‘ଖଳନାୟକ’ର ସିକ୍ୱେଲ୍‍ ପ୍ରସ୍ତୁତିରେ ସଞ୍ଜୟ : ମୁଖ୍ୟ ଚରିତ୍ରରେ ନଜର ଆସିବେ ଏହି ଅଭିନେତା!

ନୂଆଦିଲ୍ଲୀ : ବଲିଉଡ଼ ଅଭିନେତା ସଞ୍ଜୟ ଦତ୍ତ ଖୁବଶୀଘ୍ର ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଖଳନାୟକ’ର ସିକ୍ୱେଲ୍‍ ନିର୍ମାଣ କରିବାକୁ ଯାଉଛନ୍ତି। ୧୯୯୩ ମସିହାରେ ପରଦାକୁ ଆସିଥିବା ଏହି ଚଳଚ୍ଚିତ୍ରର ସିକ୍ୱେଲରେ ନାୟକ ଭୂମିକା…
Read More...

ସୁସ୍ଥ ଜୀବନ ପାଇଁ ଆବଶ୍ୟକୀୟ ଟିପ୍ସ

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ମଣିଷ ନିଜ ସ୍ବାସ୍ଥ୍ୟ ପ୍ରତି ଅଣଦେଖା କରୁଛି। ଫଳରେ ଅନେକ ମାରାତ୍ମକ ରୋଗର କବଳିତ ହେଉଛି। ସ୍ବାସ୍ଥ୍ୟ ଭଲ ରହିବ କି ଖରାପ ଏହା ଆମ ଜୀବନଶୈଳୀ ଉପରେ ନିର୍ଭର କରେ। ଜୀବନଶୈଳୀ ଖରାପ ହେଲେ…
Read More...

କୋମଳ ଓ ଚିକ୍କଣ ତ୍ବଚା ପାଇଁ ଘରୋଇ ଫେସ୍‌ପ୍ୟାକ୍

ଏକ ସୁନ୍ଦର ଓ ଚିକ୍କଣ ତ୍ୱଚା ପାଇବାକୁ ସମସ୍ତେ ଚାହାନ୍ତି। ଏଥିପାଇଁ ଲୋକେ ବହୁତ କିଛି ଉପାୟକୁ ଆପଣାଇ ଥାଆନ୍ତି। ହେଲେ ବେଳେବେଳେ ଏହା ଲାଭ ବଦଳରେ ଆପଣଙ୍କୁ କ୍ଷତି ପହଁଚାଇଦିଏ। ତେବେ ଏପରି କିଛି ଘରୋଇ ଉପାୟ ଅଛି…
Read More...

ଫ୍ରାଇଡେ ରିଲିଜ୍‍ : ୩ ବଲିଉଡ଼ ଚଳଚ୍ଚିତ୍ର ମଧ୍ୟରେ କଡ଼ା ଟକ୍କର

ମୁମ୍ବଇ : ବକ୍ସ ଅଫିସରେ ଶୁକ୍ରବାର(୨୦ ସେପ୍ଟେମ୍ବର) ୩ଟି ବଲିଉଡ଼ ଚଳଚ୍ଚିତ୍ର ମୁକ୍ତିଲାଭ କରିଛି। ଗୋଟିଏ ହେଉଛି ସନୀ ଦେଓଲଙ୍କ ପୁଅ କରଣ ଦେଓଲଙ୍କ ଅଭିନୀତ ଚଳଚ୍ଚିତ୍ର ‘ପଲ୍‍ ପଲ୍‍ ଦିଲ୍‍ କେ ପାସ୍‍’, ଆଉ ଗୋଟିଏ ସୋନମ…
Read More...

ଜୋର ଜବରଦସ୍ତ ଚାନ୍ଦା ଆଦାୟ ଘଟଣା : ୬ ଗିରଫ

ନର୍ଲା : ଜୋର ଜବରଦସ୍ତ ଚାନ୍ଦା ମାଗିବା ଘଟଣାରେ କଳାହାଣ୍ଡି ଜିଲାର ନର୍ଲା ଥାନା ଗୁରୁବାର ୬ ଜଣ ଯୁବକଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ନର୍ଲା ବ୍ଲକ ଶାନ୍ତପୁର କେନାଲ ଛକରେ ଦୁର୍ଗାପୂଜା…
Read More...

