ହରେନ୍‍ ପାଣ୍ଡ୍ୟା ହତ୍ୟା ମାମଲା : ରାୟକୁ ଚ୍ୟାଲେଞ୍ଜ କରି ଦାଖଲ ରିଭ୍ୟୁ ପିଟିସନ୍‍ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ : ହରେନ୍‍ ପାଣ୍ଡ୍ୟା ହତ୍ୟା ମାମଲାର ରାୟକୁ ଚ୍ୟାଲେଞ୍ଜ କରି କରାଯାଇଥିବା ଏକ ସମୀକ୍ଷା ବା ରିଭ୍ୟୁ ପିଟିସନ୍‍କୁ ସୁପ୍ରିମକୋର୍ଟ ଗୁରୁବାର ଖାରଜ କରିଦେଇଛନ୍ତି । ସୁପ୍ରିମକୋର୍ଟ ତାଙ୍କର ଜୁଲାଇ ୫ ତାରିଖର…
Read More...

ସିଏଜି ସରକାରୀ ସଂସ୍ଥାଗୁଡ଼ିକ ପାଇଁ ଦର୍ପଣ ସଦୃଶ : ମୋଦୀ

ନୂଆଦିଲ୍ଲୀ : ମହାଲେଖାକାର(ସିଏଜି) ଏବଂ ଉପମହାଲେଖାକାର(ଏଜି) ଉତ୍ତମ ପ୍ରଶାସନ ପାଇଁ ପରିବର୍ତ୍ତନ ସକାଶେ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଶ୍ରୀ ମୋଦୀ…
Read More...

୨୦୨୦ ମାର୍ଚ୍ଚ ସୁଦ୍ଧା ଦେଶର ୨ଲକ୍ଷ ଗ୍ରାମପଞ୍ଚାୟତକୁ ଇଣ୍ଟରନେଟ୍‍ ଓ ବ୍ରଡ୍‍ବ୍ୟାଣ୍ଡ

ନୂଆଦିଲ୍ଲୀ : ୨୦୨୦ ମାର୍ଚ୍ଚ ମାସ ସୁଦ୍ଧା ଦେଶର ଦୁଇଲକ୍ଷ ଗ୍ରାମପଞ୍ଚାୟତକୁ ଇଣ୍ଟରନେଟ୍‍ ଓ ବ୍ରଡ୍‍ବ୍ୟାଣ୍ଡ ସଂଯୋଗ ଯୋଗାଇ ଦିଆଯିବ। ରାଜ୍ୟସଭାରେ ଗୁରୁବାର ଏକ ଲିଖିତ ଉତ୍ତରରେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ…
Read More...

ପ୍ରଜ୍ଞା ସିଂହ ଠାକୁର ପ୍ରତିରକ୍ଷା ମନ୍ତ୍ରଣାଳୟ ସଂସଦୀୟ ପରାମର୍ଶଦାତା କମିଟିର ସଦସ୍ୟ : କଂଗ୍ରେସର ସମାଲୋଚନା

ନୂଆଦିଲ୍ଲୀ : ଭୋପାଳ ସାଂସଦ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁରଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟର ସଂସଦୀୟ ପରାମର୍ଶଦାତା କମିଟିର ସଦସ୍ୟ ଭାବେ ସାମିଲ କରାଯାଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟର ସଂସଦୀୟ ପରାମର୍ଶଦାତା କମିଟିର…
Read More...

ଲେହ୍‍ଠାରେ ସ୍ଥାପନ ହେବ ଜାତୀୟ ସୋୱା-ରିଗ୍‍ପା ପ୍ରତିଷ୍ଠାନ

ନୂଆଦିଲ୍ଲୀ : ପାରମ୍ପରିକ ଔଷଧ ଓ ଚିକିତ୍ସା ପଦ୍ଧତୀକୁ ଲୋକପ୍ରିୟ କରାିବା ପାଇଁ ଲେହ୍‍ଠାରେ ଜାତୀୟ ସୋୱା-ରିଗ୍‍ପା ପ୍ରତିଷ୍ଠାନ ସ୍ଥାପନ କରାଯିବ। କେନ୍ଦ୍ର କ୍ୟାବିନେଟ୍‍ ଏଥିପାଇଁ  ୪୭ କୋଟି ୨୫ ଲକ୍ଷ ଟଙ୍କା ମଞ୍ଜୁରି…
Read More...

୫୦୦ ମିଟର ଉଚ୍ଚତାରୁ ଚନ୍ଦ୍ରପୃଷ୍ଠରେ ‘ହାର୍ଡ ଲ୍ୟାଣ୍ଡିଂ’ କରିଥିଲା ବିକ୍ରମ : ଜିତେନ୍ଦ୍ର ସିଂହ

ନୂଆଦିଲ୍ଲୀ : ବିଜ୍ଞାନ ଓ ବୈଷୟିକଜ୍ଞାନ ଦୃଷ୍ଟିରୁ ଚନ୍ଦ୍ରଯାନ-୨ ମିଶନ୍‍ ସଫଳ ଥିଲା ବୋଲି ସରକାର କହିଛନ୍ତି । ଚନ୍ଦ୍ରଯାନ-୨ରୁ ଲ୍ୟାଣ୍ଡର ବିକ୍ରମ ୫୦୦ ମିଟର ଉଚ୍ଚତାରୁ ‘ହାର୍ଡ ଲ୍ୟାଣ୍ଡିଂ’ କରିଥିଲା, କିନ୍ତୁ ୨.୧…
Read More...

ଆତଙ୍କବାଦୀ ସଙ୍ଗଠନକୁ ଧକ୍କା : ପ୍ରବଳ ଚାପ ସତ୍ତ୍ବେ ଗୋଷ୍ଠୀରେ ସାମିଲ ହେଉ ନାହାନ୍ତି ଯୁବକ

ଶ୍ରୀନଗର : ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଙ୍ଗଠନ ଗୁଡ଼ିକଦ୍ୱାରା ପ୍ରବଳ ଚାପ ଓ ପ୍ରଲୋଭନ ସତ୍ତ୍ବେ କାଶ୍ମୀରର ଅଧିକାଂଶ ଯୁବକ ସେମାନଙ୍କ ଷଡ଼ଯନ୍ତ୍ରର ଶିକାର ହୋଇପାରି ନାହାନ୍ତି ବୋଲି ଜମ୍ମୁ-କାଶ୍ମୀର ପୁଲିସ୍‍…
Read More...

ୟୁପି ଗୃହରକ୍ଷୀ ବେତନ ଦୁର୍ନୀତି : ଲକ୍ଷ୍ନୌ ଜିଲ୍ଲା କମାଣ୍ଡାଣ୍ଟ୍‍ କେ.ଏସ୍‍. ପାଣ୍ଡେ ଗିରଫ

ଲକ୍ଷ୍ନୌ : ଗୃହରକ୍ଷୀମାନଙ୍କ ବେତନ ଦୁର୍ନୀତିରେ ଉତ୍ତର ପ୍ରଦେଶ ପୁଲିସ୍‍ ଲକ୍ଷ୍ନୌ ଜିଲ୍ଲା କମାଣ୍ଡାଣ୍ଟ୍‍ କେ.ଏସ୍‍. ପାଣ୍ଡେଙ୍କୁ ଗିରଫ କରିଛି। ଲକ୍ଷ୍ନୌର ଗୋମତୀ ନଗର ଥାନାରେ ତାଙ୍କ ବିରୁଦ୍ଧରେ ଏକ ଏଫ୍‍ଆଇଆର୍‍…
Read More...

ସମ୍ବଲପୁର : ଚାଷୀ ଆନ୍ଦୋଳନ ପ୍ରତ୍ୟାହୃତ

ସମ୍ବଲପୁର : ଟୋକନ୍ ବ୍ୟବସ୍ଥା ମାଧ୍ୟମରେ ଧାନ କ୍ରୟକୁ ନେଇ ସୃଷ୍ଟି ହୋଇଥିବା ଅଚଳାବସ୍ଥା ଓ ଚାଷୀ ଆନ୍ଦୋଳନ ଶେଷରେ ପ୍ରତ୍ୟାହାର ହୋଇଯାଇଛି । ସମ୍ବଲପୁରରେ ଚାଷୀ ଆନ୍ଦୋଳନ ପ୍ରତ୍ୟାହାର କରିନିଆଯାଇଥିବା କୃଷକ ସଂଗଠନର…
Read More...

ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ମହିନ୍ଦା ରାଜପକ୍ଷ

କଲମ୍ବୋ :  ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଭାବେ ମହିନ୍ଦା ରାଜପକ୍ଷ ଶପଥ ଗ୍ରହଣ କରିଛନ୍ତି। ଶ୍ରୀଲଙ୍କାର ନବନିର୍ବାଚିତ ରାଷ୍ଟ୍ରପତି ଗୋଟାବୟ ରାଜପକ୍ଷ ଗୁରୁବାର ତାଙ୍କୁ ପଦ ଓ  ଗୋପନୀୟତାର ଶପଥ ପାଠ କରାଇଛନ୍ତି ।…
Read More...

ବିପର୍ଯ୍ୟସ୍ତ ଆର୍ଥିକ ସ୍ଥିତି

ଦେଶର ଆର୍ଥିକ ସ୍ଥିତି ଘେନି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ମତାମତକୁ ହେୟ, ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ ବୋଲି କହି ଯଦି ସରକାର ଏଡ଼ାଇ ଦେବାକୁ ଚାହୁଁଥାନ୍ତି, ତେବେ ବୁଝିନେବାକୁ ହେବ ଯେ ଏହା ଏକ…
Read More...

‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା’ ଲୋକମାନଙ୍କର ଜୀବନ ଯାପନ ଶୈଳୀକୁ ଆହୁରି ଅଧିକ ସହଜ କରିଦେଇଛି : ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲୋକମାନଙ୍କର ଜୀବନ ଯାପନ ଶୈଳୀକୁ ଆହୁରି ଅଧିକ ସହଜ କରିଦେଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଏହି ଯୋଜନା ଆରମ୍ଭ ହେବାର ୩ ବର୍ଷ ପୂର୍ତ୍ତି ଅବସରରେ…
Read More...

ପାୱାରଙ୍କ ଘରେ କଂଗ୍ରେସ ଓ ଏନ୍‍ସିପିର ବରିଷ୍ଠ ନେତାଙ୍କ ବୈଠକ : ସରକାର ଗଠନ ନେଇ ଏବେ ମଧ୍ୟ ସ୍ଥିତି ଅଷ୍ପଷ୍ଟ

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ସରକାର ଗଠନ ନେଇ ବୁଧବାର ନୂଆଦିଲ୍ଲୀରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଘରେ କଂଗ୍ରେସ ଓ ଏନ୍‍ସିପିର ବରିଷ୍ଠ ନେତାମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ତେବେ​ ସରକାର ଗଠନ ନେଇ ସ୍ଥିତି…
Read More...

ମୋଦୀ-ପାୱାର ସାକ୍ଷାତ ଆଲୋଚନା ନେଇ ରାଜନୀତି ସରଗରମ

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ସରକାର ଗଠନ ନେଇ ଲାଗି ରହିଥିବା ସରଗରମ ରାଜନୈତିକ ବାତାବରଣ ମଧ୍ୟରେ ଏନସିପି ସୁପ୍ରିମୋ ଶରଦ ପାୱାର ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁୁ ସାକ୍ଷାତ କରିଛନ୍ତି । ସଂସଦ ଭବନରେ ସେ…
Read More...

ଜାମ୍ମୁ-କାଶ୍ମୀର ପରିସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ,ଉପଯୁକ୍ତ ସମୟରେ ଇଣ୍ଟରନେଟ୍‍ ସେବା ପୁନର୍କ୍ଷମ ହେବ : ଶାହା

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀର ପରିସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ରହିଛି ଓ ୧୯୫ଟି ଥାନା ଅଞ୍ଚଳରୁ କଟକଣା ପ୍ରତ୍ୟାହାର କରି ନିଆଯାଇଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‍ ଶାହା କହିଛନ୍ତି । ରାଜ୍ୟସଭାରେ ଏ…
Read More...

ଓଡ଼ିଶାରେ ବିଧାନ ପରିଷଦ – ଏକ ପ୍ରଶ୍ନବାଚୀ

କଟକ : ଓଡ଼ିଶାରେ ପ୍ରସ୍ତାବିତ ବିଧାନ ପରିଷଦ ଗଠନର ଆବଶ୍ୟକତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବାରେ ଲାଗିଛି। ଏହି ପ୍ରସଙ୍ଗକୁ ନେଇ ବିଜେଡି ସରକାର ବିରୁଦ୍ଧରେ ବିଜେପି ଏବଂ କଂଗ୍ରେସ ଆକ୍ରମକ ଆଭିମୁଖ୍ୟ ପୋଷଣ କରିଛନ୍ତି।…
Read More...

ଗୋଆରେ ଆରମ୍ଭ ହେଲା ୫୦ତମ ଭାରତୀୟ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ

ପଣଜୀ : ଭାରତୀୟ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ ‘ଇଫି’  ବୁଧବାର ଗୋଆରେ ଆରମ୍ଭ ହୋଇଛି । ଗୋଆର ପଞ୍ଜିମ୍‍ସ୍ଥିତ ଶ୍ୟାମପ୍ରସାଦ ମୁଖାର୍ଜୀ ଷ୍ଟାଡିୟମରେ ୫୦ତମ ଚଳଚ୍ଚିତ୍ର ଉତ୍ସବ ଆରମ୍ଭ ହୋଇଛି। ରାଜ୍ୟପାଳ ସତ୍ୟପାଳ…
Read More...

କଂଗ୍ରେସ ନେତାଙ୍କ ଠାରୁ ଏସ୍‍ପିଜି ସୁରକ୍ଷା ପ୍ରତ୍ୟାହାରରେ କୌଣସି ରାଜନୀତି ନାହିଁ : ଜେ.ପି. ନଡ୍ଡା

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ଓ କଂଗ୍ରେସ ନେତାଙ୍କ ଠାରୁ ଏସ୍‍ପିଜି ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାରରେ କୌଣସି ରାଜନୀତି ନାହିଁ ବୋଲି ବିଜେପି କାର୍ଯ୍ୟକାରୀ ସଭାପତି ଜେ.ପି. ନଡ୍ଡା…
Read More...

ଭାରତୀୟ ନୌବାହିନୀ ଏକାଡେମୀକୁ ସମ୍ମାନଜନକ ପ୍ରେସିଡେଣ୍ଟସ୍‍ କଲର୍ସ ପ୍ରଦାନ କଲେ ରାଷ୍ଟ୍ରପତି

କନ୍ନୁର୍‍ : ରାଷ୍ଟ୍ରପତି ରାମନାଥ କୋବିନ୍ଦ କେରଳର କନ୍ନୁର୍‍ସ୍ଥିତ ଭାରତୀୟ ନୌବାହିନୀ ଏକାଡେମୀକୁ ସମ୍ମାନଜନକ ପ୍ରେସିଡେଣ୍ଟସ୍‍ କଲର୍ସ ପ୍ରଦାନ କରିଛନ୍ତି। ଉଭୟ ଯୁଦ୍ଧ ଓ ଶାନ୍ତି ସମୟରେ ଉଲ୍ଲେଖନୀୟ ଅବଦାନ ଥିବା ଓ…
Read More...

ଆଇଏନ୍‍ଏକ୍ସ ମିଡିଆ ମାମଲା : ଇଡି ଠାରୁ ଜବାବ ଲୋଡ଼ିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ :  ଆଇଏନ୍‍ଏକ୍ସ ମିଡିଆ କଳାଧନ ମାମଲାରେ ବରିଷ୍ଠ କଂଗ୍ରେସ ନେତା ପି. ଚିଦମ୍ବରମ୍‍ କରିଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ବୁଧବାର ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଠାରୁ ଜବାବ ଲୋଡ଼ିଛନ୍ତି। ଜଷ୍ଟିସ୍‍…
Read More...

କୁପୋଷଣ ଦୂର ପାଇଁ ଭାରତ ସହ ହାତ ମିଳାଇଲା ବିଲ୍‍ ଓ ମିଲିଣ୍ଡା ଗେଟ୍‍ସ୍‍ ଫାଉଣ୍ଡେସନ୍‍

ନୂଆଦିଲ୍ଲୀ :  ଉତ୍ତମ ପୁଷ୍ଟି ପାଇଁ ଭାରତୀୟ ପୋଷଣ କୃଷି କୋଷ ଗଠନ ବିଷୟରେ ସୋମବାର ସରକାର ଘୋଷଣା କରିଛନ୍ତି। ଏହି କୋଷ ମହିଳା ଓ ଶିଶୁମାନଙ୍କ ମଧ୍ୟରେ କୁପୋଷଣ ଦୂର କରିବା ଲକ୍ଷ୍ୟରେ ଗଠନ କରାଯାଇଛି । କୃଷି ସମେତ…
Read More...

ମହାରାଷ୍ଟ୍ର ରାଜନୀତି : ସୋନିଆଙ୍କୁ ସାକ୍ଷାତ କଲେ ପାୱାର

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ସରକାର ଗଠନ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଶିବସେନା-କଂଗ୍ରେସ ଏବଂ ଏନସିପି ମେଣ୍ଟ ସରକାର ଗଠନ କରିବା ନେଇ ଦାବି କରୁଥିବା ବେଳେ କଂଗ୍ରେସ-ଏନସିପି ମଧ୍ୟରେ ଏ ନେଇ ନେଇ ଆଲୋଚନା…
Read More...

ରାଷ୍ଟ୍ରପତି ଭାବେ ଶପଥ ନେଲେ ଗୋତାବାୟା

କଲମ୍ବୋ : ଗୋତାବାୟା ରାଜପକ୍ଷେ ଶ୍ରୀଲଙ୍କାର ସପ୍ତମ ରାଷ୍ଟ୍ରପତି ଭାବେ ସୋମବାର ଶପଥ ଗ୍ରହଣ କରିଛନ୍ତି । ଅନୁରାଧାପୁରାଠାରେ ଆୟୋଜିତ ଶପଥ ଗ୍ରହଣ ପରେ ସେ କହିଛନ୍ତି, ସେ ଏକ ନିରପେକ୍ଷ ବୈଦେଶିକ ନୀତି ଗ୍ରହଣ କରିବେ ଓ…
Read More...

ମୁମ୍ବଇ : ପୌର ନିର୍ବାଚନରୁ ଓହରିଲା ବିଜେପି

ମୁମ୍ବଇ : ଭାରତୀୟ ଜନତା ପାର୍ଟି ମହାରାଷ୍ଟ୍ରର ଶାସକ ମେଣ୍ଟରୁ ସୋମବାର ଆନୁଷ୍ଠାନିକ ଭାବେ ଓହରି ଯାଇଛି । ବ୍ରିହନ୍‍ ମୁମ୍ବାଇ ମେୟର୍‍ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରିବାକୁ ଦଳ ନିଷ୍ପତ୍ତି ନେଇଛି। ମୁମ୍ବାଇ…
Read More...

