ଚୀନର ସୈନ୍ୟବଳ ବୃଦ୍ଧିକୁ ନେଇ ଚିନ୍ତାରେ ଟ୍ରମ୍ପ; କହିଲେ-ଏହି ବାମପନ୍ଥୀ ଦେଶ ବିଶ୍ଵ ପାଇଁ ବିପଦ

ୱାଶିଂଟନ: ଚୀନର ସୈନ୍ୟବଳ ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହି ବାମପନ୍ଥୀ ଦେଶ ବିଶ୍ଵ ପାଇଁ ବିପଦ ବୋଲି ଟ୍ରମ୍ପ କହିଛନ୍ତି। ଆହୁରି ମଧ୍ୟ ଆମେରିକାର ବୌଦ୍ଧିକ…
Read More...

୨୧ରେ ବିଜେପୁର ଉପନିର୍ବାଚନ

ନୂଆଦିଲ୍ଲୀ: ଓଡ଼ିଶାର ବରଗଡ଼ ଜିଲା ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଆସନ୍ତା ଅକ୍ଟୋବର ୨୧ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଶନିବାର ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ଏ ସମ୍ପର୍କରେ ଘୋଷଣା…
Read More...

ଅକ୍ଟୋବର ୨୧ରେ ମହାରାଷ୍ଟ୍ର, ହରିୟାଣାରେ ବିଧାନସଭା ନିର୍ବାଚନ, ୨୪ରେ ଭୋଟ ଗଣତି

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୨୧ ତାରିଖରେ ମହାରାଷ୍ଟ୍ର ଏବଂ ହରିୟାଣାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଗୋଟିଏ ପର୍ଯ୍ୟାୟରେ ଉଭୟ ରାଜ୍ୟରେ ଭୋଟ ଗ୍ରହଣ ହେବ। ପରେ ସେହିମାସ ୨୪ ତାରିଖରେ ଉଭୟ ରାଜ୍ୟର ଭୋଟ…
Read More...

ଯୌତୁକ ପାଇଁ ବୋହୂକୁ ହାଇକୋର୍ଟ ପୂର୍ବତନ ବିଚାରପତିଙ୍କ ନିର୍ଯାତନା; ସିସିଟିଭି ଫୁଟେଜରୁ ପଦାକୁ ଆସିଲା କାରନାମା

ହାଇଦ୍ରାବାଦ: ଯୌତୁକ ପାଇଁ ନିର୍ଯାତନା ଦେବା ଆଇନ ଅନୁସାରେ ଅପରାଧ। ଏଭଳି କରୁଥିବା ଅଭିଯୁକ୍ତଙ୍କ ପାଇଁ କଠୋର ଦଣ୍ଡ ବ୍ୟବସ୍ଥା ମଧ୍ୟ ରହିଛି। କିନ୍ତୁ ବିଚାରପତି ପଦବୀରେ ରହି ଆଇନର ମର୍ଯ୍ୟାଦାକୁ ବେଶୀ ବୁଝିଥିବା ଜଣେ…
Read More...

୮% ଜିଡିପି ଅଭିବୃଦ୍ଧି ହାସଲ କରିବା ସହଜ: ନିତି ଆୟୋଗ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଘରୋଇ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ସହିତ ବାର୍ଷିକ ୮% ପ୍ରତିଶତ ଜିଡିପି ଅଭିବୃଦ୍ଧି ହାସଲ କରିବା ଲାଗି ପ୍ରତିବଦ୍ଧ ଏବଂ ଏହା ସହଜ ବୋଲି କହିଛନ୍ତି ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ…
Read More...

