ରଜରେ କରନ୍ତୁ ରାଶି ପିଠା

ଆବଶ୍ୟକ ସାମଗ୍ରୀ : ଚାଉଳ – ୩କପ ଗୁଡ – ୨୦୦ଗ୍ରାମ ରାଶି – ୧କପ ପାଣି – ଆବଶ୍ୟକ ଅନୁଯାୟୀ ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ଚାଉଳକୁ ପାଣିରେ ଗୋଟିଏ ରାତି ଭିଜାଇ ଦିଅନ୍ତୁ। ତାପରେ ଚାଉଳରୁ ପାଣି…
Read More...

ସବୁ ଚ୍ୟାନେଲକୁ ରଥଯାତ୍ରାର ସିଧା ପ୍ରସାରଣର ଅନୁମତି

ପୁରୀ : ରଥଯାତ୍ରାରେ ସବୁ ଚ୍ୟାନେଲ ସିଧା ପ୍ରସାରଣ କରିବେ। କୌଣସି ଚ୍ୟାନେଲକୁ ସିଧା ପ୍ରସାରଣରୁ ବାଦ ଦିଆଯିବ ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ଚ୍ୟାନେଲମାନଙ୍କୁ…
Read More...

ଯୁବକଙ୍କ ମୁଣ୍ଡ କାଟିଥିବା ସମ୍ପର୍କୀୟ ଭାଇ ଗିରଫ

ସମ୍ବଲପୁର : ସମ୍ବଲପୁର ଭାଲୁପାଲି ଅଞ୍ଚଳରେ ଯୁବକଙ୍କ ମୁଣ୍ଡ କାଟି ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଅଭିଯୁକ୍ତ ଜଣକ ମୃତ ଯୁବକଙ୍କ ସମ୍ପର୍କୀୟ ଭାଇ ବୋଲି ଜଣାପଡିଛି। ଯୁବକଙ୍କ କଟା ମୁଣ୍ଡ…
Read More...

ମାଟିଆମଙ୍ଗଳା ସାହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ

କଟକ : କଟକ ଯୋବ୍ରାର ମାଟିଆମଙ୍ଗଳା ସାହିରେ​‌ ଜଣେ ଯୁବକଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ମଙ୍ଗଳବାର ପୁଲିସ ଗିରଫ କରିଛି। ଅଭିଯୁକ୍ତ ହେଉଛି ବିଶ୍ବରଞ୍ଜନ ମହାନ୍ତି ଓରଫ୍ ହାପି। ମାଲଗୋଦାମ ପୁଲିସ ହାପିକୁ…
Read More...

ପଶ୍ଚିମବଙ୍ଗରେ ରକ୍ତପାତ

ପ୍ରତିହିଂସା ଓ ଘୃଣାର ସଂସ୍କୃତି ସହଜରେ ଦୂର ହୁଏନା; ସାମାନ୍ୟ ସୁଯୋଗ ମିଳିଲେ ଏହା ମୁଣ୍ଡ ଟେକେ ଓ ତାହାର ଭୟାବହତା ଦେଖାଏ। ପଶ୍ଚିମବଙ୍ଗରେ ଏବେ ଯେଉଁ ହିଂସାକାଣ୍ଡ ଓ ରକ୍ତପାତର ଅଧ୍ୟାୟ ଚାଲିଛି ତାହା ନିର୍ବାଚନ…
Read More...

ଗିରିଶ କର୍ଣ୍ଣାଡ଼: ମୂକଜନତାର ସ୍ବର

ତପନ ମିଶ୍ର ୧୯.୫.୧୯୩୮ - ୧୦.୬.୨୦୧୯ ବହୁମୁଖୀ ପ୍ରତିଭାର ଅଧିକାରୀ ଗିରିଶ କର୍ଣ୍ଣାଡଙ୍କ ବିୟୋଗ ଆମ ସମସ୍ତଙ୍କ ପାଇଁ ଏକ ଅପୂରଣୀୟ କ୍ଷତି। ସେ ଏକାଧାରରେ ଜଣେ ଉଚ୍ଚକୋଟୀର ଲେଖକ, ନାଟ୍ୟକାର, ଅଭିନେତା, ନିର୍ଦେଶକ,…
Read More...

ଅନୁଦାର ଗଣତନ୍ତ୍ରର ପୃଥିବୀ

୨୦୧୪ରେ ଦ୍ବିତୀୟ ଥର ନିର୍ବାଚିତ ହେବାପରେ ହଙ୍ଗେରୀର ପ୍ରଧାନମନ୍ତ୍ରୀ ଭିକ୍ଟର ମିହାଲି ଓର୍ବାନ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ, ‘‘ମୋ ଦଳ ‘ଫିଡ୍‌ଜ’ର ମୂଳ ଉଦ୍ଦେଶ୍ୟ ହଙ୍ଗେରୀକୁ ଏକ ‘ଇଲିବରାଲ ଷ୍ଟେଟ୍’ ବା…
Read More...

୩୨କେଜିର ଗଞ୍ଜେଇ ଜବତ, ଜଣେ ଗିରଫ

ବାଲେଶ୍ବର : ବାଲେଶ୍ବର ଜିଲାର ସିମୁଳିଆ ଥାନା ଅନ୍ତର୍ଗତ ଜମଝାଡିର ଗୈଡପଡାରେ ଜଣଙ୍କ ଘରୁ ୩୨କେଜିର ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ପୁଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଉଛି…
Read More...

ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ବର : ଭୁବନେଶ୍ବର ଶିଶୁପାଳଗଡର ଏକ ଘର ଭିତରୁ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ହୋଟେଲ ମ୍ୟାନେଜମେଣ୍ଟର ଛାତ୍ର ବୋଲି ଜଣାପଡିଛି। ​‌ସେ ନିଜର ଜଣେ ସମ୍ପକୀୟଙ୍କ ଘରେ ରହି ପାଠ ପଢୁଥିଲେ।…
Read More...

ସିଲିଣ୍ଡରରୁ ଗ୍ୟାସ ଲିକ୍‌ ହୋଇ ଅଗ୍ନିକାଣ୍ଡ, ୪ ଗୁରୁତର

ଭଦ୍ରକ : ଭଦ୍ରକ ଜିଲା ପୁରୁଣାବଜାର ଥାନା ଛଡାକମହଲା ଗ୍ରାମରେ ସିଲିଣ୍ଡରରୁ ଗ୍ୟାସ୍ ଲିକ୍‌ ହୋଇ ଅଗ୍ନିକାଣ୍ଡ ହୋଇଛି। ଏଥିରେ ୪ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ୨ଜଣ ଶିଶୁ ରହିଥିବା ଜଣାପଡିଛି। ସମସ୍ତଙ୍କୁ…
Read More...