୨୦୨୧ ଜନଗଣନାରେ ଓବିସି ସଂଖ୍ୟା ଗଣନା ହେବ

ନୂଆଦିଲ୍ଲୀ : ଦେଶରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ବର୍ଗର ଲୋକ ସଂଖ୍ୟା କେତେ ତାହା ଆଗାମୀ ୨୦୨୧ ଜନଗଣନା ବେଳେ ଆକଳନ କରାଯିବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଶୁକ୍ରବାର ଘୋଷଣା କରିଛି। ଏଥିସହ ୭ରୁ୮ ବର୍ଷ…
Read More...

ମହିଳା ହକିରେ ପରାସ୍ତ ; ରୌପ୍ୟରେ ସନ୍ତୁଷ୍ଟ

ଜାକର୍ତ୍ତା : ଏସୀୟ କ୍ରୀଡ଼ା ୧୩ଶ ଦିବସରେ ଶୁକ୍ରବାର ଭାରତ ୫ଟି ପଦକ ହାସଲ କରିଛି। ଭାରତୀୟ ମହିଳା ହକି ଦଳ ଫାଇନାଲ୍‍ରେ ଜାପାନ୍‍ ଠାରୁ ୧-୨ ଗୋଲରେ ପରାସ୍ତ ହୋଇ ରୌପ୍ୟ ପଦ କବିଜୟୀ ହୋଇଛି। ଶୁକ୍ରବାର ଖେଳାଯାଇଥିବା…
Read More...

ଆସନ୍ତାକାଲି ଉଦଘାଟିତ ହେବ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ

ନୂଆଦିଲ୍ଲୀ : ବହୁ ପ୍ରତୀକ୍ଷିତ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ (ଆଇପିପିବି) ଆସନ୍ତାକାଲି  ଶନିବାର ଦିନ ଉଦଘାଟିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀ ତାଳକୋଟରା ଷ୍ଟାଡିୟମରେ ଇଣ୍ଡିଆ ପୋଷ୍ଟ…
Read More...

କାଠମାଣ୍ଡୁ ଘୋଷଣାନାମା ସହିତ ବିମ୍‍ଷ୍ଟେକ ଶିଖର ବୈଠକ ଉଦଯାପିତ

କାଠମାଣ୍ଡୁ : କାଠମାଣ୍ଡୁ ଘୋଷଣାନାମା ସହିତ ଚତୁର୍ଥ ବିମ୍‍ଷ୍ଟେକ ଶିଖର ବୈଠକ ଉଦଯାପିତ ହୋଇଛି। ନେପାଳ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା-ଓଲି ଶୁକ୍ରବାର କାଠମାଣ୍ଡୁ ଘୋଷଣାନାମା ଉପସ୍ଥାପନ କରିଥିଲେ ଏବଂ ପ୍ରତ୍ୟେକ ସଦସ୍ୟ…
Read More...

ମୌସୁମୀ ଟ୍ରଫ ଲାଇନ ସକ୍ରିୟ ; ୪ଜିଲାରେ ବର୍ଷିବ

ଭୁବନେଶ୍ୱର : ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ମୌସୁମି ଟ୍ରଫଲାଇନ ସକ୍ରିୟ ରହିଛି। ଏହାର ପ୍ରଭାବରେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ତିନିଦିନ ଧରି ବର୍ଷାର ସୂଚନା ଥିବାବେଳେ ଓଡ଼ିଶାରେ ଆସନ୍ତାକାଲିଠାରୁ ୨ତାରିଖ…
Read More...

୨୨ରେ ଝାରସୁଗୁଡ଼ା ବିମାନବନ୍ଦର ଉଦ୍‍ଘାଟନ ; ପ୍ରଧାନମନ୍ତ୍ରୀଙ୍କ ଆଗମନ ପ୍ରସ୍ତୁତି

ଝାରସୁଗୁଡ଼ା : ଝାରସୁଗୁଡ଼ା ବିମାନବନ୍ଦର ଉଦ୍‍ଘାଟନ ଆସନ୍ତା ୨୨ ତାରିଖରେ ହେବ ବୋଲି ଆପାତତଃ ସ୍ଥିର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦ୍‍ଘାଟନ କରିବେ। ବିମାନବନ୍ଦର ଉଦ୍‍ଘାଟନ ପାଇଁ ଭାରତୀୟ…
Read More...