ରାଜ୍ୟସଭାର ୨୫୦ତମ ଅଧିବେଶନ : ବିବିଧତାରେ ଏକତା ରାଜ୍ୟସଭାରେ ସୁନ୍ଦର ଭାବେ ପ୍ରତିଫଳିତ ହୋଇଛି – ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଭାରତର ବିବିଧତାରେ ଏକତା ରାଜ୍ୟସଭାରେ ଅତି ସୁନ୍ଦର ଭାବେ ପ୍ରତିଫଳିତ ହୋଇଛି । ରାଜ୍ୟସଭାର ୨୫୦ତମ ଅଧିବେଶନ ପାଳନ ଅବସରରେ ଏକ ସ୍ୱତନ୍ତ୍ର ଆଲୋଚନାରେ…
Read More...

ଆଫଗାନ ସାମରିକ ତାଲିମ କେନ୍ଦ୍ର ଉପରେ ଆକ୍ରମଣ : ୪ ଯବାନ ଆହତ

କାବୁଲ : ଆଫଗାନିସ୍ଥାନରେ ସାମରିକ ତାଲିମକେନ୍ଦ୍ର ଗୁଡ଼ିକୁ ଲକ୍ଷ୍ୟ କରାଯାଇ ଲଗାତାର ଭାବେ କରାଯାଉଥିବା ବିସ୍ଫୋରଣରେ ଆଫଗାନ ନ୍ୟାସନାଲ ଆର୍ମିର ୪ଜଣ ଜବାନ ଆହତ ହୋଇଛନ୍ତି । ରାଜଧାନୀ କାବୁଲ ନିକଟରେ ଏହି ବିସ୍ଫୋରଣ…
Read More...

ସଂସଦର ଶୀତକାଳୀନ ଅଧିବେଶନ : ଶପଥ ନେଲେ ୪ଲୋକସଭା ସଦସ୍ୟ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିହାରର ସମସ୍ତିପୁର ଲୋକସଭା ନିର୍ବାଚନ ମଣ୍ଡଳୀର ସାଂସଦ ପ୍ରିନ୍ସ ରାଜ, ମଧ୍ୟପ୍ରଦେଶର ସାହୋଡୋଲର ସାଂସଦ…
Read More...

ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନ : ରବିବାର ପ୍ରକାଶ ପାଇବ ଫଳାଫଳ

କଲମ୍ବୋ : ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଶେଷ ହେବା ପରେ ଭୋଟ ଗଣନା ଜାରି ରହିଛି । ରବିବାର ଫଳାଫଳ ପ୍ରକାଶ ପାଇବାର ସମ୍ଭାବନା ରହିଛି। ଶନିବାର ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ…
Read More...

ବିଜେପି ଓ ଆରଏସ୍‍ଏସ୍‍ ମହିଳା ମାନଙ୍କର ଅଧିକାର ଓ ସମାନତା ଚାହାଁନ୍ତି ନାହିଁ : ଏପୁୱା

ଭୁବନେଶ୍ୱର : ଅଖିଳ ଭାରତ ପ୍ରଗତିଶୀଳ ମହିଳା ସମିତି (ଏଆଇପିଡବ୍ଲୁଏ) ତରଫରୁ ଦୁଇଦିନ ଧରି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଅଶୋକ ନଗରସ୍ଥିତ ନାଗଭୂଷଣ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକାରିଣୀ ବୈଠକରେ…
Read More...

ନୂଆପିଢୀର ନୂଆ ଆଇଡିଆ ହିଁ ଦେଶକୁ ଆଗେଇ ନେବ: ଧର୍ମେନ୍ଦ୍ର ପ୍ରଧାନ

-ନୂଆ ଯୁଗର ସମସ୍ୟାର ସମାଧାନ ପାଇଁ ନୂଆ ଉପାୟ ଦରକାର -ପରିଶ୍ରମ ମାଧ୍ୟମରେ ଦେଶର ଉନ୍ନତି କାମରେ ଲାଗିବା ନେଇ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଭୁବନେଶ୍ୱର : ଦେଶ ଆଗରେ ଅନେକ ସମସ୍ୟା ରହିଥିବା ବେଳେ ଏହାର ମୁକାବିଲା…
Read More...

ହଂକଂ ଓପନ ବ୍ୟାଡମିଣ୍ଟନ : ସେମିଫାଇନାଲରେ କିଦାମ୍ବି ଶ୍ରୀକାନ୍ତ ପରାସ୍ତ

ହଂକଂ : ଭାରତର ଅଗ୍ରଣୀ ବ୍ୟାଡମିଣ୍ଟନ ଖେଳାଳି କିଦାମ୍ବି ଶ୍ରୀକାନ୍ତ ହଂକଂ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପରାଜିତ ହୋଇଛନ୍ତି। ତାଙ୍କୁ ହଂକଂର ଲି ଚୁକ୍‍-ୟୁ ୯-୨୧ ଏବଂ ୨୫-୨୩…
Read More...

ମହାରାଷ୍ଟ୍ରରେ ମେଣ୍ଟ ସରକାର : ଆଜି ରାଜ୍ୟପାଳଙ୍କୁ ଭେଟିବେ ତିନି ଦଳର ପ୍ରତିନିଧି

ମୁମ୍ବଇ : ମହାରାଷ୍ଟ୍ରରେ ତିନି ରାଜନୈତିକ ଦଳକୁ ନେଇ ଗଠିତ ହେବାକୁ ଥିବା ସରକାର ୫ବର୍ଷ ପର୍ଯ୍ୟନ୍ତ କ୍ଷମତାରେ ରହିବ ବୋଲି ଏନ୍‍ସିପି ମୁଖ୍ୟ ଶରଦ ପାୱାର କହିଛନ୍ତି । ଫଳରେ ରାଜ୍ୟରେ ପ୍ରଥମଥର ପାଇଁ ଶିବସେନା,…
Read More...

ବାରବାଟୀ ଦିନିକିଆ : କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

କଟକ : କଟକର ବାରବାଟୀ ଷ୍ଟାଡିୟମରେ ଡିସେମ୍ବର ୨୨ ତାରିଖରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ମ୍ୟାଚ ଅନୁଷ୍ଠିତ ହେବ। ଏଥି ପାଇଁ କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଟିକେଟ ଯେପରି…
Read More...

ଇନ୍ଦୋର ଟେଷ୍ଟରେ ଭାରତର ଦମଦାର ବିଜୟ : ୧-୦ରେ ସିରିଜ୍ ଆଗୁଆ

ଇନ୍ଦୋର : ବାଂଲାଦେଶ ବିପକ୍ଷରେ ଭାରତ ଦମଦାର ବିଜୟ ଲାଭ କରିଛି । ବାଂଲାଦେଶକୁ ଏକ ଇନିଂସ ଓ ୧୩୦ରେ ପରାସ୍ତ କରି ଭାରତ ଟେଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ଲାଭ କରିଛି । ଫଳରେ ମାତ୍ର ୩ ଦିନରେ ଏହି ଟେଷ୍ଟ ମ୍ୟାଚ ଶେଷ…
Read More...

ରାଫେଲ୍‍ ରାୟ : ଆଜି ବିଜେପିର ଦେଶବ୍ୟାପୀ ଆନ୍ଦୋଳନ

ନୂଆଦିଲ୍ଲୀ :​  ରାଫେଲ୍‍ ଯୁଦ୍ଧ ବିମାନ କ୍ରୟ ପ୍ରସଙ୍ଗରେ କଂଗ୍ରେସର ମିଥ୍ୟା ଅଭିଯୋଗ ବିରୁଦ୍ଧରେ ବିଜେପି ଶନିବାର ଦେଶବ୍ୟାପୀ ଆନ୍ଦୋଳନ କରିବ ବୋଲି ଘୋଷଣା କରିଛି । ସରକାରଙ୍କୁ ସୁପ୍ରିମକୋର୍ଟ ରାଫେଲ୍‍ ଯୁଦ୍ଧ ବିମାନ…
Read More...

୧୮ରୁ ସଂସଦର ଶୀତକାଳୀନ ଅଧିବେଶନ : ଆସନ୍ତାକାଲି ବାଚସ୍ପତିଙ୍କ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ : ସୋମବାରଠାରୁ ଆରମ୍ଭ ହେଉଥିବା ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ଲୋକସଭା ବାଚସ୍ପତି ଓମ୍‍ ବିର୍ଲା ଶନିବାରଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି। ଗୃହ କାର୍ଯ୍ୟ ସୁରୁଖୁରୁରେ ପରିଚାଳନା ପାଇଁ ସବୁ ରାଜନୈତିକ…
Read More...

ଟ୍ରମ୍ପଙ୍କ ବିରୁଦ୍ଧରେ ଆଗତ ମହାଭିଯୋଗର ଶୁଣାଣି ଆଜିଠାରୁ

ୱାଶିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍‍ଡ ଟ୍ରମ୍ପଙ୍କ ବିରୁଦ୍ଧରେ ଆଗତ ମହାଭିଯୋଗର ଶୁଣାଣି ଶୁକ୍ରବାର ଠାରୁ ଆରମ୍ଭ ହେବ। ୟୁକ୍ରେନରେ ଆମେରିକାର ପୂର୍ବତନ ରାଷ୍ଟ୍ରଦୂତଙ୍କ ସାକ୍ଷ୍ୟ ପ୍ରଦାନ ଆଧାରରେ ରାଷ୍ଟ୍ରପତି…
Read More...