ମହାରାଷ୍ଟ୍ର, ହରିୟାଣା ନିର୍ବାଚନ ତାରିଖ ଘୋଷଣା ଆଜି

ନୂଆଦିଲ୍ଲୀ: ମହାରାଷ୍ଟ୍ର ଏବଂ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଲାଗି ଶନିବାର ତାରିଖ ଘୋଷଣା କରାଯିବ। ମଧ୍ୟାହ୍ନ ୧୨ଟାରେ ନିର୍ବାଚନ ଆୟୋଗ ସାମ୍ବାଦିକ ସମ୍ମିଳନୀ କରି ଏ ସମ୍ପର୍କରେ ଘୋଷଣା କରିବେ। ଦୁଇ…
Read More...

ପଞ୍ଜାବର ୪ ରେଳ ଷ୍ଟେଶନ ଉଡ଼ାଇବାକୁ ଜୈଶର ଧମକପୂର୍ଣ୍ଣ ଚିଠି

ଚଣ୍ଡୀଗଡ଼: ମୁମ୍ବଇ, ଚେନ୍ନାଇ ଏବଂ ବେଙ୍ଗାଲୁରୁ ସମେତ ହରିୟାଣାର କେତେକ ରେଳ ଷ୍ଟେଶନ ଓ ମନ୍ଦିର ପରେ ପଞ୍ଜାବର ୪ଟି ରେଳ ଷ୍ଟେଶନକୁ ବିସ୍ଫୋରଣରେ ଉଡ଼ାଇଦେବାକୁ ଧମକ ମିଳିଛି। ପାକିସ୍ତାନୀ ଆତଙ୍କବାଦୀ ସଂଗଠନ…
Read More...

ଏସସିଓ ସାମରିକ ଅଭ୍ୟାସ ନିୟମ ଉଲ୍ଲଂଘନ କଲା ପାକିସ୍ତାନ; ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାରତକୁ ଆମନ୍ତ୍ରଣ କଲାନି

ମସ୍କୋ: ରୁଷରେ ସଂଘାଇ ସହଯୋଗ ସଂଗଠନ(ଏସସିଓ) ସଦସ୍ୟ ଦେଶଗୁଡ଼ିକର ସାମରିକ ଅଭ୍ୟାସ ସମୟରେ ପାକିସ୍ତାନ ନିଜର ସାଂସ୍କୃତିକ କାର୍ଯ୍ୟକ୍ରମକୁ ଭାରତକୁ ଆମନ୍ତ୍ରଣ କଲା ନାହିଁ। ଏହାଦ୍ବାରା ପାକିସ୍ତାନ ଏସସିଓ ସୈନ୍ୟ…
Read More...

ପାକିସ୍ତାନଠୁ ମୁକ୍ତି ଚାହୁଁଛନ୍ତି ପିଓକେବାସୀ; ସ୍ବାଧୀନତା ପାଇଁ କରୁଛନ୍ତି ବିକ୍ଷୋଭ

ୱାଶିଂଟନ: ଭାରତ ସରକାର ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ପାକିସ୍ତାନ ନିଦ ହଜିଯାଇଛି। ପାକିସ୍ତାନ ଏହି ପ୍ରସଙ୍ଗକୁ ଅନ୍ତର୍ଜାତୀୟ ସ୍ତରରେ ଉପସ୍ଥାପନ କରି ଭାରତ ବିରୋଧରେ ସମର୍ଥନ ହାସଲ କରିବାକୁ…
Read More...

ଅର୍ଥମନ୍ତ୍ରୀଙ୍କ ଘୋଷଣା ପରେ ଶେୟାର ବଜାର ସରଗରମ; ୧୬୦୦ ପଏଣ୍ଟ ବଢ଼ିଲା ସେନସେକ୍ସ

ମୁମ୍ବଇ: କର୍ପୋରେଟ ଟିକସ ହ୍ରାସ ନେଇ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା ପରେ ଶୁକ୍ରବାର ଶେୟାର ବଜାର ସରଗରମ ହୋଇପଡ଼ିଛି। ଜିଏସଟି କାଉନସିଲ ବୈଠକ ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କର୍ପୋରେଟ ଟିକସ…
Read More...