ଦକ୍ଷିଣ କୋରିଆକୁ ଅତ୍ୟାଧୁନିକ ଯୁଦ୍ଧ ହେଲିକପ୍ଟର ସି ହକ୍‌ ବିକ୍ରି କରିବ ଆମେରିକା

ନ୍ୟୁୟର୍କ .- ଦକ୍ଷିଣକୋରିଆକୁ ଆମେରିକା ଅତ୍ୟାଧୁନିକ ହେଲିକପ୍ଟର ଯୋଗାଇ ଦେବ ।ଏଥିପାଇଁ ୮୦୦ କୋଟି ଟଙ୍କାର ଚୁକ୍ତି ହୋଇଛି । ଆମେରfକା ସରକାର ଏହାକୁ ଅନୁମୋଦନ କରିଛନ୍ତି । ଦକ୍ଷିଣକୋରିଆକୁ ୧୨ଟି ଏମ୍‌ଏଚ୍‌-୬୦ ଆର୍‌…
Read More...

ଧାରା ୩୭୦ ଉଚ୍ଛେଦ ସହ ଜାମ୍ମୁ-କାଶ୍ମୀରରେ ନୂଆଯୁଗର ଆରମ୍ଭ- ପ୍ରଧାନମନ୍ତ୍ରୀ ମୋଦୀ

ଜାମ୍ମୁ-କାଶ୍ମୀରରେ ନୂଆଯୁଗର ଆରମ୍ଭ । ଜାମ୍ମୁ-କାଶ୍ମୀର ଲୋକଙ୍କୁ ଲଦାଖ ଓ ଦେଶର ସମସ୍ତଲୋକଙ୍କୁ ଅଭିନନ୍ଦନ ପୁରାଦେଶ ଏକ ଐତିହାସିକ ନିଷ୍ପତି ନେଲା । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ବାବା ସାହେବ ଆମ୍ବେଦକର, ଶ୍ୟାମା…
Read More...

ରସଗୋଲା ପରେ କଟକ ତାରକସି କାମକୁ ଜିଆଇ ଟ୍ୟାଗ ପାଇଁ ତେଜିଲା ଦାବି

କଟକ .- ଓଡିଶା ରସଗୋଲାକୁ ଜିଆଇ ଟ୍ୟାଗ ମଳିଛି । ପୂର୍ବରୁ ଓଡିଶା ଓ ପଶ୍ଚିମବଙ୍ଗମ ମଧ୍ୟରେ ରସଗୋଲାକୁ ନେଇ ବିବାଦ ରହିଥିଲା । ୨୦୧୭ ମସିହାର ବଙ୍ଗଳା ରସଗୋଲାକୁ ଜିଆଇ ଟ୍ୟାଗ ମିଳିଥିଲା । ପରେ ୨୦୧୮ ମସିହା ଫେବ୍ରୁଆରି…
Read More...

୨୬ ବର୍ଷୀୟା ପତ୍ନୀ ଙ୍କୁ ତିନ୍‌ ତଲାକ ଦେଇ ୬୨ ବର୍ଷିୟ ବୃଦ୍ଧ ପତି ଗିରଫ

ଆଜମେର୍‌ . - ଆଜମେର ଦରଘାରେ କାମ କରୁଥିବା ଜଣେ ୬୨ ବର୍ଷିୟ ବୃଦ୍ଧ ତାଙ୍କର ୨୬ ବର୍ଷୀୟ ପତ୍ନୀଙ୍କୁ ତିନ୍‌ ତଲାକ ଦେଇ ଗିରଫ ହୋଇଛନ୍ତି । କେବଳ ସେତିକି ନୁହେଁ ସେ ତାଙ୍କର ପତ୍ନୀଙ୍କୁ ବିଭିନ୍ନ ସମୟରେ ହଇରାଣ କରୁଥିବା…
Read More...