ଦିଲ୍ଲୀ ବାୟୁ ପ୍ରଦୂଷଣ : ୪ ରାଜ୍ୟର ମୁଖ୍ୟ ଶାସନ ସଚିବ ବ୍ୟକ୍ତିଗତ ଭାବେ ହାଜର ହେବା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦେଶ

ନୂଆଦିଲ୍ଲୀ :  ଦିଲ୍ଲୀ-ଏନ୍‍ସିଆର୍‍ ଅଞ୍ଚଳରେ ପ୍ରଦୂଷଣ ହ୍ରାସ କରିବାପାଇଁ ପଞ୍ଜାବ,ହରିୟାଣା, ଉତ୍ତର ପ୍ରଦେଶ ଓ ଦିଲ୍ଲୀ ସରକାରଙ୍କ ପକ୍ଷରୁ କି ପ୍ରକାର ପଦକ୍ଷେପ ନିଆଯାଇଛି, ସେ ସଂକ୍ରାନ୍ତରେ ଅବଗତ କରାଇବାପାଇଁ…
Read More...

ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଭାରତକୁ ମିଳିବ ସୁଖୋଇ-୪୦୦ : ପୁତିନ୍‍

ବ୍ରାଜିଲ : ରୁଷ୍‍ ରାଷ୍ଟ୍ରପତି ଭ୍ଲାଦିମିର୍‍ ପୁତିନ୍‍ କହିଛନ୍ତି, ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଭାରତକୁ ଭୂପୃଷ୍ଠରୁ ଆକାଶମାର୍ଗକୁ ନିକ୍ଷେପକାରୀ ସୁଖୋଇ-୪୦୦ କ୍ଷେପଣାସ୍ତ୍ର(ପ୍ରତିରକ୍ଷା ବ୍ୟବସ୍ଥା) ଦେବାଲାଗି…
Read More...

ଯବାନଙ୍କ ପାଇଁ ଖୁସି ଖବର : ବର୍ଷକୁ ମିଳିବ ଶହେ ଦିନର ଛୁଟି

ନୂଆଦିଲ୍ଲୀ : କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀର ପ୍ରାୟ ୧୦ ଲକ୍ଷ ଯବାନ ବର୍ଷକୁ ଅତି କମରେ ନିଜ ପରିବାର ସହିତ ଯେପରି ୧୦୦ ଦିନ ସମୟ ଅତିବାହିତ କରିପାରବେ ସେ ନେଇ ଏକ ଯୋଜନା ପ୍ରସ୍ତୁତ କରାଯାଉଛି। ଖବୁ ଶୀଘ୍ର…
Read More...

ଚତୁର୍ଥ ପିଲ୍ଲେ ଜଳଜୀବ ପ୍ରତିଷ୍ଠାନ କଂଗ୍ରେସ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

‘ଇଣ୍ଡ ଆକ୍ୱା’ ଓ ‘ଟ୍ରିଟ ମାଇ ଫିସ’ ମୋବାଇଲ ଆପର ଶୁଭାରମ୍ଭ ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କ ୫ ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା ସାଙ୍ଗକୁ ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ…
Read More...

ଉଚ୍ଛେଦ ଓ ଜମି ଅଧିଗ୍ରହଣକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଲେ ଆଇଏମଏମଟି ବୈଜ୍ଞାନିକ

ଭୁବନେଶ୍ବର : ଉଚ୍ଛେଦ ଓ ଜମି ଅଧିଗ୍ରହଣକୁ ବିରୋଧ କରି ଆଇଏମଏମଟି ବୈଜ୍ଞାନିକ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଉଚ୍ଛେଦ ଓ ଜମି ଅଧିଗ୍ରହଣ ଲାଗିଆସିଥିବା ବିଡିଏ ଏନଫୋର୍ସମେଣ୍ଟ ସ୍କ୍ବାର୍ଡକୁ  କ୍ୟାମ୍ପସରେ ବିରୋଧ…
Read More...

ଆଜିଠୁ ବିଧାନସଭା : ପ୍ରଥମ ଦିନରେ ଉପସ୍ଥାପନ ହେବ ଅତିରିକ୍ତ ବଜେଟ

ଭୁବନେଶ୍ୱର :  ଆଜିଠାରୁ ଆରମ୍ଭ ହେଉଛି ଷୋଡ଼ଶ ବିଧାନସଭାର ଦ୍ବିତୀୟ ଅଧିବେଶନ। ଶୀତ ଅଧିବେଶନ ବୁଧବାର ନଭେମ୍ବର ୧୩ରୁ ଡିସେମ୍ବର ୧୯ ପର୍ଯ୍ୟନ୍ତ ଅବଧି ଭିତରେ ଏଥର ବିଧନସଭାରେ ମୋଟ ୩୦ଟି କାର୍ଯ୍ୟଦିବସ ରହିଛି।…
Read More...

ଦ୍ବିପାକ୍ଷିକ ଟେଷ୍ଟ ସିରିଜ୍: ଭାରତ ୫ ; ବାଂଲାଦେଶ ୦

ଇନ୍ଦୋର : ଘରୋଇ ବାଂଲାଦେଶ ବିପକ୍ଷରେ ଆସନ୍ତା ୧୪ରୁ ଏଠାରେ ଭାରତୀୟ କ୍ରିକେଟ ଦଳ ପ୍ରଥମ ଟେଷ୍ଟମ୍ୟାଚ୍ ଖେଳିବ। ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ଏହା ପ୍ରଥମ ଟେଷ୍ଟମ୍ୟାଚ୍ ହେବ। ଆଇସିସି ଟେଷ୍ଟ ଚମ୍ପିଆନ୍‌ସିପ୍…
Read More...

ବାଲିଯାତ୍ରା : ଓରମାସ୍‍ ଷ୍ଟଲ,ତୈଳ ଏବଂ ଗ୍ୟାସ ପାଭିଲିଅନ୍‌ ଉଦ୍‌ଘାଟିତ

କଟକ : ବାଲିଯାତ୍ରା ମହୋତ୍ସବର ଅନ୍ୟତମ ଆକର୍ଷଣ ଓରମାସ ଷ୍ଟଲକୁ ମନ୍ତ୍ରୀ ପ୍ରତାପ ଜେନା ଉଦ୍‍ଘାଟନ କରିଥିଲେ। ଚଳିତବର୍ଷ ଓରମାସରେ ମୋଟ ୪୧୦ଟି ଷ୍ଟଲ ଖୋଲାଯାଇଛି। ଭିନ୍ନକ୍ଷମ ଏବଂ କିନ୍ନର ପାଇଁ ସ୍ୱତନ୍ତ୍ର ୩୦ଟି ଷ୍ଟଲ…
Read More...

ଆଜିଠୁ ଏଣ୍ଟରପ୍ରାଇଜ୍‌ ଓଡ଼ିଶା-୨୦୧୯

ଭୁବନେଶ୍ୱର : ବୁଧବାରଠାରୁ ଏଣ୍ଟରପ୍ରାଇଜ୍‌ ଓଡିଶା ୨୦୧୯ ଅନୁଷ୍ଠିତ ହେବାକୁ ଯାଉଛି। ଭାରତୀୟ ଶିଳ୍ପ ସଂଘ (ସିଆଇଆଇ) ପକ୍ଷରୁ ସ୍ଥାନୀୟ ଇଡ୍‌କଲ ପ୍ରଦର୍ଶନୀ ପଡିଆଠାରେ ଚଳିତମାସ ବୁଧବାର ୧୩ ତାରିଖ ଠାରୁ ୧୬ ତାରିଖ…
Read More...

‘ଲିମ୍‌କା ରେକର୍ଡସ୍‌’ରେ ଜଗାବଳିଆଙ୍କ ଅସ୍ତ୍ରୋପଚାର

-ଅପରେସନ୍ ପୂର୍ବରୁ ୩ ଥର ହୋଇଥିଲା ମକ୍‌ଡ୍ରିଲ -୨୪ ଘଣ୍ଟା ମଧ୍ୟରେ ରାଜ୍ୟ ସରକାର ଦେଇଥିଲେ ୧ କୋଟି -ବଳିଆର ଜୀବନ ରକ୍ଷା ସବୁଠାରୁ ବଡ଼ ଆହ୍ବାନ ଥିଲା -ସଫଳତା ପରେ ଅନ୍ୟ ଦେଶର ଡାକ୍ତର ପରାମର୍ଶ ନେଉଛନ୍ତି…
Read More...

ଆସୁଛି ଶୀତ : ଦାରିଙ୍ଗବାଡ଼ିରେ ୧୧କୁ ଖସିଲା ପାରଦ

ଭୁବନେଶ୍ୱର :  ‘ବୁଲବୁଲ’ ଅପସରିିଯିବା ପରେ ଆକାଶ ନିର୍ମଳ ହେବା ସହ ପାଗ ଶୁଖିଲା ରହିଛି। ପବନ ଓ ବର୍ଷାର ଭୟ ଦୂରେଇ ଯିବା ପରେ ଏବେ ଖରା ପ୍ରକୋପ ଲକ୍ଷ୍ୟ କରାଯାଉଛି। ରଜ୍ୟର କିଛି ଅଞ୍ଚଳରେ ତାପମାତ୍ରା ଖସୁଥିବାବେଳେ…
Read More...

ଦିନିକିଆ ମାନ୍ୟତା : ଶୀର୍ଷ ସ୍ଥାନ ବଜାୟ ରଖିଲେ କୋହଲି, ବୁମରା

ଦୁବାଇ : ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ତରଫରୁ ଜାରି ଦିନିକିଆ ବ୍ୟାଟସମ୍ୟାନ୍ ମାନ୍ୟତାରେ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଓ ବୋଲର ମାନ୍ୟତାରେ ଯଶପ୍ରୀତ୍‌ ବୁମରା ଶୀର୍ଷ ସ୍ଥାନ ବଜାୟ…
Read More...

