ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

0

ନୀଳଗିରି: ଭାଲୁ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି । ତଙ୍କ ନାମ ହେଲା ଲକ୍ଷ୍ମୀଧର ଜେନା (୬୨) । ତାଙ୍କ ଘର ପୋଡାଶୋଳ ବାଡିକୁ ଶୌଚ ପାଇଁ ଯାଇଥିବା ବେଳେ ଭାଲୁଟି ଆକ୍ରମଣ କରିଥିଲା । ସୂଚନାଯୋଗ୍ୟ, ଗତକାଲି ରାତି ସାରା ନିକଟସ୍ଥ କୁଲଡିହା ଜଙ୍ଗଲ ଜଳୁଥିବା ଯୋଗୁଁ ଭାଲୁମାନେ ଭୟଭୀତ ହୋଇ ଜଙ୍ଗଲରୁ ଜନବସତିକୁ ଖସି ଆସିଥିବା ଅଭିଯୋଗ ହୋଇଛି ।

Leave A Reply