ସ ଅଫିସରେ ଉଲ୍ଲେଖନୀୟ ଆୟ କରୁଛି ‘ଛିଛୋରେ’

ମୁମ୍ବଇ : ସୁଶାନ୍ତ ସିଂହ ରାଜପୁତ ଓ ଶ୍ରଦ୍ଧା କପୁରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଛିଛୋରେ’ ବକ୍ସ ଅଫିସରେ ଉଲ୍ଲେଖନୀୟ ଆୟ କରୁଛି। ୬ ସେପ୍ଟେମ୍ବରରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ପ୍ରଥମ ଦିନରେ ୭.୩୨ କୋଟି ଟଙ୍କା…
Read More...

ରାତିରେ ଶୋଇବା ପୂର୍ବରୁ ତକିଆ ତଳେ ରଖନ୍ତୁ ଏହି ଜିନିଷ : ମିଳିବ ଶୁଭ ଫଳ

ସାଧାରଣତଃ ଜୀବନରେ ବେଳେବେଳେ ଅନେକ ସମସ୍ୟା ଦେଖାଦେଇଥାଏ। ଯେତେ ଯାହା କଲେ ମଧ୍ୟ ସେସବୁ ସମସ୍ୟାରୁ ମୁକ୍ତି ମିଳେନାହିଁ। ତେବେ ଅନେକ ସମୟରେ ବାସ୍ତୁ ଦୋଷ କାରଣୁ ଏପରି ହୋଇଥାଏ ବୋଲି ବାସ୍ତୁବିତ୍ମାନେ ମତ ଦିଅନ୍ତି।…
Read More...

ଭିଜିଲାନ୍ସ ଜାଲରେ ପୁଲିସ ଏଏସଆଇ

କଳାହାଣ୍ଡି : କଳାହାଣ୍ଡି ଜିଲାର ଗୋଲାମୁଣ୍ଡା ଥାନା ଏଏସଆଇ ରାଜ କପୁର ବେହେରା ରବିବାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏକ ଜମିଜମା ମାମଲାରେ ଅଭିଯୁକ୍ତମାନଙ୍କୁ ଗିରଫ ନକରିବା ପାଇଁ ୧୦ ହଜାର…
Read More...

ଆର ପାରିରେ ବଲିଉଡ଼ ଅଭିନେତା ତଥା କଥକ ଗୁରୁ ବୀରୁ କ୍ରିଷ୍ଣନ

ମୁମ୍ବଇ: ଲୋକପ୍ରିୟ ବଲିଉଡ଼ ଅଭିନେତା ତଥା କଥକ ନୃତ୍ୟ ଗୁରୁ ବୀରୁ କ୍ରିଷ୍ଣନଙ୍କର ଶନିବାର ମୁମ୍ବଇରେ ପରଲୋକ ଘଟିଛି। ସେ ‘ଅକେଲେ ହମ୍‌ ଅକେଲେ ତୁମ୍’, ‘ରାଜା ହିନ୍ଦୁସ୍ତାନୀ’ ଓ ‘ଇଶ୍କ’ ଆଦି ଚଳଚ୍ଚିତ୍ରରେ…
Read More...

ଅଭିନେତା ଜୈନ ଇମାମ ଡାକ୍ତରଖାନାରେ ଭର୍ତ୍ତି

ମୁମ୍ବଇ : ଛୋଟ ପରଦାର ଲୋକପ୍ରିୟ ଅଭିନେତା ଜୈନ ଇମାମ ଡେଙ୍ଗୁ ରୋଗରେ ପୀଡ଼ିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଜୈନ ନିଜେ ଏହି ସୂଚନା ଦେଇଛନ୍ତି। ସେ ଏବେ ଷ୍ଟାର ପ୍ଲସରେ ପ୍ରସାରିତ ଧାରାବାହିକ ‘ଏକ ଭ୍ରମ୍‍…
Read More...