ସରକାରୀ ଶିକ୍ଷାର ବିକଳ ଚିତ୍ର : ‘ଗରିମା’ ଖୋଲିଲା ଗୁମର

-ସପ୍ତମ-ଅଷ୍ଟମ ଶ୍ରେଣୀର ୭୫ଭାଗ ଛାତ୍ରଛାତ୍ରୀ ତୃତୀୟ ଶ୍ରେଣୀ ପ୍ରଶ୍ନର ଉତ୍ତର ଦେଇପାରୁନାହାନ୍ତି -‘ଉଜ୍ବଳ’ ଏବଂ ‘ଉତ୍ଥାନ’ରେ ଶତାଧିକ କୋଟି ଖର୍ଚ୍ଚ ସତ୍ତ୍ବେ ୧୭ହଜାର ବିଦ୍ୟାଳୟ ଫେଲ୍‌ -ଗଣଶିକ୍ଷା ବିଭାଗ ଖୁସ୍;…
Read More...

ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ଆରଟିଆଇ ପରିସରଭୁକ୍ତ ପ୍ରସଙ୍ଗ : ଆଜି ସାମ୍ବିଧାନିକ ପୀଠର ରାୟ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ସୂଚନା ଅଧିକାର (ଆରଟିଆଇ) ଆଇନ ପରିସରଭୁକ୍ତ ହେବ କି ନାହିଁ ସେ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ପୀଠ ବୁଧବାର ରାୟ ପ୍ରକାଶ କରିବେ।…
Read More...

ବୁଧବାର ରାଶିଫଳ

ମେଷ: ଠାକୁରଙ୍କ ଦର୍ଶନ ଲାଭକରି ଖୁସି ହୋଇପାରନ୍ତି। ଆଶାବାଦୀ ହେବେ। ପରମ ଭାଗ୍ୟଶାଳୀ ହେବେ। ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଉଦାର ବିଦ୍ୟାପ୍ରେମୀ ହେବେ। ମିତ୍ର ସୁଖ ମିଳିବ।…
Read More...

ବିଧାୟିକା ଭାବେ ଗୃହରେ ଶପଥ ନେବେ ରୀତା

ଭୁବନେଶ୍ୱର : ନିକଟରେ ଅନୁଷ୍ଠିତ ବିଜେପୁର ଉପନିର୍ବାଚନରେ ବିଜୟ ଲାଭ କରିଥିବା ବିଜୁ ଜନତା ଦଳ ପ୍ରାର୍ଥୀ ରୀତା ସାହୁ ବୁଧବାର ବିଧାୟିକା ଭାବେ ଗୃହରେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି। ରୀତା ବିଧାୟକ ଭାବେ ନିର୍ବାଚିତ…
Read More...

ଗୋଲାପୀ ବଲ୍‌ରେ ଭାରତୀୟ କ୍ରିକେଟର୍‌ଙ୍କ ଅଭ୍ୟାସ

ଇନ୍ଦୋର : ଭ୍ରମଣକାରୀ ବାଂଲାଦେଶ ଓ ଘରୋଇ ଭାରତୀୟ କ୍ରିକେଟ୍‌ ଦଳ ମଧ୍ୟରେ ଗୁରୁବାରରୁ ଏଠାରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ଦିନବେଳା ଖେଳାଯିବାକୁ ଥିବା ବେଳେ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ କଲକାତାରେ…
Read More...

ଭାରତ-ଓପେକ୍‍ ଭାଗିଦାରୀକୁ ମଜବୁତ୍‍ କରିବା ଉପରେ କେନ୍ଦ୍ରମନ୍ତ୍ରୀଙ୍କ ଗୁରୁତ୍ୱାରୋପ

-ଭିତୋଲ ଗ୍ରୁପର ମୁଖ୍ୟ ଏବଂ ଓପେକ ସାଧାରଣ ସଚିବଙ୍କ ସହ ଆଲୋଚନା -ତୈଳ ଓ ଗ୍ୟାସ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଭିତୋଲ ଗ୍ରୁପ୍‍ କମ୍ପାନୀକୁ ନିମନ୍ତ୍ରଣ -ଉର୍ଜାର ସୁରକ୍ଷା ଓ ଉର୍ଜା ଦାରିଦ୍ର୍ୟର ସମାଧାନ ପାଇଁ…
Read More...

ଇନ୍‌ଡୋର ଷ୍ଟାଡିୟମ ବୁଲିଦେଖିଲେ ବିଶ୍ବ କୁସ୍ତି ମହାସଂଘ ପ୍ରତିନିଧି

କଟକ: ୨୦୨୦ ଫେବୃୟାରୀ ୧୮ରୁ ୨୩ ପର୍ଯ୍ୟନ୍ତ କଟକର ଜବାହରଲାଲ୍‌ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଏସୀୟ କୁସ୍ତି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଇନ୍‌ଡୋର ଷ୍ଟାଡିୟମରେ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ପ୍ରତିଯୋଗିତା…
Read More...

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଗାଁଠୁ ସହର ଚଳଚଞ୍ଚଳ 

ଯାଜପୁର : ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏଥିପାଇଁ ଗାଁଠୁ ସହର ଚଳଚଞ୍ଚଳ ହୋଇ ଉଠିଛି । ଆଜିର ଦିନରେ ବୋଇତ ବନ୍ଦାଣର ପରମ୍ପରା ରହିଆସିଛି । ସେଥିପାଇଁ ଯାଜପୁର ଜିଲ୍ଲା ବୈତରଣୀ ନଦୀର ଦଶାଶ୍ୱମେଧ ଘାଟରେ ବଢ଼ି…
Read More...

ଗୁରୁ ନାନକ ଜୟନ୍ତୀ

କାର୍ତ୍ତିକ ପୂର୍ଣ୍ଣିମା ଦିନ ଶିଖ୍‌ମାନଙ୍କ ପ୍ରଥମ ଗୁରୁ ନାନକ ଦେବ ଜନ୍ମଗ୍ରହଣ କରିଥିଲେ। ଶିଖ୍‌ ସମ୍ପ୍ରଦାୟ ଏହି ଦିନ ପ୍ରକାଶ ଉତ୍ସବ ବା ଗୁରୁ ପରବ୍‌ ଭାବେ ପାଳନ କରନ୍ତି। ଏହିଦିନ ଗୁରୁ ଗ୍ରନ୍ଥ ସାହେବରେ ଉଲ୍ଲିଖିତ…
Read More...

ଐତିହାସିକ କଟକ ବାଲିଯାତ୍ରା : ଅପରାହ୍ଣ ୩ଟାରୁ ରାତି ୧ଟା ପର୍ଯ୍ୟନ୍ତ ଟ୍ରାଫିକ କଟକଣା

କଟକ : ଐତିହାସିକ ବାଲିଯାତ୍ରା ଉପଲକ୍ଷେ ଟ୍ରାଫିକ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ କମିସନରେଟ ଟ୍ରାଫିକ ପୁଲିସ ପକ୍ଷରୁ ଯାନବାହନ ଚଳାଚଳ ଉପରେ କଟକଣା କରାଯାଇଛି। ଏହି କଟକଣା ମଙ୍ଗଳବାର ଠାରୁ ୧୯ ତାରିଖ ପର୍ଯ୍ୟନ୍ତ…
Read More...

ରଣବୀରଙ୍କ ନଟରାଜ ସଟ୍‌

ନୂଆଦିଲ୍ଲୀ : ୧୯୮୩ରେ ଭାରତୀୟ କ୍ରିକେଟ ଦଳର ବିଶ୍ବକପ୍ ବିଜୟ ଉପରେ ବଲିଉଡ୍‌ ଚଳଚ୍ଚିତ୍ର ନିର୍ମାଣ ଚାଲିଛି। କିମ୍ବଦନ୍ତୀ ଅଲ୍‌ରାଉଣ୍ଡର କପିଳ ଦେବଙ୍କ ନେତୃତ୍ବରେ ଭାରତୀୟ ଦଳ ଶକ୍ତିଶାଳୀ ୱେଷ୍ଟଇଣ୍ଡିଜ୍‌କୁ…
Read More...

ଐତିହାସିକ କଟକ ବାଲିଯାତ୍ରା

କଟକ : ଐତିହାସିକ ରାଜ୍ୟ ମହୋତ୍ସବ ବାଲିଯାତ୍ରା ମଙ୍ଗଳବାର ସନ୍ଧ୍ୟାରେ ଉଦ୍‍ଘାଟିତ ହେବ। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ୮ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବ ଉଦ୍‍ଘାଟନ କରିବେ। ବାଲିଯାତ୍ରା ପାଇଁ ପ୍ରଶାସନ…
Read More...

ନୂତନ ଜାତୀୟ କ୍ରୀଡ଼ା ନୀତିକୁ ପ୍ରତ୍ୟାଖ୍ୟାନ କଲା ଆଇଓଏ

ନୂଆଦିଲ୍ଲୀ  : ଭାରତରେ ଲାଗୁ ହେବାକୁ ଥିବା ନୂତନ ଜାତୀୟ କ୍ରୀଡ଼ା ନୀତିକୁ ପ୍ରତ୍ୟାଖ୍ୟାନ କରିଛି ଭାରତୀୟ ଅଲିମ୍ପିକ୍‌ ଆସୋସିଏସନ୍‌ (ଆଇଓଏ)। ନୂତନ କ୍ରୀଡ଼ା ନୀତି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ ଲାଗୁ କରାଗଲେ…
Read More...