ପୁରୁଷ ହକି: ଭାରତ ସେମିରେ ପରାସ୍ତ

ଜାକର୍ତ୍ତା : ଭାରତୀୟ ପୁରୁଷ ହକି ଦଳ ଚଳିତ ଏସୀୟ କ୍ରୀଡାର ହକି ଇଭେଣ୍ଟର ସେମିଫାଇନାଲରେ ପରାଜୟ ବରଣ କରିଛି। ଗୁରୁୁବାର ଖେଳାଯାଇଥିବା ମାଲେସିଆ ବିପକ୍ଷ ଏହି ମ୍ୟାଚ ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ୨-୨ ଗୋଲରେ…
Read More...

ପାରାଦ୍ବୀପ ସମେତ ସବୁ ବନ୍ଦର, ପୋତାଶ୍ରୟ ଶ୍ରମିକଙ୍କ ପାଇଁ ନୂଆ ମଜୁରି ଚୁକ୍ତି

ମୁମ୍ବଇ : ମୁମ୍ବଇଠାରେ ବନ୍ଦର ଏବଂ ପୋତାଶ୍ରୟର ତୃତୀୟ ଏବଂ ଚତୁର୍ଥ ଶ୍ରେଣୀ ବର୍ଗର ଶ୍ରମିକମାନଙ୍କ ପାଇଁ ଏକ ନୂଆ ମଜୁରି ଚୁକ୍ତି ସ୍ୱାକ୍ଷରିତ ହୋଇଛି । କେନ୍ଦ୍ର ଜାହାଜ ଚଳାଚଳ, ସଡ଼କ ପରିବହନ ଏବଂ ରାଜପଥ ଏବଂ ଜଳ…
Read More...

ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଏସସିଏସଟି ହବ୍ ସମ୍ମିଳନୀ ଓ ପ୍ରଦର୍ଶନୀ ଉଦ୍‍ଘାଟିତ

-ଧର୍ମପଦ ଭବନ, ପରିଧାନ ପ୍ରଶିକ୍ଷଣ ତଥା ଅଙ୍କୁରଣ କେନ୍ଦ୍ରକୁ ଉଦଘାଟନ କଲେ ତିନି କେନ୍ଦ୍ର ମନ୍ତ୍ରୀ -ମଞ୍ଚେଶ୍ୱରରେ ରାଜ୍ୟର ଉଦ୍ୟମୀମାନଙ୍କୁ ପ୍ରଶିକ୍ଷଣ, ସୂଚନା ଓ ମାର୍ଗଦର୍ଶନ ଦେବାଲାଗି ପ୍ରତିଷ୍ଠା ହେଲା ସାଧାରଣ…
Read More...

ଜାକର୍ତ୍ତା ଏସୀୟ କ୍ରୀଡ଼ା : ଭାରତକୁ ଆଉ ୨ଟି  ସ୍ୱର୍ଣ୍ଣ

ଜାକର୍ତ୍ତା : ଜାକର୍ତ୍ତା ଏସୀୟ କ୍ରୀଡ଼ାରେ ଗୁରୁବାର ଭାରତ ଆଉ ୨ଟି  ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଛି। ଏସୀୟ କ୍ରୀଡ଼ା-୨୦୧୮ର ଦ୍ବାଦଶ ଦିନରେ ଭାରତ ଆଥଲେଟିକ୍ସରେ ୨ଟି  ସ୍ୱର୍ଣ୍ଣ ପଦକ ସମେତ ମୋଟ୍ ୫ଟି ପଦକ ବିଜୟୀ…
Read More...