ବାସନ ଚମକାଇବାର ସରଳ ଉପାୟ

ସାଧାରଣତଃ ସବୁ ଗୃହିଣୀମାନେ ତାଙ୍କ ରୋଷେଇଘରର ବାସନକୁ ସର୍ବଦା ଚିକ୍‌ଚିକ୍‌ ଓ ସୁନ୍ଦର କରି ରଖିବାକୁ ଚାହାନ୍ତି। ଆଉ ଯଦି ବାସନରେ ଟିକେ ଦାଗ ହୋଇଯାଏ ତାହେଲେ ତାକୁ ଘଷି ଘଷି ସେମାନେ ନାକେଦମ୍ ହୋଇଯାଆନ୍ତି। ହେଲେ…
Read More...

ଲତାଙ୍କୁ ଜନ୍ମଦିନରେ ଏହି ବଡ଼ ଉପହାର ଦେବେ ମୋଦୀ ସରକାର!

ନୂଆଦିଲ୍ଲୀ : କୋକିଳ କଣ୍ଠି ଲତା ମଙ୍ଗେସକରଙ୍କୁ ତାଙ୍କ ୯୦ ତମ ଜନ୍ମ ଦିବସରେ ଭାରତ ସରକାର ଏକ ବିଶେଷ ସମ୍ମାନରେ ସମ୍ମାନିତ କରିବେ। ଆସନ୍ତା ୨୮ ତାରିଖ ଲତାଙ୍କ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…
Read More...

ଏସବୁ ଲକ୍ଷଣକୁ ଅଣଦେଖା କରନ୍ତୁ ନାହିଁ : ଦେଇଥାଏ କିଡ୍‌ନୀ ଖରାପର ସୂଚନା

ଆଜିକାଲି ଲୋକେ ଅନେକ ରୋଗର ଶିକାର ହେଉଛନ୍ତି। ଏହାର କାରଣ ବ୍ୟସ୍ତବହୁଳ ଜୀବନଶୈଳୀରେ ଖାଦ୍ୟପେୟରେ ଅନିୟମିତତା ତଥା ବିଶୃଙ୍ଖଳା ଓ ପ୍ରଦୂଷଣ ଇତ୍ୟାଦି। ବିଶେଷ କରି କିଡ୍‌ନୀ ସମସ୍ୟା ପ୍ରାୟ ବହୁତ ଲୋକଙ୍କଠାରେ…
Read More...

ନୂଆ ରିଲିଜ୍‍ ତାରିଖ ସହ ସାମ୍ନାକୁ ଆସିଲା ‘ମରଜାୱାଁ’ର ଆଉ ଏକ ପୋଷ୍ଟର

ମୁମ୍ବଇ : ରିତେଶ ଦେଶମୁଖ ଓ ସିଦ୍ଧାର୍ଥ ମାଲହୋତ୍ରାଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ମରଜାୱାଁ’ର ପରିବର୍ତ୍ତିତ ରିଲିଜ୍‍ ତାରିଖ ସହ ନୂଆ ପୋଷ୍ଟର ଶୁକ୍ରବାର ସାମ୍ନାକୁ ଆସିଛି। ଏହି ଚଳଚ୍ଚିତ୍ର ଚଳିତ ବର୍ଷ ୮…
Read More...

ପରଦାକୁ ଆସିଲା ‘ଛିଛୋରେ’ 

ମୁମ୍ବଇ : ସୁଶାନ୍ତ ସିଂହ ରାଜପୁତ ଓ ଶ୍ରଦ୍ଧା କପୁରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଛିଛୋରେ’ ଶୁକ୍ରବାର(୬ ସେପ୍ଟେମ୍ବର) ମୁକ୍ତିଲାଭ କରିଛି। ଚଳଚ୍ଚିତ୍ରରେ ମନୋରଞ୍ଜନର ସମସ୍ତ ଖୋରାକ ଭରି ରହିଛି। ଏହାକୁ ଦର୍ଶକଙ୍କ ବହୁତ ଭଲ…
Read More...

ରେଭେନ୍ସା ଆଗରେ ଅଘଟଣା : ଟ୍ରକ୍ ଚାପାରେ ଛାତ୍ରୀ ମୃତ

କଟକ : କଟକସ୍ଥିତ ରେଭେନ୍ସା ବିଶ୍ବ ବିଦ୍ୟାଳୟ ସମ୍ମୁଖରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ଛାତ୍ରୀଙ୍କର ମୃତ୍ୟୁ ହୋଇଛି। ଟ୍ରକ୍ ଚଢ଼ିଯିବାରୁ ଅନ୍ନପୂର୍ଣ୍ଣା ଚୌଧୁରୀ ନାମ୍ନୀ ଜଣେ ଛାତ୍ରୀଙ୍କର ମୃତ୍ୟୁ…
Read More...