ଫି’ ବୃଦ୍ଧି ବିରୋଧରେ ବିକ୍ଷୋଭ : ଜେଏନ୍‌ୟୁରେ ଛାତ୍ର-ପୁଲିସ ସଂଘର୍ଷ

ନୂଆଦିଲ୍ଲୀ : ଦୀର୍ଘ ଦିନ ଧରି ଫି’ ବୃଦ୍ଧିକୁ ବିରୋଧ କରିଆସୁଥିବା ଜବାହାରଲାଲ ​ନେହେରୁ ବିଶ୍ବବିଦ୍ୟାଳୟ (ଜେଏନୟୁ)ର ଛାତ୍ରଛାତ୍ରୀମାନେ ସୋମବାର ଦିଲ୍ଲୀ ରାସ୍ତାରେ ବଡ଼ଧରଣର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଗୋଟିଏ…
Read More...

ସୂରଜଙ୍କ ନାମରେ ଦିଆଯିବ ବାର୍ଷିକ ପୁରସ୍କାର

ସୂରଜଙ୍କ ପରିବାରକୁ ବିଜୁ ପକ୍କାଘର, ଘରଡିହ ଓ ୫ଲକ୍ଷ ଟଙ୍କାର ସହାୟତା ଘୋଷଣା ଭୁବନେଶ୍ୱର : ମୃତ୍ୟୁ ଶଯ୍ୟାରେ ଅଙ୍ଗଦାନ କରି ନିଜର ମୃତ୍ୟୁ ପରେ ୬ଜଣଙ୍କ ଜୀବନ ବଞ୍ଚାଇଥିବା ଓଡ଼ିଆ ଯୁବକ ସୂରଜ ସମସ୍ତଙ୍କ ପାଇଁ…
Read More...

‘ବୁଲବୁଲ’ କ୍ଷୟକ୍ଷତି ଆକଳନ : ୧୪ରେ ଆସିବ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର : ‘ବୁଲବୁଲ’ କ୍ଷୟକ୍ଷତି ଆକଳନ ପାଇଁ ଆସନ୍ତା ୧୪ ତାରିଖରେ କେନ୍ଦ୍ରୀୟ ଟିମ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି ବୋଲି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି। ଇତିମଧ୍ୟରେ…
Read More...

ରାମ ମନ୍ଦିର ନିର୍ମାଣ ନିମନ୍ତେ ଟ୍ରଷ୍ଟ ଗଠନ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ନିର୍ଦେଶକ୍ରମେ ଅଯୋଧ୍ୟା ରାମ ଜନ୍ମଭୂମିରେ ରାମ ମନ୍ଦିର ନିର୍ମାଣ ନିମନ୍ତେ କେନ୍ଦ୍ର ସରକାର ଟ୍ରଷ୍ଟ ଗଠନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ରାୟରେ ରହିଥିବା ବୈଷୟିକ ଦିଗକୁ ଆଧାର କରି…
Read More...

ମଙ୍ଗଳବାର ରାଶିଫଳ

ମେଷ: ଉପକାରୀ ବ୍ୟକ୍ତିଭାବେ ସମ୍ମାନିତ ହେବେ। ଆୟ ଉତ୍ତମ ଧରଣର ହେବ। ବନ୍ଧୁ କିମ୍ବା ସରକାରୀ ସହାୟତାରୁ ଲାଭବାନ୍‌ ହେବେ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଘାତଚନ୍ଦ୍ର ଭୋଗ ଯୋଗୁଁ…
Read More...

ଟ୍ବେଣ୍ଟି-୨୦ ମାନ୍ୟତାର ୪୨ନଂରେ ଦୀପକ ଚହର୍‌

ଦୁବାଇ : ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଭାରତୀୟ ଦ୍ରୁତ ବୋଲର ଦୀପକ ଚହର୍‌ ଚମତ୍କାର ବୋଲିଂ ପ୍ରଦର୍ଶନ କରି ୭ ରନ୍‌ ବିନିମୟରେ ୬ଟି ୱିକେଟ୍‌ ହାସଲ କରି ବିଶ୍ବ ରେକର୍ଡ…
Read More...

୨୦୨୪ ସୁଦ୍ଧା ତୈଳ ଓ ଗ୍ୟାସ କ୍ଷେତ୍ରରେ ୧୦୦ ବିଲିୟନ ପୁଞ୍ଜିନିବେଶ କରିବ ଭାରତ : ଧର୍ମେନ୍ଦ୍ର ପ୍ରଧାନ

-ତୈଳ ଓ ଗ୍ୟାସ କ୍ଷେତ୍ରରେ ବିଶ୍ୱ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ଆମର ଲକ୍ଷ୍ୟ -ଉର୍ଜା କ୍ଷେତ୍ରରେ ପୁଞ୍ଜିନିବେଶ କରିବା ପାଇଁ ଭାରତ ଉତ୍କୃଷ୍ଟ ସ୍ଥାନ -ୟୁଏଇ ମନ୍ତ୍ରୀଙ୍କ ସହ ଭାରତ ପ୍ୟାଭିଲିୟନକୁ ଉଦଘାଟନ…
Read More...

ସେବା ଓ ସଂଗ୍ରାମର ବାର୍ତ୍ତା ଦେଇଛି ଜ୍ୟୋତିଯାତ୍ରା

‘ସଜ୍ଜନଙ୍କୁ ମିଳୁ ସମ୍ମାନ’ ଭୁବନେଶ୍ୱର : ଦେଶ ମାତୃକାର ସେବାରେ ନିଜକୁ ସମର୍ପିତ କରିବା ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ। ସେବା ଦ୍ବାରା ହିଁ ସମାଜରେ ପରିବର୍ତ୍ତନ ଆସିପାରିବ ବୋଲି ମାସବ୍ୟାପୀ ରାଜ୍ୟ ପରିକ୍ରମା…
Read More...

‘ଗୋପବନ୍ଧୁ ଜ୍ୟୋତି’ ରାଜ୍ୟ ପରିକ୍ରମାର ଉଦଯାପନୀ ସମାରୋହ

ଭୁବନେଶ୍ବର : ଭୁବନେଶ୍ବର କିଟ୍ ଅଡିଟୋରିୟମରେ ‘ଗୋପବନ୍ଧୁ ଜ୍ୟୋତି’ ରାଜ୍ୟ ପରିକ୍ରମାର ଉଦଯାପନୀ ସମାରୋହକୁ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଉଦଘାଟନ କରୁଛନ୍ତି ବିଶିଷ୍ଟ ଗାନ୍ଧୀବାଦୀ ଓ ସ୍ବାଧୀନତା ସଂଗ୍ରାମୀ ପଦ୍ମଶ୍ରୀ…
Read More...

‘ଗୋପବନ୍ଧୁ ଜ୍ୟୋତି’ ରାଜ୍ୟ ପରିକ୍ରମାର ଉଦଯାପନୀ ସମାରୋହ

ଭୁବନେଶ୍ବର : ଭୁବନେଶ୍ବର କିଟ୍ ଅଡିଟୋରିୟମରେ ଆୟୋଜିତ ‘ଗୋପବନ୍ଧୁ ଜ୍ୟୋତି’ ରାଜ୍ୟ ପରିକ୍ରମାର ଉଦଯାପନୀ ସମାରୋହରେ ମଞ୍ଚାସୀନ ଅତିଥି ବୃନ୍ଦ।
Read More...

ଟି-୨୦ରେ ଦୀପକ ଚହରଙ୍କ ବିଶ୍ବରେକର୍ଡ

୨-୧ରେ ଭାରତ ସିରିଜ୍‌ ବିଜୟୀ ନାଗପୁର : ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ସର୍ବଶ୍ରେଷ୍ଠ ବୋଲିଂ ଫିଗର ହାସଲ କରିବାର ବିଶ୍ବରେକର୍ଡ ପ୍ରତିଷ୍ଠା କରିଛନ୍ତି ଭାରତୀୟ ପେସ୍ ବୋଲର ରାଜସ୍ଥାନର ଦୀପକ ଚହର । ରବିବାର…
Read More...

ବିଚାରର ନବୋଦୟ

ଭାରତର ଜାତୀୟ ଜୀବନରେ ଅଯୋଧ୍ୟା ପ୍ରସଙ୍ଗ ଏକ ସଂକ୍ରମିତ କ୍ଷତ ଥିଲା। ସ୍ବାଧୀନ ଭାରତ ମୋଗଲ ଶାସନକାଳର ଏଇ କ୍ଷତକୁ ଉତ୍ତରାଧିକାର ସୂତ୍ରରେ ପାଇଥିଲା। ଆସ୍ଥା ଓ ବିଶ୍ବାସ ସହ ଜଡ଼ିତ ଏହି ପ୍ରସଙ୍ଗଟି ରାଜନୈତିକ ରୂପନେଇ…
Read More...

ବାରଙ୍ଗ ପ୍ରସିଦ୍ଧ କାର୍ତ୍ତିକେଶ୍ୱର ପୂଜା ଆରମ୍ଭ

ବାରଙ୍ଗ  : ବାରଙ୍ଗ ଅଞ୍ଚଳର ପ୍ରସିଦ୍ଧ କାର୍ତ୍ତିକେଶ୍ୱର ପୂଜା ଆରମ୍ଭ ହୋଇଛି। ପଞ୍ଚକର ପ୍ରଥମ ଦିନରୁ କେତେକ ମଣ୍ଡପରେ ପୂଜାର୍ଚ୍ଚନା ଚାଲିଥିବାବେଳେ ପୂର୍ଣ୍ଣିମାଦିନ ଅବଶିଷ୍ଟ ମଣ୍ଡପରେ କାର୍ତ୍ତିକେଶ୍ୱରଙ୍କ ସହ…
Read More...