ଏଫ୍ଏମ୍ ମେଡିକାଲ୍ କଲେଜ ସମ୍ମୁଖରେ ଯୁବକଙ୍କୁ ଗୁଳି ମାଡ଼ ଘଟଣା : ୪ ଗିରଫ

ବାଲେଶ୍ବର : ବାଲେଶ୍ବର ଜିଲା ରେମୁଣା ଫକୀର ମୋହନ ମେଡିକାଲ୍ କଲେଜ ସମ୍ମୁଖରେ ଯୁବକଙ୍କୁ ଗୁଳି ମାଡ଼ ଘଟଣାରେ ଗୁରୁବାର ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ପୁଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହାସହିତ ସେମାନଙ୍କ ନିକଟରୁ…
Read More...

ବିଦ୍ୟୁତ ଆଘାତରେ ମହିଳା ମୃତ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲା ଲଖନପୁର ବ୍ଳକ ପଲସଦା ଗ୍ରାମରେ ଠିକା କାମ ଚାଲୁଥିବା ବେଳେ ଗୁରୁବାର ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, କାମ ଚାଲୁଥିବା ବେଳେ ଛାତ ଉପର ଦେଇ…
Read More...

ଲକ୍ଷ୍ମୀନାରାୟଣ କଲେଜରେ ଲଙ୍କାକାଣ୍ଡ : ବହୁମୂଲ୍ୟ ଆସବାବପତ୍ର ନଷ୍ଟ

ବାଲେଶ୍ବର : ବାଲେଶ୍ବର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ଜାମସୁଳି ଲକ୍ଷ୍ମୀନାରାୟଣ କଲେଜରେ ଚାଲିଥିବା ଛାତ୍ର ଆନ୍ଦେଳନ ଗୁରୁବାର ହିଂସାତ୍ମକ ରୂପ ନେଇଛି। ପରୀକ୍ଷା ଫି ବୃଦ୍ଧି ବିରୋଧରେ ଦୁଇଦିନ ହେଲା ଛାତ୍ରଛାତ୍ରୀ…
Read More...

ସଂସ୍କାର ପାଇଁ କେହି ଆସିଲେନି, ପଡ଼ିରହିଲା ଭିନ୍ନକ୍ଷମଙ୍କ ମୃତଦେହ

କଳାହାଣ୍ଡି : କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅନ୍ତର୍ଗତ କୁଚାଗାଁ ପଞ୍ଚାୟତର ମାଲଗୁଣ୍ଡି ଗାଁର ଭବ ନାଏକ ନାମକ ଜଣେ ଭିନ୍ନକ୍ଷମଙ୍କର ବୁଧବାର ମୃତ୍ୟୁ ହୋଇଥିଲେ ହେଁ ମୃତଦେହ ସତ୍କାର ହୋଇପାରି ନାହିଁ। ଆତ୍ମୀୟ ସ୍ୱଜନ…
Read More...

ବିଧାୟକ ପାଣ୍ଠିରୁ ଟଙ୍କା ହେରଫେର ଘଟଣା : ଅଭିଯୁକ୍ତଙ୍କୁ ଜରିମାନା ସହ ଜେଲ ଦଣ୍ଡାଦେଶ

କଳାହାଣ୍ଡି : କଳାହାଣ୍ଡି ଜିଲାର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଗୁରୁବାର ଏକ ଟଙ୍କା ହେରଫେର ମାମଲାର ଶୁଣାଣି କରି ନୂଆପଡା ଜିଲାର ବୋଡେନ ବ୍ଲକର ପୂର୍ବତନ ବିଡ଼ିଓ, ୫ ଜଣ କର୍ମଚାରୀ ଏବଂ ଡିଷ୍ଟ୍ରିବ୍ୟୁଟରଙ୍କୁ ଦଣ୍ଡିତ…
Read More...