ନାଳରେ ବୁଡ଼ି ବ୍ୟକ୍ତିଙ୍କ ମୃତ୍ୟୁ

ବାଲେଶ୍ବର : ବାଲେଶ୍ବର ଜିଲା ବସ୍ତା ଥାନା ଅନ୍ତର୍ଗତ ଟିକିରାପଡ଼ା ଗ୍ରାମରେ ଗୁରୁବାର ନାଳରେ ବୁଡ଼ି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି ରାମ ଦଳାଇଙ୍କ ପୁଅ ଭୂପତି(୪୫ବର୍ଷ)। ସୂଚନା ଅନୁସାରେ,…
Read More...

ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ସମେତ ୧୦ ଗ୍ରାମବାସୀ ଗିରଫ

କନ୍ଧମାଳ : କନ୍ଧମାଳ ଜିଲା ରାଇକିଆ ଥାନା ଅଞ୍ଚଳରେ ସପ୍ତମ ଶ୍ରେଣୀର ଜଣେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ଗୁରୁବାର ଗିରଫ ହୋଇଛି। ଏହାସହିତ ଗାଁ କମିଟିର ୧୦ ଜଣ ସଦସ୍ୟଙ୍କୁ ମଧ୍ୟ ରାଇକିଆ ପୁଲିସ…
Read More...

ବିଦ୍ୟୁତ୍ ଚୋରି ଖବର ଦେଲେ ପୁରସ୍କାର ଦେବ ସେସୁ

ଭୁବନେଶ୍ବର : ବିଦ୍ୟୁତ ଚୋରି ରୋକିବାକୁ ସେସୁ ପକ୍ଷରୁ ଏକ ଅଭିନବ ପଦକ୍ଷେପ ନିଆଯାଇଛି। ଏଣିକି ବିଦ୍ୟୁତ ଚୋରିର ଖବର ଦେଲେ ସୂଚନାଦାତାଙ୍କୁ ଅର୍ଥ ପୁରସ୍କାର ମିଳିବ। ଆଦାୟ ହୋଇଥିବା ଜରିମାନାର ଦଶ ପ୍ରତିଶତ ଅର୍ଥ…
Read More...

ନୟାଗଡ଼ ଡାକ୍ତରଖାନାରେ ରୋଗୀକୁ ଲାଞ୍ଚ ମାଗିଥିବା ନର୍ସ ନିଲମ୍ବିତ

ନୟାଗଡ଼ : ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ପ୍ରସୂତିଙ୍କ ଷ୍ଟିଚ୍ ଖୋଲିବାକୁ ଲାଞ୍ଚ ନେଇଥିବା ନର୍ସ ରାଜଲକ୍ଷ୍ମୀ ପାଣିଗ୍ରାହୀଙ୍କୁ ଗୁରୁବାର ନିଲମ୍ବନ କରାଯାଇଛି। ସୂଚନା ଅନୁସାରେ, ଗତ ୩ ତାରିଖରେ ଶରଣକୁଳ…
Read More...

ଟ୍ରାଫିକ୍‍ ନିୟମ ଉଲ୍ଲଂଘନ : ସରକାରୀ ଗାଡ଼ିରୁ ୧୫ ହଜାର ଜରିମାନା ଆଦାୟ

ଭୁବନେଶ୍ୱର : ଟ୍ରାଫିକ୍‍ ନିୟମ କଡ଼ାକଡ଼ି ଓ ଜରିମାନା ବୃଦ୍ଧି ପରେ ରାଜଧାନୀରେ ଗାଡ଼ି ଚାଳକମାନଙ୍କ ମନରେ ଏକ ପ୍ରକାରର ଭୟ ସୃଷ୍ଟି ହୋଇଯାଇଛି। ନିୟମରେ ଟିକିଏ ବି ଖିଲାପ୍‍ କଲେ ଲୋକେ ହଜାର ହଜାର ଟଙ୍କାର ଜରିମାନା…
Read More...