ଉନ୍ନାଓ ପୀଡିତା ଓ ଦୁର୍ଘଟଣାରେ ଆହତ ହୋଇଥିବା ଓକିଲଙ୍କ ଅବସ୍ଥା ସଙ୍କଟାପନ୍ନ

ନୂଆଦିଲ୍ଲୀ . -  ସଡକ ଦୁର୍ଘଟଣାରେ ଆହତ ହୋଇଥିବା ଉନ୍ନାଓ ପୀଡିତା ଓ ତାଙ୍କର ଆଇନଜୀବୀଙ୍କର ଅବସ୍ଥା ସଙ୍କଟାପନ୍ନ ହୋଇଥିବା ସୂଚନା ମିଳିଛି ।  ଏହି ଦୁଇ ଜଣଙ୍କୁ ଦିଲ୍ଲୀ ଏମ୍ସର ଟ୍ରମା କେନ୍ଦ୍ରରେ  ଭେଣ୍ଟିଲେଟର ସହ…
Read More...

ଅଯୋଧ୍ୟା ମାମଲା ଶୁଣାଣୀ- ପ୍ରମାଣର କାଗଜ ପତ୍ର ବହୁ ପୂର୍ବରୁ ଚୋରି ହୋଇଯାଇଥିବା କହିଲେ ନିର୍ମୋହୀ ଆଖଡା

ନୂଆଦିଲ୍ଲୀ . - ବୁଧବାରରେ ସୁପ୍ରିମକୋର୍ଟରେ ଅଯୋଧ୍ୟା ମାମଲାର ଶୁଣାଣୀ ବେଳେ ନର୍ମୋହୀ ଆଖଡାକୁ ରାମ ଜନ୍ମଭୂମି ଓ ବାବରି ମସ୍‌ଜିଦ୍‌ ବିବାଦୀୟ ଜମି ଉପରେ ସେମାନଙ୍କର ଅଧିକାର ଥିବାର କୌଣସି ପ୍ରମାଣ ପତ୍ର ଅଛି କି ବୋଲି…
Read More...

ଭାରତ ସହ କୂଟନୈତିକ ସମ୍ପର୍କ ଛିନ୍ନ କଲା  ପାକିସ୍ତାନ

ନୂଆଦିଲ୍ଲୀ . - ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ହଡ ବଡଇ ଯାଇଛି । ପାକିସ୍ତାନ ନେତା ବିବାଦୀୟ ବୟାନ ଦେବାରେ ବ୍ୟସ୍ତ । ଏହାପରେ ପାକିସ୍ତାନ ଭାରତ ସହ କୂଟ ନୈତିକ ଓ ବାଣିଜିକ୍ୟ ସମ୍ପର୍କ ଛିନ୍ନ…
Read More...

ବିଳମ୍ବ କରିବା ପରେ କୈଳାସ ମାନସରୋବର ଯାତ୍ରୀଙ୍କୁ ଭିସା ପ୍ରଦାନ କଲା ଚୀନ୍‌

ନୂଆଦିଲ୍ଲୀ/ବେଜିଂ .- ଧାରା ୩୭୦ ଉଚ୍ଛେଦ ସହ ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଘୋଷଣା କରିବା ପରେ ଚୀନ୍‌ କୈଳାସ ମାନସରବର ଯାତ୍ରା ପାଇଁ ଭିସା ଦେବାରେ ବିଳମ୍ବ କରିଥିଲା । ଚୀନ୍‌ ଚଳିତ ବର୍ଷା ଭିସା ଦେବ ନାହିଁ…
Read More...

ଧାରା ୩୭୦ ଉଚ୍ଛେଦକୁ ସମର୍ଥନ ଜଣାଇଲା ମାଳଦ୍ୱୀପ,ଶ୍ରୀଲଙ୍କା ଓ ୟୁଏଇ

ମାଲେ .- ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦରୁ ଶ୍ରୀଲଙ୍କା ଓ ୟୁଏଇ ସମର୍ଥନ ଜଣାଇଛନ୍ତି । ଏହା ଭାରତ ଆଭ୍ୟନ୍ତରୀଣ ମାମଲା ବୋଲି ଦର୍ଶାଇଛନ୍ତି । ଏହାପରେ ମାଳଦ୍ୱୀପର ଭାରତର ଏହି ପଦକ୍ଷେପକୁ ସ୍ୱାଗତ କରିବା ସହ…
Read More...