କାର୍ତ୍ତିକ ପୂର୍ଣ୍ଣିମା ପାଇଁ ପୁରୀରେ ସୁରକ୍ଷା କଡ଼ାକଡ଼ି

ରାଜ ରାଜେଶ୍ବର ବେଶରେ ଦର୍ଶନ ଦେବେ ଦାରୁବ୍ରହ୍ମ ପୁରୀ: କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଏବେଠାରୁ ଚଳଚଞ୍ଚଳ ହୋଇଛି ଶ୍ରୀକ୍ଷେତ୍ର ପୁରୀ। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ…
Read More...

ଜମି ଗ୍ରହଣ ନେଇ ୨୬ରେ ସୁନ୍ନି ୱାକଫ ବୋର୍ଡ ବୈଠକ

ଲକ୍ଷ୍ନୌ : ରାମ ଜନ୍ମଭୂମି ଅଯୋଧ୍ୟାରେ ମନ୍ଦିର ନିର୍ମାଣ ନିମନ୍ତେ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିବାବେଳେ ମସଜିଦ ନିର୍ମାଣ ନିମନ୍ତେ ସୁନ୍ନି ୱାକଫ ବୋର୍ଡକୁ ୫ ଏକର ଉପଯୁକ୍ତ ଜମି ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ…
Read More...

ଚହରଙ୍କ ହାଟ୍ରିକ୍ ; ଟି-୨୦ ସିରିଜ୍ ଜିତିଲା ଭାରତ

ନାଗପୁର : କ୍ରମାଗତ ୨ୟ ବିଜୟ ସହ ବାଂଲାଦେଶ ବିପକ୍ଷରେ ଘରୋଇ ଟ୍ବେଣ୍ଟି୨୦ ସିରିଜ୍ ଜିତିନେଇଛି ଭାରତ। ରବିବାର ଏହି ମ୍ୟାଚ୍‌ରେ ଯୁବ ପେସ୍ ବୋଲର ଦୀପକ ଚହର ହାଟ୍ରିକ୍ ସହ ବିଶ୍ବରେକର୍ଡ ୭ ରନ୍‌ଦେଇ ୬ଟି ୱିକେଟ ନେବାରୁ…
Read More...

ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ପକ୍ଷରୁ ୨୮ଜଣଙ୍କୁ ପେନ୍‌ସନ ; ୫ ମେଧାବୀଙ୍କୁ ସାମ୍ବାଦିକତା ସ୍ମାରକୀ ସମ୍ମାନ

ଭୁବନେଶ୍ୱର : ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ପକ୍ଷରୁ ଜାତୀୟ ପ୍ରେସ୍‍ ଦିବସ ୨୦୧୯ ଅବସରରେ ରାଜ୍ୟର ୨୮ ବରିଷ୍ଠ ସାମ୍ବାଦିକଙ୍କୁ ପେନସନ୍‍ ପ୍ରଦାନ କରାଯିବ। ଚଳିତ ମାସ ୧୬ ତାରିଖ ଅପରାହ୍ଣରେ ଜୟଦେବଭବନରେ…
Read More...

ସରକାର ଗଠନ ଯୋଜନା ଚୂଡ଼ାନ୍ତ : ଉଦ୍ଧବ-ମୁଖ୍ୟମନ୍ତ୍ରୀ, ଅଜିତ ଉପ-ମୁଖ୍ୟମନ୍ତ୍ରୀ ଓ କଂଗ୍ରେସକୁ ବାଚସ୍ପତି ପଦ

ମୁମ୍ବଇ : ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଶିବସେନା ରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିବା ପୂର୍ବରୁ ଏନ୍‌ସିପି ସହିତ ବୁଝାମଣା ଏକରକମ ଚୂଡ଼ାନ୍ତ କରିଛି। ରାଜ୍ୟପାଳଙ୍କ ଡକରା ଆଧାରରେ ସୋମବାର ଶିବସେନା…
Read More...

ମହିଳା ଟି-୨୦: ଓପ୍‌ନରଙ୍କ ଅର୍ଦ୍ଧଶତକ; ଇଣ୍ଡିଜ୍‌କୁ ହରାଇଲା ଭାରତ

ଗ୍ରସ୍ ଆଇଲେଟ୍‌ : ମାତ୍ର ୧୫ ବର୍ଷ ବୟସରେ ଭାରତୀୟ ମହିଳା କ୍ରିକେଟ ଦଳର ଓପ୍‌ନର ସେଫାଳି ବର୍ମା ଆନ୍ତର୍ଜାତିକ କ୍ରିକେଟରେ ତାଙ୍କ ଚମକ ଜାରି ରଖିଛନ୍ତି। ତାଙ୍କ ସହ ବାମହାତି ଓପ୍‌ନର ସ୍ମୃତି ମାନ୍ଧାନା ମଧ୍ୟ ତାଙ୍କ…
Read More...

ପୂର୍ବତନ ସିଇସି ଟି.ଏନ ଶେଷାନ୍‍ ଆଉ ନାହାନ୍ତି : ୮୬ ବର୍ଷ ବୟସରେ ହୃଦଘାତରେ ପରଲୋକ

ଚେନ୍ନଇ : ଭାରତର ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନ ଟି.ଏନ ଶେଷାନ୍‍ ଆଉ ନାହାନ୍ତି । ରବିବାର ରାତିରେ ୮୬ ବର୍ଷ ବୟସରେ ହୃଦଘାତରେ ତାଙ୍କର ପରଲୋକ ଘଟିଛି। ୧୯୯୦ରୁ ୧୯୯୬ ପର୍ଯ୍ୟନ୍ତ ସେ ଭାରତର ମୁଖ୍ୟ ନିର୍ବାଚନ…
Read More...

ସୋମବାର ରାଶିଫଳ

ମେଷ: ରୋଜଗାର ଯଥେଷ୍ଟ ପରିମାଣର ହୋଇପାରେ। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ଐଶ୍ବର୍ଯ୍ୟଯୁକ୍ତ ହୋଇପାରନ୍ତି। ମାଲିମୋକଦ୍ଦମାରେ ବିଜୟୀ ହେବା ସହିତ ଧନଲାଭ ହେବ। ସୁସ୍ଥ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।…
Read More...

ବଦଳିବେନି ପିସିସି ସଭାପତି : କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଲେ କଂଗ୍ରେସ ଓଡ଼ିଶା ପ୍ରଭାରୀ

ନୂଆଦିଲ୍ଲୀ : ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ବଦଳିବେ ନାହିଁ ବୋଲି ଆଜି ଅଖିଳ ଭାରତ କଂଗ୍ରେସ କମିଟିର ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ ଘୋଷଣା କରିଛନ୍ତି। ପିସିସି ନେତୃତ୍ୱ ପରିବର୍ତ୍ତନ…
Read More...

ମହାରାଷ୍ଟ୍ର ସ୍ଥିତି ଅସ୍ପଷ୍ଟ : ଶିବସେନାକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କଲେ ରାଜ୍ୟପାଳ

ମୁମ୍ବଇ : ମହାରାଷ୍ଟ୍ରରେ ସରକାର ଗଠନ ନେଇ ସ୍ଥିତି ସ୍ପଷ୍ଟ ହୋଇ ପାରିନାହିଁ । ବିଧାନସଭା ନିର୍ବାଚନରେ ସର୍ବାଧିକ ଆସନ ଜିତିଥିବା ଭାରତୀୟ ଜନତା ପାର୍ଟି(ବିଜେପି) ସରକାର ଗଠନ ନେଇ ପଛଘୁଞ୍ଚା ଦେଇଛି। ତେବେ ପରବର୍ତ୍ତୀ…
Read More...

ଅଯୋଧ୍ୟା ପାଇଁ ବଡ଼ ଯୋଜନା

ଫୈଜାବାଦ : ଅଯୋଧ୍ୟା ମନ୍ଦିର-ମସ୍‌ଜିଦ ବିବାଦର ଅନ୍ତ ଘଟିବା ପରେ ଏହି ଐତିହାସିକ ନଗରୀକୁ ନୂଆ ରୂପ ଦେବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଏଠାରେ ରାମ ମନ୍ଦିର ନିର୍ମାଣ ସହ ସମଗ୍ର ନଗରୀକୁ ଅତ୍ୟାଧୁନିକ ରୂପରେ ସଜାଇବା…
Read More...

ଦୁଇଦିନିଆ ୟୁଏଇ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

-ଭାରତ ଏବଂ ୟୁଏଇ ମଧ୍ୟରେ ଚାଲୁଥିବା ସମସ୍ତ ବ୍ୟବସାୟିକ କାର୍ଯ୍ୟ ଉପରେ କରିବେ ଆଲୋଚନା -ଅନ୍ତର୍ଜାତୀୟ ଉର୍ଜା ସଂଗଠନର ମୁଖ୍ୟ ଏବଂ ବିଶ୍ୱ ତୈଳ ଓ ଗ୍ୟାସ କମ୍ପାନୀର ସିଇଓଙ୍କୁ ସାକ୍ଷାତ୍‍ କାର୍ଯ୍ୟକ୍ରମ ନୂଆଦିଲ୍ଲୀ…
Read More...