ଆପଣାନ୍ତୁ ଏହି ଘରୋଇ ଉପାୟ : ଚୁଟ୍‌କିରେ ଦୂର ହେବ ରୂପି ସମସ୍ୟା

ଆଜିକାଲି କେଶର ରୂପି ସମସ୍ୟାକୁ ନେଇ ପ୍ରାୟ ସମସ୍ତେ ଚିନ୍ତିତ। କାରଣ ରୂପି ହେବା ଫଳରେ କେଶ ନଷ୍ଟ ହେବା ସହ କୁଣ୍ଡେଇ ହୁଏ ଓ ପ୍ରବଳ ମାତ୍ରାରେ କେଶ ଝଡ଼ିଥାଏ। ଏହି ରୂପି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲୋକେ ଅନେକ…
Read More...

ଅବସରପ୍ରାପ୍ତ ରେଳ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲା ବେଲପାହାଡ଼ରେ ଜଣେ ଅବସରପ୍ରାପ୍ତ ରେଳ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ବୁଧବାର ତାଙ୍କ ନିଜ ଘରୁ ଉଦ୍ଧାର ହୋଇଛି। ମୃତକଙ୍କ ନାଁ ନଗେନ୍ଦ୍ର କୁମାର ଦାଶ (୬୨)। ନଗେନ୍ଦ୍ର ପଙ୍ଖାରେ…
Read More...

ଜିଲା ପ୍ରଶାସନ ସହ ଆଲୋଚନା ବିଫଳ : ଜାରି ରହିବ ଉଚ୍ଛେଦ କାର୍ଯ୍ୟ

ପୁରୀ : ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ଉଚ୍ଛେଦ କାର୍ଯ୍ୟ ବନ୍ଦ କରିବାକୁ ସିଭିଲ୍‍ ସୋସାଇଟି ପକ୍ଷରୁ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କ ନେତୃତ୍ୱରେ ୧୫ ଜଣିଆ ଟିମ୍‍ ଜିଲା ପ୍ରଶାସନ ସହ କରିଥିବା ଆଲୋଚନା ବିଫଳ ହୋଇଛି।…
Read More...

ଶ୍ରୀମନ୍ଦିର ପରିସରରୁ ଉଠାଦୋକାନ ଉଚ୍ଛେଦ ପ୍ରତିବାଦରେ ଗଣଧାରଣା

ପୁରୀ : ଶ୍ରୀମନ୍ଦିର ମେଘନାଦ ପାଚେରୀଠାରୁ ୭୫ ମିଟର ପରିଧି ମଧ୍ୟରେ ରହିଥିବା ବିଭିନ୍ନ ମଠ, କୋଠା ଓ ଉଠାଦୋକାନଗୁଡ଼ିକୁ ଉଚ୍ଛେଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସେହି ଆଧାରରେ କିଛିଦିନ ହେବ ପ୍ରଶାସନ ପକ୍ଷରୁ…
Read More...

ଗ୍ରାମୀଣ ଅଦାଲତ ନିର୍ମାଣ ସ୍ଥାନ ପରିବର୍ତ୍ତନ ନିଷ୍ପତ୍ତି ପ୍ରତିବାଦରେ ଗଣଧାରଣା

ଜଗତସିଂହପୁର : ଗ୍ରାମୀଣ ଅଦାଲତ ନିର୍ମାଣ ସ୍ଥାନ ପରିବର୍ତ୍ତନ ନିଷ୍ପତ୍ତି ପ୍ରତିବାଦରେ ଜଗତସିଂହପୁର ଜିଲା ଏରସମା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ଗ୍ରାମବାସୀମାନେ ଗଣଧାରଣା ଦେଇଛନ୍ତି। ସୂଚନା ଅନୁସାରେ, ପ୍ରାୟ…
Read More...

