ବଜ୍ରାଘାତରେ ୧୧ ଗୋରୁ ମୃତ

ତେଲକୋଇ :କେନ୍ଦୁଝର ଜିଲା ତେଲକୋଇ ବ୍ଲକ ପିତାନାଳୀ ଗ୍ରାମରେ ବଜ୍ରାଘାତରେ ରବିବାର ୧୧ ଗୋରୁଙ୍କ ମୃତ୍ୟୁ ଘଟିଛି । ପିତାନାଳୀ ଗ୍ରାମ ନିକଟରେଥିବା ସାବଲାଞ୍ଜି ଜଙ୍ଗଲରେ ଚରୁଥିବାବେଳେ ବଜ୍ରାଘାତର ଶିକାର ହୋଇଥିଲେ  ।…
Read More...

ଗୋପବନ୍ଧୁ ଜୟନ୍ତୀ ପାଇଁ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରତିଯୋଗିତା 

ସୁଆଣ୍ଡୋ : ଉତ୍କଳମଣି ଗୋପବନ୍ଧୁଙ୍କ ଜୟନ୍ତୀ ପାଇଁ ଜନ୍ମମାଟି ସୁଆଣ୍ଡୋସ୍ଥ ସ୍ମୃତି ଭବନ ପରିସରରେ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରବିବାର ଗୋପବନ୍ଧୁ ସ୍ମୃତିପରିଷଦ ଆନୁକୁଲ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ…
Read More...

ଟଳିଲେ ୫ ମାଓବାଦୀ , ବିପୁଳ ମାଓ ସାମଗ୍ରୀ ଜବତ

ମାଲକାନଗିରି :  ସ୍ୱାଭୀମାନ ଅଞ୍ଚଳ ଚିତ୍ରକୋଣ୍ଡା ଠାରୁ ୩୦କି.ମି ଦୂର ବ୍ରିଜ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଜିଲା ଜିକେଭିଡି ଥାନା ଅନ୍ତର୍ଗତ ମାଦିଗିମୁଡୁ ଜଙ୍ଗଳରେ ରବିବାର ଗ୍ରେହାଉଣ୍ଡ  ଓ ମାଓବାଦୀଙ୍କ ମଧ୍ୟରେ ଗୁଳି…
Read More...

ମହିଳାଙ୍କ ମୃତଦେହ ଉଦ୍ଧାର , ଯୌତୁକ ପାଇଁ ହତ୍ୟା ସନ୍ଦେହ

କଟକ : କଟକ ଜିଲା ରାଣୀହାଟ ଗୌଡ଼ସାହିରେ ଶନିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ଝୁଲନ୍ତା ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ଜବତ କରାଯାଇଛି । ମୃତ ମହିଳା ହେଲେ ଦିପ୍ତି ରାଣୀ ମହାରଣା । ତାଙ୍କ ବାପଘର ପୁରୀ ଜିଲା…
Read More...

ସଡ଼କ ଦୁର୍ଘଟଣାରେ ଜଣେ ମୃତ

ହରଭଙ୍ଗା : ବୌଦ୍ଧ ଜିଲା ପୁରୁଣା କଟକ ଥାନା ଅନ୍ତର୍ଗତ ଯଜିଆ ବନ୍ଧ ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ବିକାଶ ରାଜହଂସ ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ବିକାଶଙ୍କ ଘର ରଥସାହି ବୋଲି…
Read More...

ସେକ୍ ରାଜା ଘରେ ଏସଟିଏଫ ଟିମର ଚଢ଼ାଉ

ବାଲେଶ୍ୱର: ଡ୍ରଗ୍ସ ମାଫିଆ ସେକ୍ ରାଜାର  ବାଲେଶ୍ୱର ଅରଡ ବଜାରର ଗଳାପୋଲ ଘରେ ରବିବାର ଏସଟିଏଫ ଚଢ଼ାଉ କରିଛି । ଏସଟିଏଫର ୫ ଜଣିଆ ସଶସ୍ତ୍ର ପକ୍ଷରୁ ଏହି ବଡ଼ ଧରଣର ଚଢ଼ାଉ କରାଯାଇଛି  । ସେକ୍ ରାଜାର ଡ୍ରଗ୍ସ କାରବାର…
Read More...

ଟ୍ରକ –ଟ୍ରଲର ମୁହାଁ ମୁହିଁ ଧକ୍କା, ୨ ଗୁରୁତର

କଙ୍କଡାହାଡ଼: ଢେଙ୍କାନାଳ ଜିଲା କଙ୍କଡାହାଡ ବ୍ଲକର ୧୪୯ ନମ୍ୱର ଜାତୀୟ ରାଜପଥରେ ରବିବାର ସକାଳେ ଟ୍ରଲର ଓ ମାଲ ବୋଝେଇ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି। ଏହି ଧକ୍କାରେ ଦୁଇ ଗାଡ଼ିର ଚାଳକ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ…
Read More...

ଝାରସୁଗୁଡ଼ା ବିମାନ ବନ୍ଦରରେ ଲାଗିବ (ଆଇଏଲଏସ) ଇନଷ୍ଟ୍ରୁମେଣ୍ଟ ଲେଣ୍ଡିଂ ସିଷ୍ଟମ

ବୁର୍ଲା : ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଆସନ୍ତା ଡିସେମ୍ବର ସୁଦ୍ଧା (ଆଇଏଲଏସ୍) ବା ଇନଷ୍ଟ୍ରୁମେଣ୍ଟ ଲ୍ୟାଣ୍ଡିଙ୍ଗ ସିଷ୍ଟମ ଲଗିବା ନେଇ ଝାରସୁଗୁଡା ବିମାନ ବନ୍ଦର ନିର୍ଦ୍ଦେଶକ ଏସ. କେ. ଚୌହାନ…
Read More...

ଡ୍ରଗ୍ସ ମାଫିଆଙ୍କ ସହ ସମ୍ପର୍କ  : ହାବିଲଦାର ଗିରଫ

ବାଲେଶ୍ୱର : ବାଲେଶ୍ୱର ଜିଲା ସହଦେବଖୁଣ୍ଟା ବିଚାରଗଞ୍ଜ ଫାଣ୍ଡି ହାବିଲଦାର ରଞ୍ଜନ ସାହୁଙ୍କୁ ଶନିବାର ଗିରଫ କରାଯାଇଛି । ତାଙ୍କ ନାମରେ ଡ୍ରଗ୍ସ ମାଫିଆ ସହ ସମ୍ପର୍କ ଥିବା ଅଭିଯୋଗ ହୋଇଥିଲା । ସୂଚନା ଅନୁଯାୟୀ,…
Read More...

ଜୀବନରେ କିଛି କରିବାକୁ ଚାହୁଁଥିଲେ ରିକ୍ସ ନେବା ଶିଖ: ଶିବନ

ଭୁବନେଶ୍ୱର : ରିକ୍ସ ନ ନେଲେ ଜୀବନରେ କିଛି କରିପାରିବ ନାହିଁ।  ଜୀବନରେ କିଛି କରିବାକୁ ଚାହୁଁଥିଲେ ରିକ୍ସ ନେବା ଶିଖ। ତା’ହେଲେ ଯାଇ ସଫଳ ହୋଇପାରିବ । ଶନିବାର ଭୁବନେଶ୍ୱର ଆଇଆଇଟିର ଅଷ୍ଟମ ସମାବର୍ତ୍ତନ ଉତ୍ସବରେ…
Read More...