ଭାରତ-ବାଂଲାଦେଶ ୩ୟ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଆଜି : ସିରିଜ୍‌ ବିଜୟ ଲକ୍ଷ୍ୟରେ ଉଭୟ ଦଳ

ନାଗପୁର  : ଭ୍ରମଣକାରୀ ବାଂଲାଦେଶ ଓ ଘରୋଇ ଭାରତୀୟ କ୍ରିକେଟ୍ ଦଳ ମଧ୍ୟରେ ଖେଳାଯାଉଥିବା ଟ୍ବେଣ୍ଟି-୨୦ ସିରିଜ୍‌ର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍‌ ରବିବାର ନାଗପୁରରେ ଖେଳାଯିବ। ଏହି ମ୍ୟାଚ୍‌ ଜିତି ସିରିଜ୍‌…
Read More...

ସରକାର ଗଠନ ପାଇଁ ଫଡ଼ନବିସ୍‌ଙ୍କୁ ରାଜ୍ୟପାଳଙ୍କ ଡକରା : ୧୧ରେ ସଂଖ୍ୟାଗରିଷ୍ଠତା ପ୍ରମାଣ

ମୁମ୍ବଇ : ମହାରାଷ୍ଟ୍ରରେ ସରକାର ଗଠନ ନେଇ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟପାଳ ଭଗତ ସିଂହ କୋଶିୟାରୀ। ବିଧାନସଭାରେ ଏକକ ସଂଖ୍ୟାଗରିଷ୍ଠ ଦଳର ​ବିଧାୟକ ଦଳ ​‌ନେତା ଭାବେ ​‌ଫଡ଼ନବିସ୍‌ଙ୍କୁ ସରକାର ଗଠନ…
Read More...

ଭାରତରେ ୨୦୨୩ ହକି ବିଶ୍ବକପ : ଆମ ପାଇଁ ଆଉ ଏକ ସୁଯୋଗ-ମନପ୍ରୀତ୍‌

ଭୁବନେଶ୍ବର : ଭାରତକୁ ୨୦୨୩ ପଞ୍ଚଦଶତମ ପୁରୁଷ ହକି ବିଶ୍ବକପ ଆୟୋଜନ ନେଇ ଅଧିକାର ମିଳିଛି। ଲଗାତାର ଭାରତ ଦ୍ବିତୀୟ ଥର ପାଇଁ ହକି ବିଶ୍ବକପ ଆୟୋଜନ କରିବ। ୨୦୧୮ ହକି ବିଶ୍ବକପରେ ପୋଡ଼ିୟମ ଶୀର୍ଷ ସ୍ଥାନ ହାସଲ ନେଇ ଆମ…
Read More...

ଦିଲ୍ଳୀରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ : କେନ୍ଦ୍ରୀୟ ଅନୁଦାନ ପାଇଁ ଉଦ୍ୟମ କରିବାକୁ ଅଧିକାରୀଙ୍କୁ ନିର୍ଦେଶ

ନୂଆଦିଲ୍ଲୀ : ଦିଲ୍ଲୀରେ ଓଡ଼ିଆ ସଂସ୍କୃତିକ କେନ୍ଦ୍ର ସ୍ଥାପନ କରିବା ନିମନ୍ତେ ଆବଶ୍ୟକ ଜମି ପାଇଁ ସ୍ଥାନୀୟ କର୍ତ୍ତୁପକ୍ଷଙ୍କ ସହ ଆଲୋଚନା କରି ଆବଣ୍ଟନ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
Read More...

‘ବୁଲ୍‌ବୁଲ୍’ ପ୍ରଭାବରେ ଉପକୂଳ ଛିନ୍ନଛତ୍ର : ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର, ଭଦ୍ରକ ବ୍ୟାପକ କ୍ଷତିଗ୍ରସ୍ତ

-୬ଲକ୍ଷ ହେକ୍ଟର ଜମିରେ ୪୦ଭାଗ ଫସଲ ନଷ୍ଟ -ଧାମରାରେ ପବନର ବେଗ ଥିଲା ୧୧୦ କିମି -ଉପୁଡ଼ିଲା ଗଛ, ବିଦ୍ୟୁତ୍‌ ଖୁଣ୍ଟ -ପାରାଦ୍ବୀପରେ ସର୍ବାଧିକ ୨୦୬ ମିମି ବର୍ଷା -କାନ୍ଥପଡ଼ି ଜଣକର ମୃତ୍ୟୁ, ଏନଡ଼ିଆରଏଫ ଟିମର…
Read More...

ସୁନ୍ଦରବନରେ ସ୍ଥଳଭାଗ ଛୁଇଁଲା ‘ବୁଲ୍‌ବୁଲ୍’ : ଉଜାଡ଼ିଲା ଉତ୍ତର-ପୂର୍ବ ଉପକୂଳ

-ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲାରେ ବ୍ୟାପକ କ୍ଷୟକ୍ଷତି -ଲକ୍ଷାଧିକ ହେକ୍ଟର ଚାଷଜମି ଜଳମଗ୍ନ, କେନ୍ଦ୍ରାପଡ଼ାରେ ୨ଜଣଙ୍କ ମୃତ୍ୟୁ ସୂଚନା ଭୁବନେଶ୍ୱର  : ‘ବଙ୍ଗୋପସାଗରରେ ଅତି ଭୀଷଣ…
Read More...

ଭାରତର ଯୁବସମାଜ ବିଶ୍ୱକୁ ନେତୃତ୍ୱ ଦେବ : ଓମ୍‌ ବିର୍ଲା

ଭୁବନେଶ୍ବର : ବିଶ୍ୱକୁ ନେତୃତ୍ୱ ଦେବାର କ୍ଷମତା ଭାରତର ଯୁବ ସମାଜର ରହିଛି ବୋଲି ଲୋକସଭା ବାଚସ୍ପତି ଓମ୍‌ ବିର୍ଲା କହିଛନ୍ତି। ଶନିବାର କିଟ୍‌ ବିଶ୍ୱବିଦ୍ୟାଳୟର ୧୫ତମ ସମାବର୍ତ୍ତନ ଉତ୍ସବରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ…
Read More...

ରବିବାର ରାଶିଫଳ

ମେଷ:ଭୁଲ ସିଦ୍ଧାନ୍ତ ନେଇ ଖର୍ଚ୍ଚାନ୍ତ ହୋଇପାରନ୍ତି। ଅଯଥା ବିତର୍କରେ ଭାଗ ନ ନେଇ ନିରବତା ସବୁଠୁଁ ଭଲ। ଧର୍ମ କ୍ରିୟାରତ ହେବେ। ମନୋଜ୍ଞ ହୋଇପାରନ୍ତି। ଦେବଦ୍ବିଜ ପରାୟଣ ହେବାର ସୂଚନା ମିଳୁଛି। ବୃଷ: ବୁଝି ବିଚାରି…
Read More...

ଚାଇନା ଓପନ୍‌ : ସେମିରେ ହାରିଲେ ସାତ୍ତ୍ବିକ-ଚିରାଗ

ଫୁଜଆଓ : ଏଠାରେ ଖେଳାଯାଉଥିବା ଚାଇନା ଓପନ୍‌ ବ୍ୟାଡମିଣ୍ଟନ୍‌ ଟୁର୍ଣ୍ଣାମେଣ୍ଟର ପୁରୁଷ ଡବଲ୍‌ସ ବିଭାଗ ସେମିଫାଇନାଲ୍‌ରେ ପରାସ୍ତ ହୋଇଛନ୍ତି ଭାରତୀୟ ଖେଳାଳି ସାତ୍ତ୍ବିକସାଇରାଜ ରାଙ୍କିରେଡ୍‌ଡ଼ି ଓ ଚିରାଗ ସେଟ୍ଟି।…
Read More...

ଗୁରୁ ନାନକ ଦେବଙ୍କ ବାଣୀ ଓ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

-ଗୁରୁ ନାନକ ଦେବଜୀଙ୍କ ୫୫୦ତମ ଜୟନ୍ତୀ ଅବସରରେ ସ୍ମାରକୀ ମୁଦ୍ରା ଉନ୍ମୋଚିତ ଚଣ୍ଡୀଗଡ଼ : ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଶନିବାର ଶ୍ରୀ ଗୁରୁ ନାନକ ଦେବଜୀଙ୍କ ବାଣୀ ଓ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ…
Read More...

ଆଜି ଆସିବ ଅଯୋଧ୍ୟା ରାୟ

-ୟୁପିରେ ଅଭୂତପୂର୍ବ ସୁରକ୍ଷା, ସାର୍ବଜନୀନ ସୂଚନା ପ୍ରଣାଳୀ କାଏମ -ସାମାଜିକ ଗଣମାଧ୍ୟମ ଉପରେ ତୀକ୍ଷ୍ଣ ନଜର, ଗୃହ ମନ୍ତ୍ରଣାଳୟର ଜରୁରୀ ବୈଠକ -୧୬,୦୦୦ ସୁରକ୍ଷାକର୍ମୀ ମୁତୟନ, ଉଡୁଛି ଡ୍ରୋନ୍ କ୍ୟାମେରା, ୩ ଦିନ…
Read More...

ସୁନ୍ଦରବନରେ ସ୍ଥଳଭାଗ ଛୁଇଁବ ‘ବୁଲବୁଲ୍’ ; ଓଡ଼ିଶାକୁ ବିପଦ ଟଳିନି

- ପାରାଦ୍ବୀପଠାରୁ ୧୩୪କିମି ଦୂରରେ ଅତିକ୍ରମ କରିବ,  -୨୪ଘଣ୍ଟାରେ ଭୀଷଣ ବର୍ଷା, ୯୦କିମି ଟପିବ ପବନ,            -ମୁତୟନ ହେଲେ ଓଡ଼୍ରାଫ, ଏନଡ଼ିଆରଏଫ,ଅଗ୍ନିଶମବାହିନୀ, -ପରିସ୍ଥିତିର ସମୀକ୍ଷା କଲେ କେନ୍ଦ୍ର…
Read More...