ପିଲାଙ୍କ ସ୍ମରଣଶକ୍ତି ବଢାଇବାର ଉପାୟ

ଛୋଟବେଳୁ ପିଲାଙ୍କ ସ୍ମରଣଶକ୍ତି ବୃଦ୍ଧି କରିବା ପାଇଁ ପିତା-ମାତାମାନେ ଅନେକ ଉପାୟ ଆପଣାଇ ଥାଆନ୍ତି। ଅନେକ ପ୍ରକାରର ଔଷଧ ଦେବା ସହ କିଛି ଲୋକଙ୍କ ପରାମର୍ଶରେ ଅନେକ ଉପଚାର ମଧ୍ୟ କରିଥାଆନ୍ତି। ତେବେ ଆଜି ଆମେ ଆପଣଙ୍କୁ…
Read More...

ରାନୁଙ୍କୁ ହିମେଶଙ୍କ ଆଉ ଏକ ଅଫର୍‌ : ୧୨ ବର୍ଷ ତଳ ଗୀତରେ କଲେ କଣ୍ଠଦାନ

ମୁମ୍ବଇ : ବଲିଉଡ଼ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ହିମେଶ ରେଶମିୟାଙ୍କ ସହ ତୃତୀୟ ଗୀତ ରେକର୍ଡ଼ କରୁଛନ୍ତି ରାନୁ ମଣ୍ଡଳ। ଷ୍ଟେସନରେ ଗୀତ ଗାଇ ରାତାରାତି ଷ୍ଟାର ପାଲିଯାଇଥିବା ରାନୁଙ୍କ ନିକଟରେ ଏବେ ଅଫର୍‍ ପରେ ଅଫର୍‍।…
Read More...

ଖାଇବା ପରେ ଭୁଲ୍‌ରେ ମଧ୍ୟ କରନ୍ତୁ ନାହିଁ ଏସବୁ କାମ : ହେବ ଅନେକ କ୍ଷତି

ସାଧାରଣତଃ ଏହା ଆମେ ସମସ୍ତେ ଜାଣନ୍ତି ଯେ, ଖାଦ୍ୟ ଶରୀର ପାଇଁ ନିହାତି ଆବଶ୍ୟକ ହୋଇଥାଏ। ତେଣୁ ଉଚିତ ଖାଦ୍ୟ ଗ୍ରହଣ ପ୍ରତି ସର୍ବଦା ଧ୍ୟାନ ଦେବା ଜରୁରୀ। ହେଲେ କେବଳ ଖାଦ୍ୟ ଖାଇଦେଲେ ହିଁ ଆମକୁ ସମସ୍ତ ଆବଶ୍ୟକୀୟ…
Read More...

ଅଷ୍ଟ୍ରେଲିଆରେ ରେକର୍ଡ଼ କଲା ‘ମିଶନ ମଙ୍ଗଳ’

ମୁମ୍ବଇ : ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ମିଶନ ମଙ୍ଗଳ’ ଦେଶର ଅଦମ୍ୟ ସଫଳତା ହାସଲ କରିବା ସହ ବିଦେଶରେ ମଧ୍ୟ ନୂଆ ନୂଆ ରେକର୍ଡ଼ ସୃଷ୍ଟି କରି ଚାଲିଛି। ସୂଚନା ଅନୁସାରେ, ‘ମିଶନ ମଙ୍ଗଳ’ ଅଷ୍ଟ୍ରେଲିଆରେ…
Read More...

‘ଶେରଶାହ’ ପାଇଁ ଖାସ୍‍ ପ୍ରଶିକ୍ଷଣ ନେଉଛନ୍ତି ସିଦ୍ଧାର୍ଥ

ମୁମ୍ବଇ : ବଲିଉଡ଼ ଅଭିନେତା ସିଦ୍ଧାର୍ଥ ମାଲ୍‌ହୋତ୍ରା ଚଳିତ ଦିନରେ କାର୍‍ଗିଲରେ ନିଜର ଆଗାମୀ ଚଳଚ୍ଚିତ୍ର ‘ଶେରଶାହ’ର ଶୁଟିଂ କରୁଛନ୍ତି। ସାମାଜିକ ଗଣମାଧ୍ୟମରେ ସର୍ବଦା ସକ୍ରିୟ ରହୁଥିବା ସିଦ୍ଧାର୍ଥ ଇନ୍‍ଷ୍ଟାଗ୍ରାମ୍‍…
Read More...