ଦବଙ୍ଗ-୩ରେ ନୂଆ ନାୟିକା

ମୁମ୍ବଇ : ଅରବାଜ୍ ଖାନ୍ ପ୍ରଯୋଜିତ ଓ ସୁଲତାନ୍ ସଲମାନ୍ ଖାନ୍ ଅଭିନୀତ ଦବଙ୍ଗ ଚଳଚ୍ଚିତ୍ରର ତୃତୀୟ ଭାଗର କାମ ଜୋର୍‌ସୋର୍‌ରେ ଚାଲିଛି। ମୁଖ୍ୟ ଭୂମିକାରେ ସଲମାନ୍, ସୋନାକ୍ଷୀ ସିହ୍ନା ଓ ଅରବାଜ୍ ଖାନ୍ ଦେଖାଦେବେ।…
Read More...

ଶତାୟୁଙ୍କ ସଂଖ୍ୟା ୨୫୩

ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ଏକବିଂଶ ଶତାବ୍ଦୀରେ ଶତାୟୁଙ୍କ ସଂଖ୍ୟା ବଢ଼ିଚାଲିଛି। ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ପଞ୍ଜାବରେ ଏକ ସର୍ବେକ୍ଷଣ ହୋଇଥିଲା। ସେଠାରେ ଲୋକଙ୍କ ଜୀବନଶୈଳୀ ବେଶ୍‍ ଉନ୍ନତ ହେବା…
Read More...

ମଧୁମେହ ​‌ରୋଗୀଙ୍କ ନିମନ୍ତେ ଖାଦ୍ୟ

ମଧୁମେହ ରୋଗରୁ ରକ୍ଷା ପାଇବା ନିମନ୍ତେ ନିଜ ଖାଦ୍ୟତାଲିକାରେ ପରିବର୍ତ୍ତନ କଲେ ସୁଫଳ ମିଳେ ବୋଲି ନିକଟରେ ଅଷ୍ଟ୍ରେଲିଆର ଏକ ଗବେଷକଦଳ ତଥ୍ୟ ଉପସ୍ଥାପନ କରିଛନ୍ତି। ବିଭିନ୍ନ ବର୍ଗର ଓ ବୟସର ଲୋକଙ୍କ ଉପରେ ସେମାନେ ଏହି…
Read More...

ରାଜ୍ୟରେ ଜଳସେଚିତ ହୋଇଛି ୪୧.୮୯ ଲକ୍ଷ ହେକ୍ଟର ଜମି

ଭୁବନେଶ୍ୱର : ୨୦୦୯ ମସିହା ମାର୍ଚ୍ଚ ​‌ଶେଷ ସୁଦ୍ଧା ରାଜ୍ୟରେ ୨୮.୬୯ ଲକ୍ଷ ହେକ୍ଟର ଚାଷ ଜମିରେ ଜଳସେଚନର ସୁବିଧା କରାଯାଇଥିଲା। ୨୦୦୯ ଏପ୍ରିଲଠାରୁ ୨୦୧୯ ମାର୍ଚ୍ଚ ଶେଷ ସୁଦ୍ଧା ଅଧିକ ୧୩.୨୦ଲକ୍ଷ ହେକ୍ଟର ଚାଷ ଜମିରେ…
Read More...

ବକ୍ସିଂ ଲଢ଼ିବାକୁ ଆମିରଙ୍କୁ ବିଜେନ୍ଦ୍ରଙ୍କ ଆହ୍ବାନ

ନୂଆଦିଲ୍ଲୀ : ଭାରତୀୟ ପେସାଦାର ବକ୍ସର ବିଜେନ୍ଦ୍ର ସିଂହ ବ୍ରିଟିଶ୍‌ ବକ୍ସର ଆମିର ଖାନ୍‌ଙ୍କୁ ବକ୍ସିଂ ମ୍ୟାଚ୍‌ ଲଢ଼ିବାକୁ ଆହ୍ବାନ ଦେଇଛନ୍ତି। ବିଜେନ୍ଦ୍ର ପେସାଦାର ବକ୍ସିଂ କ୍ୟାରିୟରରେ ଖେଳିଥିବା ସମସ୍ତ ୧୧ଟି…
Read More...

ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଦଳରେ ଜାଫର ଓ ପଙ୍କଜ

ଭୁବନେଶ୍ବର : ଭାରତୀୟ ଦୃ‌ଷ୍ଟିହୀନ କ୍ରିକେଟ ଦଳ ଜୁଲାଇ ୨୦ରୁ ୨୭ ପର୍ଯ୍ୟନ୍ତ ଜାମାଇକା ବିପକ୍ଷରେ କ୍ରିକେଟ ସିରିଜ୍‌ ଖେଳିବ। ଏଥିପାଇଁ ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଆସୋସିଏସନ ପକ୍ଷରୁ ଭାରତୀୟ ଦଳ ମନୋନୟନ କରାଯାଇଛି।…
Read More...

ଇଣ୍ଡୋନେସିଆ ଓପନ୍ ବ୍ୟାଡ୍‌ମିଣ୍ଟନ କ୍ବାର୍ଟରରେ ସିନ୍ଧୁ

ଜାକର୍ତ୍ତା : ଏଠାରେ ଚାଲିଥିବା ସମ୍ମାନଜନକ ଇଣ୍ଡୋନେସିଆ ଓପନ୍ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍‌ସ କ୍ବାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି ଭାରତୀୟ ତାରକା ଖେଳାଳି ପି.ଭି. ସିନ୍ଧୁ। ବୁଧବାର ୫ମ…
Read More...

ରାଜ୍ୟଗୋଷ୍ଠୀ ଟିଟି: ଭାରତୀୟ ପୁରୁଷ ଓ ମହିଳା ଦଳ ସେମିରେ

କଟକ : ଓଡ଼ିଶାମାଟିରେ ଚମକିଛନ୍ତି ଭାରତୀୟ ଟେବୁଲ ଟେନିସ୍ ଖେଳାଳି। ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଦୃଢ଼ତାର ସହ ପଦକ ଜିତିବା ଆଡ଼କୁ ଅଗ୍ରସର ହେଉଛନ୍ତି। କଟକର ଜବାହରଲାଲ୍‌ ନେହେରୁ ଇନ୍‌ଡୋର ଷ୍ଟାଡ଼ିୟମରେ ଚାଲିଥିବା…
Read More...

ଟିକଟକ୍‌କୁ କେନ୍ଦ୍ର ସରକାରଙ୍କ ନୋଟିସ

ନୂଆଦିଲ୍ଲୀ : ମୋବାଇଲ ଆପ୍ ଟିକଟକ୍ ଓ ହେଲୋକୁ କେନ୍ଦ୍ର ସରକାର ନୋଟିସ ଜାରି କରିଛନ୍ତି। ଇଲେ​‌େ​‌କ୍ଟ୍ରାନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଜାରି କରିଥିବା ନୋଟିସରେ କୁହାଯାଇଛି ଯେ ଲୋକମାନେ ଏହି ମୋବାଇଲ ଆପ୍…
Read More...

ମାୟାବତୀ ଭାଇଙ୍କ ୪୦୦କୋଟିର ଜମି ଜବତ

ଲକ୍ଷ୍ନୌ : ବହୁଜନ ସମାଜ ପାର୍ଟି (ବିଏସପି) ମୁଖ୍ୟ ସୁଶ୍ରୀ ମାୟାବତୀଙ୍କ ଭାଇ ଆନନ୍ଦ କୁମାରଙ୍କ ୪୦୦କୋଟି ଟଙ୍କାର ଏକ ଜମିକୁ ଆୟକର ବିଭାଗ ଜବତ କରିଛି। ଉତ୍ତରପ୍ରଦେଶ ନଇଡାରେ ଥିବା ୭ଏକରର ଏହି ଜମିଟି ଆନନ୍ଦ କୁମାର ଓ…
Read More...